Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନା ନେଗେଟିଭ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । କିଛି ଦିନ ତଳେ ବିଜେପି ବିଧାୟକ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କ ସହ ପ୍ରତାପ ସାକ୍ଷାତ କରିଥିବାରୁ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ସଂଘରୋଧରେ ରଖିଥିବା ପ୍ରକାଶ…

ଭାରତରେ ବଡ଼ ନିବେଶ କରିବା ସହିତ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ଜୁମ ଆପ

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ କନଫରେନ୍ସିଂ ଆପ୍ ଜୁମ୍ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଏକ ମହତ୍ୱପୂର୍ଣ୍ଣ ବିନିଯୋଗ ଏବଂ ନିଯୁକ୍ତି କରିବାକୁ ଯୋଜନା କରୁଛି ବୋଲି କମ୍ପାନୀର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି। ଜୁମ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଲିୟନାରି…

ଆଜି ଭାରତ-ଚୀନ୍ କୁଟନୈତିକ ଆଲୋଚନା

ଏଲଏସିରୁ ଚୀନ୍ ସେନା ପଛଘୁଞ୍ଚା ଦେଇଛି । ଆଜି ଭାରତ-ଚୀନ ମଧ୍ୟରେ ପ୍ରଥମ କୁଟନୈତିକ ଆଲୋଚନା ହେବ । କୁହାଯାଉଛି ବିବାଦୀୟ ସ୍ଥାନରୁ ସେନା ଅପସାରଣ, ସୀମାରେ ଶାନ୍ତି ବଜାୟ ରଖିବା ଓ ଆଗକୁ ଗଲଓ୍ୱାନ ସଂଘର୍ଷ ଭଳି ଘଟଣା ଯେଭଳି ନଘଟିବ ସେଦିଗରେ ଆଲୋଚନା ହୋଇପାରେ । ଜାତୀୟ ସୁରକ୍ଷା…

ଚାଇନିଜ କମ୍ପାନୀ ଗୁଡିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ମୋବାଇଲ୍ ଫୋନ୍ ନିର୍ମାତା ମାଇକ୍ରୋମାକ୍ସର ପ୍ରତିଷ୍ଠାତା ରାହୁଲ ଶର୍ମା ଫୋନ୍ ଲଞ୍ଚ ଏତେ ଉତ୍ସାହିତ ଥିଲେ ଯେ ସେ ଫୋନ୍ ଲଞ୍ଚରେ ବାରମ୍ବାର ଦୋହରାଇଥିଲେ ଯେ ୧୦୦ ମିଲିୟନ୍ ଫୋନ୍ ବିକ୍ରୟ ପାଇଁ ତାଙ୍କୁ କେବଳ ପାଞ୍ଚଟି ଦେଶ ଆବଶ୍ୟକ ଥିଲା। ଏହି ବିଶ୍ୱାସ ପଛରେ ଏକ କାରଣ…

ଭାରତରେ ଲଞ୍ଚ ହେଲା ବେନେଲି ଇମ୍ପେରିଏଲ୍ ୪୦୦ ବିଏସ୬ ମୋଟରସାଇକେଲ: ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ବେନେଲି ଇଣ୍ଡିଆ ବିଏସ୬ ମାନକ ସହିତ ଭାରତରେ ଏହାର ଆଧୁନିକ କ୍ଲାସିକ୍ ମୋଟରସାଇକେଲ୍ ବେନେଲି ଇମ୍ପେରିଏଲ୍ ୪୦୦ ଲଞ୍ଚ କରିଛି। କମ୍ପାନୀ ଏହାର ମୂଲ୍ୟ ୧.୯୯ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ରଖିଛି। ଏହା ବିଏସ୪ ମଡେଲ ତୁଳନାରେ ୨୦,୦୦୦ ଟଙ୍କା ଅଧିକ ମହଙ୍ଗା…

ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ ନୋ ସିଗନାଲ୍

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ବିବାଦ ଘନେଇଛି । ଏଭଳି ସ୍ଥିତିରେ ନେପାଳରେ ଭାରତୀୟ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନେପାଳ କେବୁଲ ଟିଭ୍ ବିତରକ । କେବଳ ଦୂରଦର୍ଶନକୁ ବାଦ ଦେଇଛନ୍ତି । ନେପାଳରେ ବିଦେଶୀ ଚ୍ୟାନେଲର ବିତରକ ମଲଟି ସିଷ୍ଟମ ଅପରେଟର କହିଛି, ଭାରତୀୟ ନ୍ୟୁଜ…

ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ: ଦୀର୍ଘ ମାସ ପରେ ସିଇଓ ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଜୋହରି ଗତବର୍ଷ ଡିସେମ୍ବର ୨୭ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେତେବେଳେ ତାହା ଗ୍ରହଣୀୟ ହୋଇ ନଥିଲା । ବିସିସିଆଇର ଅନ୍ତରୀଣ ସିଇଓ ଭାବରେ କାର୍ଯ୍ୟ…

ଆସନ୍ତୁ ଖାଇବେ ମାସ୍କ ପରାଠା

ମାଡ୍ରାସ:କରୋନା ମହାମାରୀରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ବସ୍ତୁ ହେଉଛି ମାସ୍କ । ତାମିଲନାଡୁର ମଦୁରାଇ ଅଂଚଳର ଏକ ହୋଟେଲ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ଶୈଳୀ ଆପଣାଇଛି । ଏହି ହୋଟେଲରେ ମାସ୍କ ଶୈଳୀରେ ଲୋଭନୀୟ ପରାଠା ପ୍ରସ୍ତୁତ କରାଯାଉଛି । ଯାହାକି ବେଶ୍ ଗ୍ରହଣୀୟ ହେଉଛି ।…

ବେଲଜିୟମରେ ଲୋକପ୍ରିୟ ହେଉଛି ଟ୍ରି ଟେଂଟ, ସାମାଜିକ ଦୂରତା ଆଉ ମଉଜ ଏକାଠି

ଆଟେଂୱର୍ପ: କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାର ମୁକାବିଲା କରିବା ସହ କିପରି ଭଲରେ ସମୟ ଅତିବାହିତ କରିହେବ ସେ ନେଇ ବିଭିନ୍ନ କୌଶଳର ପ୍ରୟୋଗ ଆରମ୍ଭ ହୋଇଛି । ବେଲଜିୟମର ଆଟେଂୱର୍ପରେ ଟ୍ରି ଟେଂଟ (ଗଛ ଉପରେ ଝୁଲନ୍ତା ତମ୍ବୁ) ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି ।…

ୟେସ ବ୍ୟାଙ୍କ କେସ୍: ରାଣା କାପୁର, ୱାଧାନ୍ସଙ୍କ ୨୫୦୦ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ:ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପତ୍ତି ସହିତ ଦିଓ୍ୱାନ ହାଉସିଂ ଫାଇାନନ୍ସ ଲିମିଟେଡର ପ୍ରମୋଟର୍ସ କପିଲ ଏବଂ ଧିରଜ ଓ୍ୱଧାଓ୍ୱନଙ୍କ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ…