Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ସଂଜୁ ବାବା । ଫୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥିବା ଅଭିନେତା ସଂଜୟ ଦତ୍ତଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯିବ । ଏହା ପୂର୍ବରୁ ଶନିବାର…

Zee5 HiPi କ୍ଷୁଦ୍ର ଭିଡିଓ ପ୍ଲାଟଫର୍ମ ଲଞ୍ଚ ; ଟିକଟକର ସ୍ଥାନ ପୂରଣ କରିବ

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଯୋଗଦାନ ଦେଇ ZEE5 ଭାରତରେ ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ହାଇପି ସର୍ଟ ଭିଡିଓ ଆପ୍ ଲଞ୍ଚ କରିଛି। ଟିକଟକ ଉପରେ ନିଷେଧାଦେଶ ପରେ ବ୍ୟବହାରକାରୀମାନେ ଏହାକୁ ହାତଛଡ଼ା କରିବେ ନାହିଁ, ଏହାକୁ ଧ୍ୟାନରେ ରଖି Zee5 HiPi ସର୍ଟ ଭିଡିଓ ଆପ୍ ଭାରତରେ…

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ…

[ଭାଇରାଲ ଭିଡିଓ] କୋଟିକୋଟି ଟଙ୍କାର ଲାଂଚ କାରବାର, ଧରାପଡିଲେ ତହସିଲଦାର !

ତେଲେଙ୍ଗାନା: ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ପାଇଥିଲେ ଡାକରା । ହେଲେ ପତାକା ଉତ୍ତୋଳନକୁ ଆଡେଇ ଲାଂଚ ନେବାକୁ ମନସ୍ଥ କରିଥିଲେ ତହସିଲଦାର। ଶେଷରେ ଲାଂଚ ନେବା ଅଭିଯୋଗରେ ଆଣ୍ଟି କରପ୍ସନ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଶୁକ୍ରବାର ହାଇଦ୍ରାବାଦର କିସ୍‌ରା ତହସିଲଦାର ଏର୍ଭା…

୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ୨ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ସ୍ଥିତ ଖେରି ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ନାବାଳିକାର ପିତାଙ୍କ କହିବାନୁଯାୟୀ ଗତ ଶୁକ୍ରବାର ଦ୍ୱିପ୍ରହରରେ ନିଖୋଜ ଥିବା ତାଙ୍କ ଝିଅର…

ଜଣେ ଦୃଢ ପ୍ରଶାସକ ଭାବେ ପରିଚିତ ଥିଲେ ବାଜପେୟୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ଜଣେ କବି, ବକ୍ତା, ରାଜନୀତିଜ୍ଞ, ସମାଜ ସେବୀ, ସମ୍ପାଦକ, କୂଟନୀତିଜ୍ଞ ତଥା ଜଣେ ଦୃଢ ପ୍ରଶାସକ ଭାବରେ ଖ୍ୟାତି ଅର୍ଜନ କରିଥିବା ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ । ସେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗ୍ୱାଲିୟରରେ ଜନ୍ମଗ୍ରହଣ…

ସୁଧୁରୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା; ସୂଚନା ଦେଲେ ପୁଅ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବ ତୁଳନାରେ ଭଲ ଥିବା ରବିବାର ଦିନ କହିଛନ୍ତି ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ । “ଗତକାଲି ମୁଁ ବାପାଙ୍କୁ ଦେଖା କରିବାକୁ ହସ୍ପିଟାଲ୍ ଯାଇଥିଲି । ଭଗବାନଙ୍କ କୃପା ଓ ଆପଣ ମାନଙ୍କ ଶୁଭେଚ୍ଛା ଫଳରେ…

ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି ଓ କୋବିନ୍ଦ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୨୦୧୮ ମସିହା ଆଜିର ଦିନରେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀଙ୍କ…

୫ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବୈଷ୍ଣୋ ଦେବୀ ମନ୍ଦିର

ନୂଆଦିଲ୍ଲୀ: ପ୍ରାୟ ୫ ମାସ ପରେ ଜମ୍ମୁ ସ୍ଥିତ ମା ବୈଷ୍ଣୋ ଦେବୀଙ୍କ ମନ୍ଦିର ଖୋଲିଛି । ମହାମାରୀ କରୋନାର ବିସ୍ତାରକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୮ରୁ ଦର୍ଶନ ବନ୍ଦ କରାଯାଇଥିଲା । ମନ୍ଦିରରେ ପ୍ରବେଶ ନେଇ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି ।…

ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ଦେହାନ୍ତ

ନ୍ୟୁୟର୍କ: ପରଲୋକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପ । ୭୧ ବର୍ଷ ବୟସରେ ନ୍ୟୁୟର୍କର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁତର ରୋଗରେ ପୀଡ଼ିତ ଥିଲେ ରବର୍ଟ ଟ୍ରମ୍ପ ।…