Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡିପ୍ରେସନରୁ ଆତ୍ମହତ୍ୟା କଲେ କର୍ଣ୍ଣାଟକର ବରିଷ୍ଠ ଆଇଏଏସ ଅଫିସର

ବେଙ୍ଗାଲୁରୁ: ଘାତକ ସାଜୁଛି ଡିପ୍ରେସନ। ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଆଇଏଏମ ଦୁର୍ନୀତି ଘଟଣାରେ ଫସିଥିବା ବରିଷ୍ଠ ଆଇଏଏସ ଅଫିସର ବିଏମ ବିଜୟଶଙ୍କର ଆତ୍ମହତ୍ୟା କରିଛନ୍ତି । ଏହି ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି କୁହାଯାଉଛି । ଡିପ୍ରେସନର ଶିକାର ହୋଇ ଶେଷରେ ବେଙ୍ଗାଲୁରୁ ଜୟନଗର ସ୍ଥିତ…

ଦୂତାବାସ କର୍ମଚାରୀ ଅଧାକୁ ହ୍ରାସ କରିବା ପାଇଁ ପାକିସ୍ତାନକୁ ଭାରତ କହିଲା

ନୂଆଦିଲ୍ଲୀ:ଦେଶର ସୁରକ୍ଷା ନେଇ ଭାରତ ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଏଠାରେ ଅବସ୍ଥାପିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଇସଲାମବାଦକୁ ଜଣେଇ ଦିଆଯାଇଛି । ଆଗାମୀ ସପ୍ତାହକ ମଧ୍ୟରେ ପାକିସ୍ତାନ ତାର…

କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ କରୋନା ଔଷଧ ତିଆରି କରିଥିବା ନେଇ ଦାବି କରିଛି । ଏହାପରେ କେନ୍ଦ୍ର ସରକାର ପଜଞ୍ଜଳି ସଂସ୍ଥାକୁ ଔଷଧର ସବିଶେଷ ତଥ୍ୟ ମାଗିବା ସହ ବିଜ୍ଞାପନ କବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ…

ଚୀନ ବିପକ୍ଷରେ କଡା ପଦକ୍ଷେପ ନେଲା ଜାପାନ: ସୀମାରେ ବାଲିଷ୍ଟିକ୍ ମିସାଇଲ ମୁତୟନ

ଟୋକିଓ: ଭାରତର ଲଦାଖରେ ଚୀନ୍ ଯେପରି ଅକସ୍ମାତ୍ ଭାବେ ସୀମା ବିବାଦ ସୃଷ୍ଟି କରିଛି, ତାହା ଏବେ ଅନ୍ୟ ଦେଶମାନଙ୍କୁ ସତର୍କ କରିଦେଇଛି । ତେଣୁ ସେମାନେ ବି ଚୀନ୍‌ର ଏଭଳି ଆଭିମୁଖ୍ୟର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଜାପାନ ଏବେ ଚୀନ୍‌କୁ ଲକ୍ଷ୍ୟ କରି ନିଜ…

ସଫଳ ହେଲା ଆଲୋଚନା, ସୀମାରୁ ସେନା ହଟାଇବେ ଭାରତ-ଚୀନ୍‌

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଜାରି ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ସୋମବାର ଭାରତ-ଚୀନ ଉଚ୍ଚସ୍ତରୀୟ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ସଫଳ ହୋଇଛି । ଲଦାଖରେ ସୀମା ସ୍ଥିତି ନେଇ ଭାରତ-ଚୀନ୍ ସେନାସ୍ତରୀୟ କଥାବାର୍ତ୍ତା ସଫଳ ପରେ ସୀମାରୁ…

ଆରଜେଡିକୁ ଶକ୍ତ ଧକ୍କା : ୫ ବିଧାନସଭା ପରିଷଦ ଜେଡିୟୁରେ ମିଶିଲେ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି । ଲାଲୁ ଯାଦବଙ୍କ ଦଳର ୫ ବିଧାନସଭା ପରିଷଦ ସଦସ୍ୟ ଦଳ ଛାଡି ପ୍ରତିଦ୍ୱନ୍ଦ୍ୱୀ ଜେଡୁୟୁରେ ସାମିଲ ହୋଇଛନ୍ତି । ଆଗକୁ ଏମଏଲସି ଭୋଟିଂ ପୂର୍ବରୁ ଏମାନଙ୍କ ଦଳ ଛାଡିବା ଆରଜେଡିକୁ ଅସୁବିଧାରେ ପକାଇଛି । ଉପ ସଭାପତି…

ଆରମ୍ଭ ହେଲା ରାଣା ଦଗୁବତି ଓ ମିହିକା ବଜାଜଙ୍କ ‘ପ୍ରି ୱେଡିଙ୍ଗ ସେଲିବ୍ରେସନ’

ମୁମ୍ବାଇ: ସାଉଥ ଷ୍ଟାର ରାଣା ଦଗୁବତି ତାଙ୍କ ପ୍ରେମିକା ମିହିକା ବାଜାଜଙ୍କ ସହ ଆସନ୍ତା ଅଗଷ୍ଟ ମାସ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଆରମ୍ଭ ହୋଇଯାଇଛି ଏହି କପୁଲଙ୍କ ପ୍ରି ୱେଡିଙ୍ଗ ସେଲିବ୍ରେସନ। ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ସହ ଏହି ଶୁଭ…

ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା, ଗଡିଲାନି ରଥ

ବାରଣାସୀ: କରୋନା ପାଇଁ ଐତିହାସିକ ସହର ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା । ସେଠାରେ ଆଜି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ରହିଛି । ଗଡିନି ରଥ । ଫଳରେ ଭକ୍ତମାନେ ନିରାଶ ହୋଇଛନ୍ତି । ପୂର୍ବରୁ ଏହି ଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ଆସନ୍ତି । ହେଲେ…

କରୋନା ଦୂର କରିବ ‘କୋରୋନିଲ’, ୭ ଦିନରେ ସୁସ୍ଥ ହେବେ ରୋଗୀ !

ନୂଆଦିଲ୍ଲୀ: ଏବେ କରୋନା ଦୂର କରି ‘କୋରୋନିଲ’ । କ୍ଳିନିକାଲ ଟ୍ରାଏଲ୍‌ରେ ୭ ଦିନ ଭିତରେ ୧୦୦ ପ୍ରତିଶତ ସୁସ୍ଥ ହେବେ ରୋଗୀ । ଏଭଳି ଦାବି କରିଛନ୍ତି ଯୋଗ ଗୁରୁ ରାମଦେବ ବାବା । ମହାମାରୀ କରୋନା ପାଇଁ ଏଯାଏଁ କୌଣସି ଔଷଧ ବାହାରି ନାହିଁ । ତେବେ ଏହାରି ଭିତରେ ଯୋଗଗୁରୁ ରାମଦେବ ବାବା କରୋନା…

ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଭାରତର ସୀମା ଭିତରକୁ ଚୀନ୍‌ର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଜବାନ୍ ଶହୀଦ୍ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚୀନ୍ ପ୍ରତି…