Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଗଷ୍ଟରୁ ଚୀନରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି : ହାୱାର୍ଡ ମେଡିକାଲ ସ୍କୁଲ ଗବେଷଣା ରିପୋର୍ଟ

ଲଣ୍ଡନ: କୋଭିଡ-୧୯ ମହାମାରୀ ନେଇ ସମ୍ପୂର୍ଣ୍ଣ ବିଶ୍ୱ ଚୀନକୁ ଦାୟୀ କରୁଛି । ମଙ୍ଗଳବାର ଲଣ୍ଡନର ହାୱାର୍ଡ ମେଡିକାଲ ସ୍କୁଲ ପକ୍ଷରୁ ଏ ନେଇ ଏକ ଗବେଷଣା କରାଯାଇଥିଲା । ରିପୋର୍ଟରେ ୨୦୧୯ ଅଗଷ୍ଟରୁ ଚୀନର ଉହାନରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି । ଚୀନ ଏହାକୁ ଲୁଚାଇ ରଖି ଡିସେମ୍ବରରେ ଜଣାଇଥିଲା…

ସେପ୍ଟେମ୍ବର ଯାଏଁ ବଢ଼ିଲା ମୋଟରଯାନ କାଗଜ ପତ୍ରର ସମୟ ସୀମା ଅବଧି

ନୂଆଦିଲ୍ଲୀ: ବଢ଼ିଲା ମୋଟରଯାନ କାଗଜପତ୍ରର ସମୟ ସୀମା ଅବଧି । ସଂଶୋଧିତ ମୋଟରଯାନ ନିୟମ ଅନୁଯାୟୀ ସମସ୍ତ କାଗଜପତ୍ରର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ଏହି ସମୟ ସୀମା ଅବଧିକୁ ବଢ଼ାଇ ଦିଆଯାଇଛି । ଏନେଇ ମଙ୍ଗଳବାର କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ…

ଭାରତ ଚାପରେ ୨.୫କିଲୋମିଟର ପଛକୁ ଘୁଂଚିଲା ଚୀନ ସେନା

ନୂଆଦିଲ୍ଲୀ:  ଭାରତ ଏବଂ ଅନ୍ତରାଷ୍ଟ୍ରୀୟ ସମୂହ ଚାପରେ ଚୀନ ପୂର୍ବ ଲଦ୍ଦାଖ ସୀମାର ୩ଟି ସ୍ଥାନରୁ ୨.୫ କିଲୋମିଟର ପଛକୁ ଘୁଂଚିବାକୁ ବାଧ୍ୟ ହୋଇଛି । ଏହି ସ୍ଥାନ ଗୁଡିକ ହେଲା ଗଲାବାନ ଭ୍ୟାଲୀ, ପେଟ୍ରୋଲିଂ ପଂଏଟ-୧୫ ଓ ହଟ ସ୍ପ୍ରିଙ୍ଗ । ଦୀର୍ଘ ଦିନ ପରେ ଏଲଏସିରୁ ସନ୍ତୋଷଜନକ ଖବର ମିଳିଛି ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ । ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା…

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ !

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାଆ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଉଭୟ ବର୍ତ୍ତମାନ ଅସୁସ୍ଥ ରହିଥିବା ଯୋଗୁଁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।…

ପୁଞ୍ଜି ବି-ନିବେଶ ସଚିବ ତୁହିନ କାନ୍ତ ପାଣ୍ଡେ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ପୁଞ୍ଜି ବି-ନିବେଶ ସଚିବ ତଥା ଓଡ଼ିଶା କ୍ୟାଡେର ଆଇଏଏସ୍ ତୁହିନ କାନ୍ତ ପାଣ୍ଡେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ ଏବେ ହୋମ୍ କ୍ୱାରେଂଟିନ୍‌ରେ ଅଛନ୍ତି । ମିିଳିଥିବା ସୂଚନା ମୁତାବକ, ସାମାନ୍ୟ କରୋନା ଲକ୍ଷଣ ତଥା ତାଙ୍କୁ ଜ୍ୱର ହେବାରୁ…

ପ୍ରବାସୀଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ୧୫ ଦିନ ଭିତରେ ଘରକୁ ପଠାଅ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ…

ମେଡିକାଲରୁ ଡିସର୍ଚାଜ ହେବା ପରେ କ’ଣ କହିଲେ ସମ୍ବିତ, ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣରୁ ଆରୋଗ୍ୟ ହୋଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ସେ ଏନେଇ ମଙ୍ଗଳବାର ଦିନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି।“ଆପଣ…

ଆସନ୍ତୁ ଜାଣିବା କେଉଁଠାରେ ଅଶ୍ୱଥାମାଙ୍କୁ ଲୋକେ ଏବେ ବି ଦେଖୁଛନ୍ତି

ଭୋପାଳ: ଅଶ୍ୱଥାମା ଅମର । ବଂଚିଥିବା ସତ୍ୱେ ସେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା । ଘୁରି ବୁଲୁଛନ୍ତି ଏ ସ୍ଥାନରୁ ସେ ସ୍ଥାନକୁ । ପୌରାଣିକର ଏହି ବିଷୟବସ୍ତୁ ମଧ୍ୟପ୍ରଦେଶରେ ଏକ ନୂତନ ରୂପ ଦେଉଛି । ଏଠାକାର ବୁରହାନପୁର ସହରରୁ ୨୦ କିଲୋମିଟର ଅସିରଗଡରେ ଥିବା ଏକ ଦୁର୍ଗରେ ଅଶ୍ୱଥାମାଙ୍କୁ…

ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ : ଉତର କୋରିଆ

ସିଓଲ: ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ । ଏହା ସହିତ ସମସ୍ତ ପ୍ରକାର ସମ୍ପର୍କ ଚ୍ଛିନ୍ନ କରୁଛି ବୋଲି ମଙ୍ଗଳବାର ଉତରକୋରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପରି କି ଦକ୍ଷିଣ କୋରିଆ ସହ ସମସ୍ତ ହଟଲାଇନ କମ୍ୟୁନିକେଶନ ମଧ୍ୟ ବନ୍ଦ କରାଯାଇଛି । ଦକ୍ଷିଣ କୋରିଆ ପକ୍ଷରୁ ଉତର କୋରିଆ ଅଫିସରଙ୍କୁ…