Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୀମା କୋରେଗାଁଓ ମାମଲା: ପ୍ରଫେସର ହନୀ ବାବୁ ଏମ୍‌ଟି ଗିରଫ

ନୂଆଦିଲ୍ଲୀ: ଭୀମା କୋରେଗାଁଓ ମାମଲାରେ ଏନଆଇଏ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରଫେସର ହନୀ ବାବୁ ଏମ୍‌ଟିଙ୍କୁ ଗିରଫ କରିଛି । ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ସହିତ ସେ ବି ସାମିଲ ଥିଲେ ବୋଲି ଏନଆଇଏ କହିଛି। ହନୀ ବାବୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ…

ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଚର୍ଚ୍ଚାରେ ଜୋସେଫ

ଇରାନାକୁଲମ: ଏଠାକାର ସ୍ଥାନୀୟ ବାସିନ୍ଦା ଜୋସେଫ ଫ୍ରାନ୍ସିସ୍ ତାଙ୍କ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ସେହି ଅଂଚଳର ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି । ୧୮୦୦ ସ୍କ୍ୱାୟରଫୁଟ ଛାତ ଉପରେ ସେ ନିଜସ୍ୱ ଜ୍ଞାନ କୌଶଳରେ ଆମ୍ବ ଗଛ ଲଗାଇଥିଲେ । ୬୩ ବର୍ଷୀୟ ଜୋସେଫ ପେଶାରେ ଜଣେ ଏସି ମେକାନିକ୍ ।…

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ: ରାଜନାଥ

ନୂଆଦିଲ୍ଲୀ: ଭାରତରେ ପହଂଚିଛି ଘାତକ ଲଢ଼ୁଆ ବିମାନ ରାଫେଲ । ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ୫ଟି ଯାଜ ରାଫେଲ ଫାଇଟର ଜେଟ୍ ଅବତରଣ କରିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ନୂଆ ଯୁଗର…

ଭାରତରେ ଲ୍ୟାଣ୍ଡ କଲା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଫ୍ରାନ୍ସରୁ ଆସୁଥିବା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ଅମ୍ବାଲା ଏୟାରବେସ୍‌ରେ କଲା ଅବତରଣ । ୫ଟି ଯାଜ ରାଫେଲ ଯୁଦ୍ଧ ବିମାନ ଅମ୍ବଲା ଏୟାରବେସ୍‌ରେ ପହଂଚିଛି । ଫଳରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୫ଟି ଯାକ ଯୁଦ୍ଧ ବିମାନକୁ…

‘ଶିକ୍ଷା ମନ୍ତ୍ରାଳୟ’ ନାଁରେ ନାମିତ ହେଲା ‘ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ’

ନୂଆଦିଲ୍ଲୀ:ନୂତନ ଜାତୀୟ ଶିକ୍ଷାନୀତିକୁ ମିଳିଛି କ୍ୟାବିନେଟ ମୋହର । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହାସହ କେନ୍ଦ୍ର କ୍ୟାବିନେଟ୍ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି। ଆଜି…

କରୋନା କାଳରେ ଏକ ନମ୍ବର ସାବୁନ ହେଲା ଡେଟଲ

ନୂଆଦିଲ୍ଲୀ: କରୋନା କାଳରେ ବାଜି ମାରିଛି ଡେଟଲ ସାବୁନ । ରିପୋର୍ଟ ମୁତାବକ ଡେଟଲ ପ୍ରଥମଥର ପାଇଁ ଲାଇଫବୟ ଓ ଲକ୍ସକୁ ପଛରେ ପକାଇ ଦେଶରେ ଏକ ନମ୍ବର ବ୍ରାଣ୍ଡ ହୋଇଛି । ଗ୍ଲୋବାଲ ମାର୍କେଟ ବିକ୍ରିରେ ୬୨ ପ୍ରତିଶତ ଉନ୍ନତି ହୋଇଛି । ଭାରତୀୟ ମାର୍କେଟରେ ଏହା ୪୩୦ବେସିସି ପଂଏଟକୁ ଉନ୍ନୀତ ହୋଇଛି…

ବନ୍ୟପ୍ରାଣୀ ଅପରାଧ ରିପୋର୍ଟ: ବାଘ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣରେ ଭାରତ ଆଗରେ

ନୂଆଦିଲ୍ଲୀ: ବାଘର ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣରେ ଭାରତ ଆଗରେ ରହିଛି । ଜାତିସଂଘ ବନ୍ୟପ୍ରାଣୀ ଅପରାଧ ରିପୋର୍ଟରେ ଏହା ଦର୍ଶାଯାଇଛି । ୨୦୦୭ରୁ ୨୦୧୮ ମଧ୍ୟରେ ବିଶ୍ୱର ବିଭିନ୍ନ ଭାଗକୁ ଚାଲାଣ କରାଯାଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗ ୭୦ ପ୍ରତିଶତ କେବଳ ଭାରତ ଓ ଥାଇଲ୍ୟାଣ୍ଡରୁ ଯାଇଛି । ଜୁଲାଇ…

ସାରି ଦିଅନ୍ତୁ ଜରୁରୀ କାର୍ଯ୍ୟ; ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତା ଅଗଷ୍ଟ ମାସରେ ୧୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ମାସରେ ବିଭିନ୍ନ ଛୁଟି ଲାଗି ବ୍ୟାଙ୍କ ବନ୍ଦ ରହିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଜାଣନ୍ତୁ ତାଲିକା... ଇଦ୍ ଯୋଗୁ ଅଗଷ୍ଟ ପହିଲାରେ ବ୍ୟାଙ୍କ କାମ ବନ୍ଦ ରହିବ । ୨…

ସ୍ଥିତି ଅସମ୍ଭାଳ: ଭାରତରେ ସାଢ଼େ ୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୩୪,୧୯୩

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ଏହି ମହାମାରୀ ଭାରତରେ ନେଇଛି ଯାଇଛି ୭୬୮ ଜଣଙ୍କର ଜୀବନ । ହୁ ହୁ ହୋଇ…

ଏସବିଆଇ-ଆଇଆରସିଟିସି ସହିତ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ କାର୍ଡ ଲଞ୍ଚ କରିଛି, ରେଳ ଟିକେଟ ବୁକିଂ ଶସ୍ତା ହେବ

ନୂଆଦିଲ୍ଲୀ: ଅନଲାଇନ ଟିକେଟ୍ ବୁକିଂ କମ୍ପାନୀ ଆଇଆରସିଟିସି ଏବଂ ଏସବିଆଇ ମିଳିତ ଭାବେ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭର୍ଚୁଆଲ୍ ମିଟିଂରେ କାର୍ଡ ଲଞ୍ଚ କରିଛନ୍ତି। ତିନୋଟି ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ କାର୍ଡ ସହିତ…