Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ]: ଖାଦ୍ୟ ଓଜନ କରି ଖାଉଛନ୍ତି ବିରାଟ: ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମୁମ୍ବାଇ ସ୍ଥିତ ନିଜ ନିବାସରେ ଅତିବାହିତ କରୁଛନ୍ତି କ୍ୱାଲିଟି ଟାଇମ । ଉଭୟ ଏକାଠି ଥିବାରୁ ଏହି ଲକଡାଉନ ସେମାନଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହୋଇଥିବା ଉଭୟ କହିଛନ୍ତି। ଏହି ସାମ୍ୟରର ବିରାଟ ଏବଂ ଅନୁଷ୍କା ମଧ୍ୟ ସୋସିଆଲ…

୧୧୬ ଦିନ ପରେ କ୍ରିକେଟ ମ୍ୟାଚ୍, ପଡ଼ିଲା ମାତ୍ର ୧୦୬ଟି ବଲ୍

ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସହ ୧୧୬ ଦିନ ପରେ କ୍ରିକେଟ ଫେରିଛି । କରୋନା ମହାମାରୀ ଯୋଗୁ ୧୩ ମାର୍ଚ୍ଚ ପରଠୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନରେ ବ୍ରେକ ଲାଗିଥିଲା । ଏତେ ଦିନ ପରେ କ୍ରିକେଟ ମ୍ୟାଚ ଦେଖିବାକୁ ଉତ୍ସାହକୁ ପାଣିଚିଆ କରିଦେଲା ବର୍ଷା ।…

ଭାରତୀୟ ସେନାର ଯବାନ ନିଜ ଫୋନରୁ ଡିଲିଟ କରିବେ ୮୯ଟି ମୋବାଇଲ୍ ଆପ୍

ନୂଆଦିଲ୍ଲୀ: ଭାରତୀୟ ସେନାରେ କାର୍ଯ୍ୟରତ ଯବାନଙ୍କୁ ନିଜ ନିଜ ସ୍ମାର୍ଟଫୋନରୁ ୮୯ଟି ମୋବାଇଲ୍ ଆପ୍ ଡିଲିଟ କରିବାକୁ ପଡ଼ିବ । ସେସବୁ ଆପ୍ ଭିତରେ ରହିଛି ଫେସବୁକ, ଇନଷ୍ଟାଗ୍ରାମ, ଟ୍ରୁ-କଲର ଓ ଟିକଟକ୍ ଭଳି ଲୋକପ୍ରିୟ ଆପ୍ । ସେସବୁ ଆପର ତାଲିକା ଜାରି କରିଛି ଭାରତୀୟ ସେନା । ଯେଭଳି କୌଣସି…

ଅମିତ ଶାହଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଲୋକଙ୍କ ପାଇଁ କରାଯାଇଥିବା କାମ ସମ୍ପର୍କରେ ସେ ଅମିତ ଶାହଙ୍କୁ ଅବଗତ କରିଥିଲେ । ଏଥି ସହ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଏବଂ…

ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟରେ ପହଂଚିଲା ଉଇଗୁର ନରସିଂହାର ମାମଲା, ଜିନପିଙ୍ଗ ଅଭିଯୁକ୍ତ

ବେଜିଂ: ଚୀନ ରାଷ୍ଟ୍ରପତି ସିନ୍ ଜିନପିଙ୍ଗଙ୍କ ଅସୁବିଧା ବଢ଼ିଛି । କରୋନା ଭାଇରସ ଏବଂ ବିସ୍ତାରବାଦୀ ନୀତି ଯୋଗୁ ଚୀନ ଏବେ ସାରା ବିଶ୍ୱର ଶତ୍ରୁ ପାଲଟିଛି । ବୁଧବାର ଉଇଗୁର ନରସିଂହାର ମାମଲା ଏବେ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟରେ ପହଂଚିଛି । ଏହି ମାମଲାରେ ଜିନପିଙ୍ଗ, କମ୍ୟୁନିଷ୍ଟ ପାଟି,…

ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ପୂର୍ବରୁ ମାର୍ଚ୍ଚ, ୨୦୨୦ରେ ନୀରବ ମୋଦିର ସମ୍ପତ୍ତି…

ଗରିବ ଓ ଦିନ ମଜୁରିଆଙ୍କୁ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଓ ପ୍ରବସୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ସୁଲଭ ମୂଲ୍ୟରେ ସହରରେ ରହୁଥିବା ଗରିବ ଦିନ ମଜୁରିଆ ଓ ପ୍ରବାସୀଙ୍କ ପାଇଁ ସରକାର ଘର ଯୋଗାଇ ଦେବେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ଓ…

ଆଉ ୩ ମାସ ଯାଏଁ ମିଳିବ ମାଗଣା ଗ୍ୟାସ୍ ଓ ରାସନ

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି…

ଆଇପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଅବସ୍ଥାପିତ ଓଡ଼ିଆ ପୁଅ ଆପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ ହୋଇଛନ୍ତି । ସେ ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚ୍‌ରଣ କରିଥିବା ଯୋଗୁଁ ୨୦୦୦ ମସିହା ବ୍ୟାଚ୍‌ର ଅଫିସର ବସନ୍ତ ରଥଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।ଡିଜିପିଙ୍କ ବିନା ଅନୁମତିରେ…

ଜନ୍ମଦିନରେ ଜାଣନ୍ତୁ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ କିଛି ଜଣା- ଅଜଣା କଥା

ମୁମ୍ବାଇ: ସୌରଭ ଗାଙ୍ଗୁଲି ଓରଫ ଦାଦା । ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ବେଶ୍ ନାଁ ରହିଛି ଦାଦାଙ୍କର । ଜଣେ ସାଧାରଣ କ୍ରିକେଟରରୁ ଯାତ୍ରା ଆରମ୍ଭ କରିଥିବା ସୌରଭ ବର୍ତ୍ତମାନର ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି। ଆଜି ସେ ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର…