Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଦେଲା ବିଏସଏଫ

ଶ୍ରୀନଗର: ସୀମା ସୁରକ୍ଷା ବଳ (ବିଏସଫ) ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ କାଠୁଆ ଜିଲ୍ଲା ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ସନ୍ଦେହ ଜନକ ଭାବେ ଉଡୁଥିବା ବେଳେ ତାକୁ ଗୁଳି କରି ଖସାଇ ଦେଇଛନ୍ତି । ଏହାଦ୍ୱାରା ଭାରତୀୟ ସୀମାରେ ଡ୍ରୋନ ମାଧ୍ୟମରେ ପାକିସ୍ତାନର ବୋମା ପକାଇବାର ବଡ଼…

ବ୍ରାଜିଲରେ ସାଂଘାତିକ ସ୍ଥିତି, ୨୪ ଘଣ୍ଟାରେ ୫୪ ହଜାର ପଜିଟିଭ୍

କରୋନା ପ୍ରହାରରେ ତ୍ରାହି ତ୍ରାହି ଡାକୁଛି ବ୍ରାଜିଲ୍ । ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୭୭୧ ନୂଆ ଆକ୍ରାନ୍ତ । କରୋନା ମହାମାରୀ ଦିନଠୁ କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟା ଲୋକ ସଂକ୍ରମିତ ହୋଇ ନଥିଲେ । ବ୍ରାଜିଲରେ ଭୂତାଣୁ…

ଦେଶର ୬୫ ପ୍ରତିଶତ ସଂକ୍ରମିତ କେବଳ ଚାରିଟି ରାଜ୍ୟର

ନୂଆଦିଲ୍ଲୀ: ଗୋଟିଏ ଦିନରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୧୪ ହଜାର ୫୧୬ ଭୂତାଣୁ ସଂକ୍ରମିତ । ଏହି ସମୟରେ ୩୭୫ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮କୁ ବୃଦ୍ଧି ପାଇଛି । ୧୨…

ଭାରତରେ ୨୪ ଘଣ୍ଟାରେ ୧୪ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୩୭୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୩,୯୫,୦୪୮କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

୧୪ ଦିନ ଧରି ଲଗାତାର ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ତୈଳଦର ଦିନକୁ ଦିନ ବଢୁଥିବା ବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୫୧ରୁ ୫୩ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା ୬୧ରୁ ୬୩ ପଇସା ବଢିଛି । ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ…

ରାଜ୍ୟସଭା ନିର୍ବାଚନ ରେଜଲ୍ଟ: ବିଜେପିକୁ ୮ ଓ କଂଗ୍ରେସ ଖାତାରେ ୪ ଆସନ

ନୂଆଦିଲ୍ଲୀ: ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜେପି ୮ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଖାତାରେ ପଡିଛି ଚାରିଟି ସିଟ୍ । କିଛି ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଅନ୍ୟସ୍ଥାନରେ ସ୍ଥାନୀୟ…

ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେନାକୁ ସ୍ୱାଧୀନତା ଦିଆଯାଇଛି: ମୋଦି

ନୂଆଦିଲ୍ଲୀ: ଲଦାଖ୍ ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ସଂଘର୍ଷ ପ୍ରସଙ୍ଗରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଭାରତୀୟ ସେନାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ୱାଧୀନତା ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭାରତର ୨୦ ଜଣ ବୀର ଯୋଦ୍ଧା ବଳିଦାନ ଦେଇଥିଲେ…

ସର୍ବଦଳୀୟ ବୈଠକ: ସବୁ ସ୍ଥିତିରେ ମୁକାବିଲା କରିବାକୁ ସେନା ପ୍ରସ୍ତୁତ

ନୂଆଦିଲ୍ଳୀ: ଯେକୌଣସି ପରିସ୍ଥିତିରେ ମଧ୍ୟ ମୁକାବିଲା କରିବାକୁ ସେନା ପ୍ରସ୍ତୁତ । ଆଜି ବସିଥିବା ସର୍ବଦଳୀୟ ବୈଠକରେ କିଛି ଏଭଳି ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ରାଜନୈତିକ…

ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ମୁମ୍ବାଇ: ମୁକେଶ ଅମ୍ବାନୀ ବିଶ୍ୱରେ ୧୧ ତମ ଧନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ବିଶ୍ୱର ୧୧ତମ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ପ୍ରଥମ ଥର ପାଇଁ ୬୦ ବିଲିୟନ ଡଲାର ଟପିଯାଇଛି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ…

ସର୍ବଦଳୀୟ ବୈଠକ: ଭାରତ-ଚୀନ୍ ବିବାଦକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି । ବୈଠକ…