Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କବରରୁ କିଏ ବାହାର କଲା ୨୪୦୦ବର୍ଷ ପୁରୁଣା ମମ୍ମି ?

ରାଜସ୍ଥାନ: ଶେଷରେ ଦଇବ ପ୍ରକୋପରେ ବାହାରକୁ ବାହାରିଲା ଏକ ପୁରାତନ ମମ୍ମି । ହେଲେ କାହିଁକି କେଉଁଠି । କିଛି ଏପରି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିିତ କରୁଥିବ ନିଶ୍ଚୟ । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କେଉଁଠି ନୁହେଁ ବରଂ ରାଜସ୍ଥାନରେ ହିଁ ଏକ ମମ୍ମି ବହୁବର୍ଷର ବ୍ୟବଧାନ ପରେ ବାହାରକୁ…

[ଭିଡିଓ] ଜୀବନ ବଂଚାଇଲା ଭାରତୀୟ ବାୟୁସେନା !

ଛତିଶଗଡ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା କୌଣସି ଅଣ ନକ୍ସଲ ଅଂଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଛତିଶଗଡ ବିଳାଶପୁରର ଖୁଟାଘାଟ ଡ୍ୟାମରେ ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫସି ରହିଥିଲେ । ପ୍ରାୟ ୧୨ ଘଣ୍ଟା ଧରି ଏକ ଗଛକୁ ଜାବୁଡି ଧରି ସେ ଜୀବନ ସହ ସଂଘର୍ଷ କରୁଥିଲେ । ସତରେ…

ଖେଳରତ୍ନ ପାଇବେ ରୋହିତ ଶର୍ମାଙ୍କ ସମେତ ୪ ଖେଳାଳି

ନୂଆଦିଲ୍ଲୀ: କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ପୁରସ୍କାର ଚୟନ କମିଟି ଆଜି ଏଥିପାଇଁ ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ ବ୍ୟତୀୟ ଆଉ ୩ ଜଣ ଖେଳାଳିଙ୍କ ନାଁ ମଧ୍ୟ ଚୟନ କରାଯାଇ ସରକାରଙ୍କ…

ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପ୍ ହାତେଇଲା ଡ୍ରିମ୍ ୧୧

ମୁମ୍ବାଇ: ବିସିସିଆଇ ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)୨୦୨୦ର ଟାଇଟଲ୍ ସ୍ପୋନସରସିପର ଅଧିକାର ଫେଣ୍ଟସି ସ୍ପୋର୍ଟ୍‌ସ ଲିଗ୍ ପ୍ଲାଟଫର୍ମ ଡ୍ରିମ୍ ୧୧କୁ ଦେଇଛି । ଡ୍ରିମ୍ ୧୧ ପ୍ରଥମରୁ ହିଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପାର୍ଟନର ରହିଛି । ଖବର ଅନୁଯାୟୀ, ଟାଟା…

ବଦଳିଲେ ଗୋଆ ରାଜ୍ୟପାଳ

ଗେଆ: ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଏପଟେ ଗୋଆର ଅତିରିକ୍ତ ଦାୟିତ୍ୱ ତୁଲାଇବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ । ସତ୍ୟପାଲ ମଲ୍ଲିକ ଗତ ଅକ୍ଟୋବର ୨୦୧୯ରେ ଗୋଆର…

ଅମିତ ଶାହ ଅସୁସ୍ଥ, ଦିଲ୍ଲୀ ଏମସ୍ ରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଛି । ଗତ ଦୁଇ ତିନି ଦିନ ହେଲା ସେ ଶରୀରରେ ପୀଡା ଓ ଅତ୍ୟଧିକ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ ଏବେ ସୁସ୍ଥ ଥିବା ଏମସ୍ ପକ୍ଷରୁ…

ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୫,୦୭୯ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୬ ଜଣଙ୍କର ଜୀବନ ଯାଇଛି । ହୁ…

ପଣ୍ଡିତ ଯଶରାଜ: ଅନ୍ତରୀକ୍ଷରୁ ମହାଦ୍ୱୀପ ପର୍ଯ୍ୟନ୍ତ ଯଶ ରଖି ଦେଇ ଯାଇଛନ୍ତି

ନୂଆଦିଲ୍ଲୀ:ସ୍ୱର ସମ୍ରାଟ ପଣ୍ଡିତ ଯଶରାଜଙ୍କ ଆଜି ପରଲୋକ ହୋଇଯାଇଛି । ଅବଶ୍ୟ ସେ ମୃତ୍ୟୁବରଣ କରିବା ପୂର୍ବରୁ ଅନ୍ତରୀକ୍ଷରେ ଆଗୁଆ ନିଜ ନାମ ଲିପିବଦ୍ଧ କରି ସାରିଛନ୍ତି । ଆସନ୍ତୁ ଜାଣିବା ଯଶରାଜଙ୍କ ଯଶ କଥା । ୧.ପଣ୍ଡିତ ଯଶରାଜଙ୍କ ୪ ପିଢ଼ୀ ଶାସ୍ତ୍ରୀୟ ସଙ୍ଗୀତରେ ପାରଙ୍ଗମ ଥିଲେ । ୨.…

[ଭାଇରାଲ ଭିଡିଓ] କାହିଁକି ଗଣେଶ ମୂର୍ତ୍ତିଗୁଡିକୁ କଚାଡି ଭାଙ୍ଗିଲେ ମହିଳା

ଭୁବନେଶ୍ୱର: ଗଣେଶ ଚତୁର୍ଥୀକୁ ଆଉ ଦିନ କେଇଟା ବାକି । ଏଥି ପାଇଁ ବଜାରରେ ଗଣେଶଙ୍କର ଭଳିକି ଭଳି ମୂର୍ତ୍ତି ମିଳିଲାଣି । କିନ୍ତୁ ବାହାରିନର ମନାମାର ଜୁଫେୟାର ଅଂଚଳର ଏକ ସୁପର ମାର୍କେଟରେ ଗଣେଶ ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଅଜବ ଚିତ୍ର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ…

କୁକୁର ବିକ୍ରି କରି ଅନାହାର ଦୂର କରିବେ କିମ ଜୋଙ୍ଗ !

ହୁଇଚୋନ: ସାରା ବିଶ୍ୱକୁ ପରମାଣୁ ବୋମା ଓ ମିସାଇଲ ଆକ୍ରମଣ ଧମକ ଦେଉଥିବା ଉତରକୋରିଆର ଶାସନ କିମ ଜୋଙ୍ଗ ଏବେ ଦେଶ ଚଳାଇବାରେ ଅସମର୍ଥ ହୋଇ ପଡିଛନ୍ତି । ବିଭିନ୍ନ ଦେଶ ପ୍ରତିବନ୍ଦ ଲଗାଇବା ପରେ କରୋନା ଯୋଗୁ ସୀମା ସିଲ କରାଯାଇଛି । ଫଳରେ ଏଠାକାର ଲୋକ ଅନାହରରେ ମୃତ୍ୟୁବରଣ ଆରମ୍ଭ କରିଛନ୍ତି ।…