Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୭ ଦିନ ଧରି ଲଗାତାର ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟ । ଅନ୍ୟପଟେ ଖାଉଟିଙ୍କୁ ମହଙ୍ଗା ମାଡ଼। ତୈଳଦର ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୨୦ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା…

ଦେଶରେ ୧୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୪,୪୦,୨୧୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଐରାବତରେ ଫେରିଲେ ୧୯୮ ଭାରତୀୟ

ତାମିଲନାଡୁ: ଅପରେସନ୍ ସମୁଦ୍ର ସେତୁ ଯୋଜନାରେ ମାଲଦ୍ବୀପରେ ଫସିଥିବା ଭାରତୀୟ ସ୍ବଦେଶ ଫେରିଛନ୍ତି । ୧୯୮ ଭାରତୀୟଙ୍କୁ ନେଇ ଆସିଛି ନୌସେନା ଜାହାଜ INS ଐରାବତ । ଆଜି ସକାଳେ ତାମିଲନାଡୁର ତୁଥୁକୁଡ଼ି ବନ୍ଦରରେ ପହଞ୍ଚିଛି । ଜନ୍ମମାଟିରେ ପାଦ ଥାପିବା ପରେ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।…

ବାବା ରାମଦେବଙ୍କ ପତଞ୍ଜଳି ଆଣୁଛି କରୋନାର ଆୟୁର୍ବେଦିକ ଔଷଧ

କରୋନା ଚିକିତ୍ସା ପାଇଁ ଆଜି ପ୍ରଥମ ଆୟୁର୍ବେଦିକ ଔଷଧର ଶୁଭାରମ୍ଭ କରିବା ପତଞ୍ଜଳି । ଦିନ ୧୨ଟାରେ ପତଞ୍ଜଳି ଯୋଗ ପୀଠରେ ଏହାର ଶୁଭାରମ୍ଭ କରାଯିବ । ଔଷଧର ନାଁ ରହିଛି କରୋନିଲ୍ । ଏହାକୁ ଆଚାର୍ଯ୍ୟ ବାଲକ୍ରିଷ୍ଣ ଶୁଭାରମ୍ଭ କରିବେ। ଫେସବୁକ ପୋଷ୍ଟରେ ଗତକାଲି ଏହି ସୂଚନା ଦେଇଥିଲେ ଆଚାର୍ଯ୍ୟ…

ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନର ତିନି କ୍ରିକେଟରଙ୍କୁ କରୋନା

କ୍ରିକେଟ ଦୁନିଆରେ କରୋନାର କାୟା । ପାକିସ୍ତାନ ଟିମର ତିନି ଜଣ କ୍ରିକେଟରଙ୍କ କୋଭିଟ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେମାନେ ହେଲେ ସାଦାବ ଖାନ୍, ହରିସ ରଉଫ ହାଇଦର ଅଲ୍ଲୀ । ଏହି ତିନି କ୍ରିକେଟର ଇଂଲଣ୍ଡ ସିରିଜ ପାଇଁ ଯିବାର ଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ କହିଛି, କୋଭିଡ୍…

ଡେକ୍ସାମେଥାସୋନ ଉତ୍ପାଦନ ବଢ଼ାଇବାକୁ କହିଲା WHO

କରୋନା ଭାଇରସ ପାଇଁ ଏଯାଏ କୌଣସି ଟିକା ବାହାରିନି । କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ଏଭଳି ସ୍ଥିତିରେ ଫଳପ୍ରଦ ସାବ୍ୟସ୍ତ ହେଉଛି ଡେକ୍ସାମେଥାସୋନ (Dexamethasone) । ଏହାର ଉତ୍ପାଦନ ବଢ଼ାଇବା ପାଇଁ କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବ୍ରିଟେନରେ ଏହାର କ୍ଲିନିକାଲ ଟ୍ରାଏଲ ପରେ ଅଧିକ…

ପୁଲଓ୍ବାମାରେ ଦୁଇ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ପୁଲଓ୍ବାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ । ସେମାନଙ୍କଠାରୁ ଜବତ ହୋଇଛି ଏକେ-୪୭ । ବାଞ୍ଜୋ ଏରିଆରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏତିକିବେଳେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ଆତଙ୍କବାଦୀ ।…

ଅହମ୍ମଦାବାଦରେ ମନ୍ଦିର ଭିତରେ ରଥଯାତ୍ରା

ଗୁଜରାଟ: ଅହମ୍ମଦାବାଦରେ ମନ୍ଦିର ଭିତରେ ହେଉଛି ରଥଯାତ୍ରା । ଗତକାଲି ରଥଯାତ୍ରା ପାଇଁ ଅନୁମତି ଦେବାକୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଶୁଣାଣି କରିଥିଲେ ଗୁଜରାଟ ହାଇକୋର୍ଟ । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଜନସ୍ବାର୍ଥ ଓ ଲୋକଙ୍କ ସୁରକ୍ଷା ପାଇଁ ବାହାରେ ରଥଯାତ୍ରା ପାଇଁ ମିଳି ନଥିଲା…

ଅହମ୍ମଦାବାଦରେ ରଥଯାତ୍ରା ଲାଗି ମିଳିଲା ଅନୁମତି; ସୀମିତ ଭକ୍ତଙ୍କ ଦ୍ୱାରା ରଥ ଟାଣିବାକୁ ଗୁଜରାଟ ହାଇକୋର୍ଟଙ୍କ…

ଅହମ୍ମଦାବାଦ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୁରୀ ପରେ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରାକୁ ମିଳିଛି ଅନୁମତି । ଅହମ୍ମଦାବାଦରେ ରଥଯାତ୍ରା ହେବା ନେଇ ସୋମବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଶୁଣାଣି କରିଛନ୍ତି ଗୁଜରାଟ ହାଇକୋର୍ଟ…

ମଧ୍ୟପ୍ରଦେଶରେ ଗ୍ରାହକ ଦେବେ ଅଧା ବିଦ୍ୟୁତ ବିଲ୍

ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ସାଧାରଣ ଜନତାଙ୍କୁ ସୁହାଇଲା ଭଳି ଏକ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଲକଡାଉନ ସମୟରେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ମେ, ଜୁନ୍ ଓ ଜୁଲାଇରେ ବିଦ୍ୟୁତ ବିଲର ଅଧା ପରିମାଣ ପୈଠ କରିବେ । ବକେୟା ୨୨୫ କୋଟି ଟଙ୍କା…