Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲେବାନନ୍ ବିସ୍ଫୋରଣରେ ୭୦ରୁ ଅଧିକ ମୃତ, ହଜାର ହଜାର ଆହତ

ବେରୁତ: ଲେବାନନ ରାଜଧାନୀ ବେରୁତ ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ପାଖାପାଖି ୪ ହଜାର ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ବେରୁତର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ତେବେ ବେରୁତ ସ୍ଥିତ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେବେ ଉନ୍ମୋଚନ ହୋଇଥିଲା ରାମାୟଣ ଷ୍ଟାମ୍ପ ?

ଭୂବନେଶ୍ୱର: ବହୁ ଅପେକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପାଇଁ ଚଳଚଂଚଳ ସାରା ଭାରତ । ନିମନ୍ତ୍ରିତ ଅତିଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଏପରି ସ୍ଥିତିରେ କିଛି ପୋଷ୍ଟାଲ୍ ଷ୍ଟାମ୍ପ ଯାହା ରାମାୟଣ ସହ ସଂପୃକ୍ତ, ତାହା…

ଉତ୍ସବ ମୁଖର ଅଯୋଧ୍ୟା ନଗର; ଆଜି ଶ୍ରୀରାମ ମନ୍ଦିର ଭୂମିପୂଜନ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଆଜି ହେବ ଭୂମି ପୂଜନ । ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୭୫ ଜଣ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା । ଆଜି ସକାଳ ୮ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।…

ତାମିଲନାଡୁର ସନ୍ଥ ରାମମନ୍ଦିରକୁ ଦାନ କଲେ ସୁନା ଓ ରୂପା ଇଟା

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜାରେ ଯୋଗ ଦେବା ପାଇଁ ତାମିଲନାଡୁର ସନ୍ଥ ସାଘରେ ଗୋଟିଏ ସୁନା ଓ ଗୋଟିଏ ରୂପା ଇଟା ଆଣିଛନ୍ତି । ଯେଉଁଥିରେ ତାମିଲରେ ଶ୍ରୀ ରାମ ବୋଲି ଖୋଦେଇ ହୋଇଛି । ଏହି ଦୁଇଟିକୁ ସେମାନେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଦାନ କରିଛନ୍ତି । ଏଏନଆଇକୁ…

ରାବଣ ପୂଜକ ବନିବେ ରାମ ଭକ୍ତ !

ଉତ୍ତରପ୍ରଦେଶ: ରାମ ମନ୍ଦିର ଭୂମିପୂଜନରେ ଉତ୍ସବ ପାଳିବେ ରାବଣ ପୂଜକ । ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଏହା ସତ । ତେବେ କିଏ ସେହି ରାବଣ ପୂଜକ ? ଯିଏ ବର୍ତ୍ତମାନ ସମୟରେ ରାବଣକୁ ପୂଜା କରିବା ସହ ରାମ ନାମ ଜପିବାକୁ ସାହାସ ଜୁଟାଇଛି ? ଅଯୋଧ୍ୟାରୁ ୬୦୦କିମି ଦୂରରେ ରହିଛି ରାବଣ…

ରାହୁଲ ମୋଦିଙ୍କ ସଫଳତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍

ଭୁବନେଶ୍ୱର: ସୋସିଆଲ ମିଡିଆରେ ମଙ୍ଗଳବାର ଦିନ ସାରା ରାହୁଲ ମୋଦିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ ବେଳେ ରାଜନୀତିରେ ଶାସକ ବିରୋଧୀ ତୁ ତୁ ମେଁ ମେଁ ପାଇଁ ଚର୍ଚ୍ଚାରେ ରହିଥାନ୍ତି ରାହୁଲ ଓ ମୋଦି । କିନ୍ତୁ ମଙ୍ଗଳବାରର ଚର୍ଚ୍ଚା ଥିଲା ଟିକେ ଭିନ୍ନ । କାରଣ ୟୁପିଏସସି ପରୀକ୍ଷାରେ ସଫଳ…

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପୂର୍ବରୁ ପୁରୀ ବେଳାଭୁମିରେ ବାଲୁକା ପ୍ରତିରୂପ ପ୍ରସ୍ତୁତ କଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ । ତେବେ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି ରାମ ମନ୍ଦିର ଡିଜାଇନ୍‌ର ଅବିକଳ ପ୍ରତିରୂପ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହିପରି ଏକ…

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା: ଆସନ୍ତାକାଲି ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ଭୂମି ପୂଜା କରାଯିବ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ । ଚାରିଆଡେ ନାକାବନ୍ଦୀ । ସୁରକ୍ଷା କଡ଼ାକଡ଼ି । ବ୍ଲକିଂ ଓ ଚେକିଂ ଜୋରଦାର କରାଯାଇଛି । ମନ୍ଦିର ନିର୍ମାଣ…

ବିସ୍ଫୋରଣରେ ଥରିଲା ଲେବାନନ୍ ରାଜଧାନୀ, ଦେଖନ୍ତୁ ଭିଡିଓ

ବେରୁତ: ଲେବାନନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଦୁଇ ଦୁଇଟି ବିସ୍ଫୋରଣରେ ଥରିଲା ବେରୁତ । ଲେବାନନ ରାଜଧାନୀ ଆକାଶରେ ନିଆଁ ଓ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହାଯାଇଛି ବିସ୍ଫୋରଣରେ ସହରରେ ବହୁ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ବିସ୍ଫୋରଣ ବନ୍ଦର ଅଞ୍ଚଳରେ ଓ ଆଉ…

ଆରପାରିରେ ଆଧୁନିକ ରଙ୍ଗମଞ୍ଚର ବିନ୍ଧାଣୀ ଇବ୍ରାହିମ୍ ଅଲକାଜୀ

ନୂଆଦିଲ୍ଲୀ: ଥିଏଟର ଦୁନିଆର ବାହଶାହ ଇବ୍ରାହିମ ଅଲକାଜୀଙ୍କ ପରଲୋକ । ଆଜି ୯୪ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଦିଲ୍ଲୀ…