Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଷ୍ଟରଲିଂ ବାୟୋଟିକେ ଲିମିଟେଡର ବ୍ୟାଙ୍କ ଋଣ ଠକେଇ ମାମଲା : କଂଗ୍ରେସ ନେତା ଅହମଦଙ୍କ ବୟାନ ରେକର୍ଡ କରିବ ଇଡି

ନୂଆଦିଲ୍ଲୀ: ଷ୍ଟରଲିଂ ବାୟୋଟିକେ ଲିମିଟେଡର ୫୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘର ଯାଞ୍ଚ କରିଛି । ଷ୍ଟରଲିଂ ବାୟୋଟେକର ମୁଖ୍ୟ ସନ୍ଦେଶରା ବ୍ରଦର୍ସ ନୀତୀନ ଏବଂ ଚେତନ ଏବେ ନାଇଜେରିଆରେ ଲୁଚିଛନ୍ତି । ଭାରତୀୟ ଗୁଇନ୍ଦା ଏଜେନ୍ସି…

ଦିଲ୍ଲୀରେ ପସିଲେ ପଙ୍ଗପାଳ, ମୁକାବିଲା ପାଇଁ ବସିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ପସିଲେ ପଙ୍ଗପାଳ । ଏହାକୁ ନେଇ ଦିଲ୍ଲରେ ହାଇ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ଦେଖି ଏହାର ମୁକାବିଲା ପାଇଁ ଦିଲ୍ଳୀ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି । ଦିଲ୍ଲୀ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏହି ବୈଠକ ଡାକିଛନ୍ତି । ବୈଠକରେ ପରିସ୍ଥିତିର…

କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହାରକୁ ଅନୁମତି ମିଳିଛି । ଗମ୍ଭୀର ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବେ କରୋନା ରୋଗୀଙ୍କ…

ଲଦାଖରେ ପୁଣି ଉତ୍ତେଜନା ସୃଷ୍ଟିକଲେ ଚୀନକୁ ଏଥର ବହୁମୂଲ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଚୀନ ଏବେ ସାରା ବିଶ୍ୱରେ ସାମ୍ରାଜ୍ୟବାଦୀ ନୀତି ଜାହିର୍ କରିବାରେ ଲାଗିଛି । କେବଳ ଭାରତର ଲଦାଖ୍ ନୁହେଁ ବରଂ ହଂକଂ, ତାଇୱାନ, ଜାପାନ ଓ ଇଣ୍ଡୋନେସିଆ ପରି…

ଗୁରୁଗ୍ରାମ ଓ ହରିୟାଣାରେ ପଙ୍ଗପାଳ ଆତଙ୍କ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଗାଁରୁ ସହର ମୁହାଁ ହେଲେ ପଙ୍ଗପାଳ । ଗୁରୁଗ୍ରାମ ଓ ହରିୟାଣାରେ ପସିଲେ । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛନ୍ତି । ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି…

କରୋନାରୁ ସୁସ୍ଥ ହେବା ହାର ବଢ଼ୁଛି: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ତାର କାୟା ମେଲାଇବାରେ ଲାଗିଛି । ତେବେ କୋଭିଡ-୧୯ ମହାମାରୀ ସଂଗ୍ରାମ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବେଶ୍ ଭଲ ରହିଛି । ଶନିବାର ରେଭ୍. ଡକ୍ଟର୍ ଜୋସେଫ୍ ଟୋମା ମେଟ୍ରୋପଲିଟାନ୍‌ଙ୍କ ୯୦ତମ ଜୟନ୍ତୀ ଅବସରରେ ଉଦ୍‌ଘାଟନୀ ଭାଷଣ ଦେବା…

ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ: ପୁଣି ଥରେ ଖୋଲିବ କରତାରପୁର କରିଡର । ଆସନ୍ତା ସୋମବାରଠାରୁ ଶିଖ ଯାତ୍ରୀଙ୍କ ପାଇଁ କରତାରପୁର କରିଡର ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ହୋଇଛି । ଏନେଇ ଶନିବାର ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଟୁଟ୍ କରିଛନ୍ତି । ଟୁଇଟ୍‌ରେ ସେ ଲେଖିଛନ୍ତି, ସମଗ୍ର…

ମାଆ ହେବାକୁ ଯାଉଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ

ମୁମ୍ବାଇ: ଷ୍ଟାର ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଏହି ଯୋଡ଼ି ସର୍ବଦା ନିଜର ରିଲେସନସିପ୍‌ କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଉଭୟ ବିରାଟ ଓ ଅନୁଷ୍କା ଏହି କରୋନା ଭାଇରସ୍‌ ଭିତରେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି । ତେବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି…

କାଶ୍ମୀରର ତ୍ରାଲ ହେଲା ଆତଙ୍କବାଦୀମୁକ୍ତ : ଜମ୍ମୁ-କଶ୍ମୀର ପୋଲିସ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ତ୍ରାଲ ଅଂଚଳ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ଶନିବାର ଆଇଜି (କଶ୍ମୀର ଜୋନ୍‌) ବିଜୟ କୁମାର କହିଛନ୍ତି । ଏକଦା ଦକ୍ଷିଣ କଶ୍ମୀରର ପୁଲୱାମା ଅଂଚଳକୁ ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିଲା । ବୁରହାନ ୱାନି ଓ ଜାକିର ମୁସା ପରି ଆତଙ୍କବାଦୀ ସ୍ଥାନୀୟ ଯୁବପିଢ଼ୀଙ୍କୁ…

ହିନ୍ଦୁସ୍ତାନ ଲିଭର ପରେ ଅନ୍ୟ ବ୍ୟୁଟି ବ୍ରାଣ୍ଡ ପ୍ରଡକ୍ଟରୁ ଫେୟାର ଶବ୍ଦ ହଟାଇବେ

ନୂଆଦିଲ୍ଲୀ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ବର୍ଣ୍ଣବୈଷ୍ୟମତା ନେଇ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରାଯାଉଛି । ଭାରତରେ ହିନ୍ଦୁସ୍ତାନ ଲିଭର ଫେୟାର ଆଣ୍ଡ ଲଭଲୀ କ୍ରିମରୁ ଫେୟାର ଶବ୍ଦ ହଟାଇବା ପାଇଁ ନିଷ୍ପତି ନେଇଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ…