Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନସିପି ଛାଡିଲେ ବାଘେଲ : ୫୦ ବର୍ଷ କ୍ୟାରିୟରରେ ୫ଥର

ଗାନ୍ଧୀନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶଙ୍କର ସିଂ ବାଘେଲ ସୋମବାର ଏନସିପି ଦଳରୁ ଇସ୍ତଫା ଦେଇଛନ୍ତି । ସେ ମହାସଚିବ ଦାୟିତ୍ୱରେ ଥିଲେ । ପତ୍ରଲେଖି ସେ ଅଧ୍ୟକ୍ଷ ଶରଦ ପାୱାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସୋସିଆଲ ସାଇଟରେ ମଧ୍ୟ ସେ…

ଚୀନ ସହ ଲଢ଼ିବାକୁ ଭାରତର ପାହାଡୀ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ କମିବାର ନାମ ଧରୁନି । ଉଭୟ ଦେଶ ସେମାନଙ୍କ ସୀମାରେ ଯବାନମାନଙ୍କୁ ନିୟୋଜିତ କରିବା ଆରମ୍ଭ କରିଛନ୍ତି । ଚୀନ ସୀମାକୁ ଲାଗିଥିବା ୩୪୮୮ କିଲୋମିଟର ଏଲଏସିକୁ ଭାରତ ଜଗି ରହିଛି । ଏହି ଅବସରରେ ଗୋରିଲ୍ଲା ଯୁଦ୍ଧରେ ସିଦ୍ଧହସ୍ତ ପାହାଡୀ ସେନା (ମାଉଟେଂନ ଫୋର୍ସ)କୁ…

ପୁରୀ ରଥଯାତ୍ରା ହେବା ସପକ୍ଷରେ ସୁପ୍ରିମକୋର୍ଟରେ ଲଢିଲେ ଦେଶର ହାଇପ୍ରୋଫାଇଲ ଆଇନଜୀବୀ ସମୂହ

ନୂଆଦିଲ୍ଲୀ: ଶେଷରେ ମିଳିଛି ଆଶ୍ୱସ୍ତି । ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟରେ ଏହାର ପୁନଃବିଚାର ବେଳେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢିଥିଲେ ଦେଶର ହାଇପ୍ରୋଫାଇଲ ଓକିଲ । ଏମାନେ ହେଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ପୂର୍ବତନ ସଲିସିଟର…

ଅନ୍ତରୀକ୍ଷରେ ଏଥର ମଜା ଉଠାଇହେବ କ୍ୟାପସୁଲ ବେଲୁନରେ, ୬ ଘଂଟା ବୁଲିବା ପାଇଁ ୯୬ଲକ୍ଷ ଦେବାକୁ ପଡିବ

ଫ୍ଲୋରିଡା:ଅନ୍ତରୀକ୍ଷ ବୁଲିବା ସ୍ୱପ୍ନ ଦେଖୁଥିବା ପର୍ଯ୍ୟଟକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ସ୍ପେଶ ଟୁରିଜମ ସ୍ପେଶ ପର୍ସପେକଟିଭ କମ୍ପାନୀ ଏଥିପାଇଁ କ୍ୟାପସୁଲ ବେଲୁନ ପ୍ରସ୍ତୁତ କରିଛି । ଏହି ବେଲୁନରେ ୧ ଲକ୍ଷ ଫୁଟ ଉପର ବାୟୁମଣ୍ଡଳର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିହେବ । ୨୦୨୪ ସୁଦ୍ଧା…

ବିଶ୍ୱର ଶ୍ରେଷ୍ଠ ୧୦ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନିତ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯିଏକି ୬୪.୫ ମିଲିୟନ ଡଲାର୍ ରାଶିର ମାଲିକ ଏବେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ସାରା ଏସିଆରୁ ମୁକେଶ ଏକମାତ୍ର ବ୍ୟକ୍ତି ଭାବେ ଏହି ଗୌରବ ଅର୍ଜନ କରିଥିବା ନେଇ ବ୍ଲୁମବର୍ଗ…

ପୁରୀ ରଥଯାତ୍ରା ହେବା ସମ୍ଭାବନା ବଢିଲା : ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମର୍ଥନ

ନୂଆଦିଲ୍ଲୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସମ୍ଭାବନା ବଢିଛି । ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶର ସଂଶୋଧନ ଉପରେ ଶୁଣାଣି ପାଇଁ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ରହିଥିବା ଖଣ୍ଡପୀଠ ସମ୍ମତି ପ୍ରଦାନ କରିଛନ୍ତି । ଜଷ୍ଟିସ୍ ମିଶ୍ରଙ୍କ ଖଣ୍ଡପୀଠରେ ଏହା ଉପସ୍ଥାପନ କରାଯିବା ବେଳେ…

ବିନା ଭକ୍ତରେ ନିୟନ୍ତ୍ରିତ ଭାବେ ପୁରୀରେ ହୋଇପାରିବ ରଥଯାତ୍ରା :ସୁପ୍ରିମକୋର୍ଟରେ ରାଜ୍ୟସରକାରଙ୍କ ସାନି ସତ୍ୟପାଠ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ମାମଲାର ପୁନଃବିଚାର ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜ୍ୟ ସରକାରଙ୍କ ଆବାସିକ କମିଶନର ସଂଜୀବ କୁମାର ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା…

ଅର୍ଥନୀତିର ଅର୍ଥାନ୍ତର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦୁନିଆ ଦୋହଲା ଦୁଃଖ କଷ୍ଟ ବେଦନା ଆଉ ଯାତନାର ଜୂପକାଠରେ ବଳିପଡିବାକୁ ଯାଉଥିବା ଅର୍ଥନୀତି ଏବେ ବଦଳାଇଦେବ ତା’ର ଚିର ପରିଚିତ ସଂଜ୍ଞା । ଜୀବନଶୈଳୀର ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଜି ଅର୍ଥନୀତିକୁ ତା’ର ସଂଜ୍ଞା ପରିବର୍ତ୍ତନ ପାଇଁ ବାଧ୍ୟ…

ମିଜୋରାମରେ ୫.୫ ତୀବ୍ରତାର ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପଲ ଠାରେ ସୋମବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୫ ମପା ଯାଇଥିଲା । ଆଜି ଭୋର୍ ୪ଟା ୧୦ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ…

ଭାରତ-ଚୀନ ସୀମା ବିବାଦରେ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ:ଗଲଓ୍ବାନ ଘାଟି ସଂଘର୍ଷ ଓ ଭାରତ-ଚୀନ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ୨୦ ଭାରତୀୟ ଯବାନଙ୍କ ବଦଳିଦାନ ବ୍ୟର୍ଥ ଯବନି । ଏହାସହ ମୋଦିଙ୍କୁ ସମାଲୋଚନା କରି ମନମୋହନ କହିଛନ୍ତି,…