Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନାନାବତୀ ହସ୍ପିଟାଲ ଡାକ୍ତରଙ୍କୁ କଣ କହିଲେ ବିଗ ବି, ଟ୍ୱିଟରରେ ଭିଡିଓ ଭାଇରାଲ୍

କରୋନା ପଜିଟିଭ ଚିହ୍ନଟ ପରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଏହାରି ଭିତରେ ବିଗ୍ ବିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ…

ଅଟୋରେ ଶ୍ମଶାନକୁ ନିଆଗଲା କରୋନା ଆକ୍ରାନ୍ତଙ୍କ ମୃତଦେହ

ତେଲେଙ୍ଗାନା: କୋଭିଡ୍ ନିୟମକୁ ଫୁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ । କରୋନା ଆକ୍ରାଙ୍କ ମୃତଦେହକୁ ଅଟୋରେ ନିଆଗଲା ଶ୍ମଶାନ । ଏଭଳି ଚିତ୍ର ଆସିଛି ତେଲେଙ୍ଗାନରୁ । ନିଜାମାବାଦର ସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ଶେଷକୃତ୍ୟ ପାଇଁ ମର ଶରୀରକୁ ଅଟୋରେ…

ଅମିତାଭଙ୍କ ଠାରେ ରହିଛି ହାଲୁକା କରୋନା ଲକ୍ଷଣ: ମେଡ଼ିକାଲ କର୍ତ୍ତୃପକ୍ଷ

ମୁମ୍ବାଇ: କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ଶେହେନସା ଅମିତାଭ ବଚ୍ଚନ। ଏନେଇ ସେ ଶନିବାର ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ସଦ୍ୟତମ ସୂଚନା…

ପ୍ରଥମ ଥର ମାସ୍କ ପିନ୍ଧିଥିବା ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: କରୋନା ମହାମାରୀ ଭିତରେ ପ୍ରଥମ ଥର ମୁହଁରେ ମାସ୍କ ପିନ୍ଧିଛନ୍ତି ଆମେରିକା ରାଷ୍ଚ୍ରପତି । ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ମାସ୍କ ସହ ନଜର ଆସିଛନ୍ତି । ଗତକାଲି ଏକ ହସ୍ପିଟାଲ ଗସ୍ତ କରିବା ସମୟରେ ଏଭଳି ଗେଟଅପରେ ଟ୍ରମ୍ପଙ୍କୁ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ଡୋନାଲ୍ଡ…

ହୋମ୍ ଆଇସୋଲେସନରେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର: ରାଜଭବନ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି ରାଜ୍ୟପାଳ ଭଗତ ସିଂହ କୋସିୟାରି । ଆଗାମୀ କିଛି ଦିନ ପାଇଁ ସେ କାମ କରିବେ ନାହିଁ । ମହାରାଷ୍ଟ୍ର ରାଜଭବନର ପାଖାପାଖି ୧୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି…

ଏହିସବୁ ଆକର୍ଷଣୀୟ ଫିଚର୍ସ ସହ ଭାରତୀୟ କମ୍ପାନୀ ‘ବୋଟ’ ଲଞ୍ଚ କଲା ‘ସ୍ମାର୍ଟବ୍ୟାଣ୍ଡ’

ନୂଆଦିଲ୍ଲୀ: ଚାଇନା କମ୍ପାନୀଗୁଡିକ ବିରୋଧ ମଧ୍ୟରେ ଭାରତୀୟ କମ୍ପାନୀ (ବୋଟ) ଏହାର ପ୍ରଥମ ସ୍ମାର୍ଟବ୍ୟାଣ୍ଡ ବୋଟ ପ୍ରୋଗିୟର ବି୨୦ ବଜାରରେ ଲଞ୍ଚ କରିଛି। ଏଥିରେ ରିଅଲ୍ ଟାଇମ୍ ହାର୍ଡ ରେଟ୍ ମନିଟର, କାର୍ଯ୍ୟକଳାପ ଟ୍ରାକର୍, ବିଜ୍ଞପ୍ତି ଆଲର୍ଟ ଭଳି ଅନେକ ବୈଶିଷ୍ଟ୍ୟ ଅଛି | ଏହା ଆଇପି୬୮…

ଆରସି ଟ୍ରାନ୍ସଫର ପାଇଁ ଆବେଦନ କରିବା ପରେ ଏହି ଉପାୟରେ ଘରେ ବସି ଜାଣନ୍ତୁ ଏହାର ସ୍ଥିତି !

ଭୁବନେଶ୍ୱର: ଭାରତର ପୁରୁଣା ଯାନ ବଜାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି | ବାଇକ୍ ହେଉ କିମ୍ବା କାର୍ ହେଉ, ସେଗୁଡିକ ବିଭିନ୍ନ ପ୍ଲାଟଫର୍ମରେ ବିକ୍ରି ହେଉଛି | ଏପରିକି ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ କ୍ରେତା ଏବଂ ବିକ୍ରେତାମାନେ ଡିଲର ବିନା ଯାନ କ୍ରୟ ବିକ୍ରୟ କରୁଛନ୍ତି | ପୁରୁଣା ଯାନ…

ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ‘ରିଅଲମି ସି୧୧’; ଜାଣନ୍ତୁ ଏହାର ଫିଚର୍ସ ଓ ମୂଲ୍ୟ

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ରିଅଲମି ଏହାର ନୂତନ ମୋବାଇଲ୍ ରିଅଲମି ସି୧୧ ଭାରତରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।ଏହା କମ୍ପାନୀର ନୂତନ ବଜେଟ୍ ବିଭାଗର ବଜେଟ୍ ସ୍ମାର୍ଟଫୋନ୍ ହେବ । ଜୁଲାଇ ୧୪ ରେ ଅପରାହ୍ନ ୧ ଟାରେ ଭାରତରେ ରିଅଲମି ସି୧୧ ଲଞ୍ଚ ହେବ ।ମନେରଖନ୍ତୁ ଗତ ମାସରେ…

ମେଗାଷ୍ଟାର ଅମିତାଭଙ୍କ ଆରୋଗ୍ୟ କାମନା କଲେ ରାଜନେତା, ଜାଣନ୍ତୁ କିଏ କଣ କହିଲେ

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ କରୋନା । ଏହାସହ ତାଙ୍କ ପୁଅ ଅଭିଷେକଙ୍କ ରିପୋର୍ଟ ବି ପଜଟିଭ୍ ଆସିଛି । ଏହି ଖବର ଜଣା ପଡ଼ିବା ପରେ ଦୁଇ ଅଭିନେତାଙ୍କ ସମସ୍ତେ ଆରୋଗ୍ୟ କାମନା କରିଛନ୍ତି । ବହୁ ବିଶିଷ୍ଟ ରାଜନେତା ମଧ୍ୟ ବିଗ ବିଙ୍କ ମଙ୍ଗଳ କାମନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ…

ଭଲ ଖବର: ଜୟା ଓ ଐଶ୍ୱର୍ଯ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ମୁମ୍ୱାଇ: ବଚ୍ଚନ ଫ୍ୟାମିଲିର ଅନ୍ୟ ସଦସ୍ୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଅଭିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ସଦସ୍ୟଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଅର୍ଥାତ୍ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି…