Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରେଖାଙ୍କ ସିକ୍ୟୁରୁଟି ଗାର୍ଡକୁ କରୋନା, ମୁମ୍ୱାଇ ବଙ୍ଗଳା ସିଲ୍

ମୁମ୍ୱାଇ: କରୋନା କବଳରେ ମାୟାନଗରୀ । ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ୱାଇ ବଙ୍ଗଳା ସିଲ୍ । ତାଙ୍କ ସିକ୍ୟୁରିଟି ଗାର୍ଡ କରୋନା ସଂକ୍ରମିତ ହେବା ପରେ ବଙ୍ଗଳା ସିଲ୍ କରିଛି ବିଏମସି । ତାଙ୍କ ଘର ବାହାରେ ଏକ ନୋଟିସ୍ ଲାଗିଛି । ଯେଉଁଥିରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା…

ଅମିତାଭଙ୍କ ପରେ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ

ମୁମ୍ୱାଇ: ବାପାଙ୍କ ପରେ ପୁଅ । ଅମିତାଭ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ପୁଅ ଅଭିଷେକ ବଚଚ୍ନ । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ବାହାରିଛି । ଅଭିଷେକ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଅଭିଷେକ ଲେଖିଛନ୍ତି, 'ଆଜି ପ୍ରଥମେ ବାପାଙ୍କର ଓ ପରେ ମୋର କୋଭିଡ୍…

ଅମିତାଭ ବଚ୍ଚନ କୋଭିଡ୍ ପଜିଟିଭ୍

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ । ସେ ଲେଖିଛନ୍ତି, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଏହାପରେ ତାଙ୍କ ପରିବାର ଓ କର୍ମଚାରୀଙ୍କ ନମୁନା…

ପୂର୍ବତନ କ୍ରିକେଟର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀଙ୍କୁ କରୋନା, ସମ୍ପୂର୍ଣ୍ଣ ପରିବାର କ୍ୱାରେଂଟାଇନରେ

କଲିକତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀ କରୋନା ପଜିଟିଭ ଥିବା ଜଣାପଡିଛି । ଏହା ଜଣା ପଡିବା ପରେ ଶୁକ୍ଲାଙ୍କ ପରିବାରକୁ କ୍ୱାରେଂଟାଇନରେ ରଖାଯାଇଛି । ପଶ୍ଚିମବଙ୍ଗର ଖେଳ ରାଜ୍ୟ ମନ୍ତ୍ରୀ ଶୁକ୍ଲାଙ୍କ ପତ୍ନୀ ସ୍ମିତା ସାନ୍ୟାଲ ପରିବାର କଲ୍ୟାଣ…

ସୀମାରେ ଅନୁପ୍ରବେଶ ପାଇଁ ୩୦୦ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି : ମେଜର ଜେନେରାଲ ବିରେନ୍ଦ୍ର ବତ୍ସ

ନୂଆଦିଲ୍ଲୀ: ସୀମାରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି । ଜିଓସି ୧୯ ଇନଫ୍ଲେମେଟ୍ରୀ ଡିଭିଜନର ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି, ଇନପୁଟରୁ ଆସୁଥିବା ଖବର ଅନୁଯାୟୀ, ସୀମା ପାର୍ଶ୍ୱରେ ଥିବା ଏହି ଲଞ୍ଚ ପ୍ୟାଡଗୁଡ଼ିକ ସମ୍ପୂର୍ଣ୍ଣ…

ଚୀନର ମିଛକୁ ପଦାରେ ପକାଇଲେ ଭୂତାଣୁ ବିଶେଷଜ୍ଞ ଲି ମେଙ୍ଗ ୟାନ୍‌, ଭୟରେ ଦେଶ ଛାଡିଲେ

ବେଜିଂ: କରୋନା ଭାଇରସ ନେଇ ଚୀନ ମିଛ କହୁଥିବା ପୁନର୍ବାର ଆଉ ଜଣେ ଭୂତାଣୁ ବିଶେଷଜ୍ଞ ପଦାରେ ପକାଇଛନ୍ତି । ଚୀନରୁ ଲୁଚି ପଳାଇ ଆସିଥିବା ଡାକ୍ତର ଲି ମେଙ୍ଗ ୟାନ କହିଛନ୍ତି, କରୋନା ଭାଇରସ ନେଇ ଚୀନ ଜାଣିଥିଲା । ଏ ନେଇ ଆମ ଟିମ୍ ସତର୍କ କରାଇଥିଲୁ ମାତ୍ର ସେମାନେ ମାନି ନ ଥିଲେ । ହଂକଂରୁ…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ଖୁବ୍‌ଶୀଘ୍ର ସିବିଆଇ ତଦନ୍ତ ହୋଇପାରେ । ସୁବ୍ରମଣ୍ୟମ ସ୍ୱାମି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କରିଛନ୍ତି । ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ…

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ରହିଛି ୧୧ଟି ଘର ଓ ୧୬ଟି ଫ୍ଲାଟ !

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏନ୍‌କାଉଂଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତି ତାଲିକା । ବିକାଶ ଦୁବେ ନାଁରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁବେର ସହଯୋଗୀମାନେ ୟୁଏଇ ଓ ଥାଇଲ୍ୟାଣ୍ଡରେ ଏକାଧିକ ଘର କିଣିଛନ୍ତି। ତା’…

ମହାନଦୀ ଜଳ ବିବାଦ ମାମଲା, ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂରେ ଶୁଣାଣି କରିଛନ୍ତି । ମହାନଦୀ ସହିତ ଜଡିତ ମୁଖ୍ୟ…

ବିଶ୍ୱ ଜନସଂଖ୍ୟା ଦିବସ: ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷ୍ୟ

ଭୁବନେଶ୍ୱର: ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ଏହା ପ୍ରଥମେ ୧୯୮୯ ମସିହାରୁ ଆରମ୍ଭ ହୋଇଥିଲା। ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ସାଧାରଣ ସଭା ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରିବାକୁ…