Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାକୁ ଟ୍ରମ୍ପ କୁଙ୍ଗ ଫ୍ଲୁ ନାମଦେଲେ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କରୋନା ଭାଇରସ୍  ପାଇଁ ପୁଣିଥରେ ଚୀନକୁ ଦାୟୀ କରିଛନ୍ତି । ଟ୍ରମ୍ପ କରୋନାକୁ ‘କୁଙ୍ଗ ଫ୍ଲୁ’ ବୋଲି କହିଛନ୍ତି । ସେ ବେଜିଂ ଉପରେ ଭାଇରସ୍ ସମ୍ପର୍କରେ ତଥ୍ୟ ଲୁଚାଇଥିବାର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ପ୍ରଶାସନ ଅଧିକାରୀମାନେ ଏହାର…

ତେଲେଙ୍ଗାନା କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତା ଭି.ହନୁମନ୍ଥ ରାଓ କରୋନା ସଂକ୍ରିମିତ ହୋଇଥିବା ଜଣାପଡିଛି । ପୂର୍ବତନ ପ୍ରଦେଶ କମିଟି ଅଧ୍ୟକ୍ଷ ଗଣମାଧ୍ୟମକୁ ନିଜ ଆଡୁ ଏହି ଖବର ଜଣାଇଥିଲେ । ୭୨ ବର୍ଷୀୟ ରାଓ ଜନ୍ମଦିନ ଅବସରରେ ସଫେଇ କର୍ମଚାରୀଙ୍କୁ କମ୍ବଳ ବାଂଟିଥିଲେ । ଏହା ପରେ ତାଙ୍କ…

ଆସନ୍ତୁ ଜାଣିବା ସୀମା ବିବାଦରେ କେଉଁ କେଉଁଠାରେ ଚୀନ ନାକ ପୂରାଇଛି !

ବେଜିଂ: ବିବାଦର ଅନ୍ୟ ନାମ ଚୀନ । ଗଜରେ ନ ହେଲେ ଇଂଚରେ ଜାଗା ଦଖଲ କର ନୀତିରେ ଆଗେଇ ଚାଲିଥିବା ଚୀନ ଏବେ ଚାରିପଟୁ ଷଣ୍ଢୁଆସି ଆକ୍ରମଣରେ ଫସିଯାଇଛି । ଆସନ୍ତୁ ଜାଣିବା ଚୀନ କିପରି ସବୁ ପଡୋଶୀ ଦେଶ ସହିତ ସୀମା ବିବାଦ ଜବରଦସ୍ତ ସୃଷ୍ଟି କରିଛି । ଭାରତ ସହ ବିବାଦ ପ୍ରାୟ ସମସ୍ତଙ୍କୁ ଜଣା ।…

ଟ୍ରମ୍ପ କହିଲେ ସୀମା ବିବାଦ ନେଇ ଭାରତ-ଚୀନ ସହ କଥା ହେଉଛି

ଓ୍ବାଶିଂଟନ୍: ଗଲଓ୍ବାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ତେଜିଛି ସୀମା ବିବାଦ । ଚୀନକୁ ଭାରତ ଚେତେଇ ଦେଇଛି, ଉସୁକାଇଲେ ବରଦାସ୍ତ କରାଯିବନି । ବ୍ୟର୍ଥ ଯିବନି ୨୦ ଯବାନଙ୍କ ବଳିଦାନ । ବିବାଦ ତେଜୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଦୁଇ…

ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ଶୁଣାଣିର ଲାଇଭ୍ ଦେଖିପାରିବେ ଲୋକ

ନୂଆଦିଲ୍ଲୀ: କୋର୍ଟରେ ଭିଡିଓ କନଫରେନ୍ସିଂରେ ହେଉଥିବା ମାମଲା ଶୁଣାଣିର ଏଣିକି ସିଧାପ୍ରସାରଣ ଦେଖିପାରିବେ ସାଧାରଣ ଲୋକ । ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏସମ୍ପର୍କିତ ନିର୍ଦ୍ଦେଶନାମା ବି ଜାରି କରିଛନ୍ତି । ଯେଉଁ ସବୁ ମାମଲାର ଶୁଣାଣି ବନ୍ଦ କୋଠରୀରେ ହେଉ…

ଦେଶରେ ୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୪,୧୦,୪୬୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର…

ସେନା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟରୁ ଜଣାପଡିଛି ।…

ଯୋଗମୁଦ୍ରାରେ ଯବାନ

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗ କରିଛନ୍ତି ଭାରତୀୟ ଯବାନ । ସୀମାକୁ ସୁରକ୍ଷା ଦାୟିତ୍ବରେ ମୁତୟନ ଯବାନମାନେ ଯୋଗମୁଦ୍ରାରେ ନଜର ଆସିଛନ୍ତି । ଲଦଖ ଓ ଜମ୍ମୁ କାଶ୍ମୀର ସୀମାରେ ଇଣ୍ଡୋ-ତିବେତାନ୍ ବୋର୍ଡର ପୋଲିସ ବା ଆଇଟିବିପି ଯବାନମାନେ ଯୋଗ କରିଛନ୍ତି । ସାମଜିକ ଦୂରତା ରକ୍ଷା…

ଅନ୍ତର୍ଜାତୀୟ ଯୋଗ ଦିବସ, ମୋଦିଙ୍କ ବାର୍ତ୍ତା ‘ଯୋଗ ଆଣେ ଏକତା’

ଭୁବନେଶ୍ୱର : ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଘରେ ରହି ପରିବାର ସହ ଯୋଗ କରନ୍ତୁ’ । ସକାଳୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ଆରମ୍ଭ ହୋଇଛି ଯୋଗ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଅନଲକ୍-୧ ପରେ ଲକ୍ଷେ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ମୃତ୍ୟୁବରଣ କଲେଣି ୧୩ ହଜାର ଲୋକ । ଆମେରିକା, ବ୍ରାଜିଲ, ଋଷିଆ ପରେ ଭାରତ ହେଉଛି ବିଶ୍ୱରେ ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଦେଶର କରୋନା ଗ୍ରାଫ ଦର୍ଶାଉଛି ଦେଶରେ ଲକଡାଉନ୍ କଟକଣା କୋହଳ, ପ୍ରବାସୀ ଫେରିବା ପରେ…