Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିନ କେଇଟା ପରେ ହୋଇଥାଆନ୍ତା ବାହାଘର; କରୋନା ନେଇଗଲା ଜୀବନ !

ବାରିପଦା: କରୋନା ଆକ୍ରାନ୍ତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପ୍ରବାସୀଙ୍କର ହରିୟାଣାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରକୁଲା ଗ୍ରାମର ସୁଶାନ୍ତ । ଅଧିକ ପଢନ୍ତୁ - ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩…

ପାକିସ୍ତାନ ଲାଗି ଗୁପ୍ତଚର କରିବା ଅଭିଯୋଗ; ୨ ଅଟକ

ନୂଆଦିଲ୍ଲୀ: ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ରାଜସ୍ଥାନ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ବିକାଶ ତିଲୋଟିଆ ଏବଂ ଚିମାନ ଲାଲ। ରାଜସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ହଜାର ଟପିଲା, ୨୪ ଘଣ୍ଟାରେ ୯୯୮୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୨,୬୬,୫୯୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୯,୯୧୭ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି…

ଜୁନ୍ ୮ରେ ପାଳିତ ହୋଇଥାଏ ‘ବିଶ୍ୱ ମହାସାଗର ଦିବସ’; ଜାଣନ୍ତୁ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ୮ରେ 'ୱାର୍ଲଡ଼ ଓସେନ ଡେ' ଅଥବା 'ବିଶ୍ୱ ମହାସାଗର ଦିବସ' ପାଳନ କରାଯାଏ। ସାଧାରଣ ଲୋକଙ୍କୁ ସମୁଦ୍ର ଏବଂ ଏଥିରେ ବସବାସ କରୁଥିବା ଅଗଣିତ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ହୋଇଥାଏ। ସାମୁଦ୍ରିକ…

କେଜ୍ରିୱାଲଙ୍କ ନିଷ୍ପତିକୁ ବଦଳାଇଲେ ଉପ ରାଜ୍ୟପାଳ: ଦିଲ୍ଲୀରେ ସମସ୍ତେ ଚିକିତ୍ସିତ ହୋଇପାରିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକତରଫା ନିଷ୍ପତିକୁ ସୋମବାର ଉପରାଜ୍ୟପାଳ ଅନୀଲ ବୈଜଲ ବଦଳାଇ ଦେଇଛନ୍ତି । ଯେ କୌଣସି ରାଜ୍ୟର ଲୋକେ ଦିଲ୍ଲୀରେ ଚିକିତ୍ସିତ ହୋଇପାରିବେ । ଦିଲ୍ଲୀ ସମସ୍ତଙ୍କର ବୋଲି ସେ କହିଛନ୍ତି । କେଜ୍ରିୱାଲ କେବଳ ଦିଲ୍ଲୀବାସୀ ଦିଲ୍ଲୀ…

ଚୀନର ଗତିବିଧି ବିଶ୍ୱାସଯୋଗ୍ୟ ହେଉ ନାହିଁ : ସୀମାରେ ହେଲିକପ୍ଟର ଉଡାଇଲା

ନୂଆଦିଲ୍ଲୀ: ଚୀନର ଗତିବିଧି ବିଶ୍ୱାସଯୋଗ୍ୟ ହେଉ ନାହିଁ । ଗୋଟିଏ ପଟେ ଦ୍ୱିପାକ୍ଷିକ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ଲଦାଖ ସୀମାରେ ଗତିବିଧି ବୃଦ୍ଧି କରୁଛି । ସୋମବାର ଚୀନ ପକ୍ଷରୁ ସୀମାରେ ହେଲିକପ୍ଟର ଉଡା ଯାଇଥିଲା । ତେବେ ଭାରତୀୟ ସେନା ସବୁ ପ୍ରକାର ପରିସ୍ଥିତି ପାଇଁ ସଜାଗ ରହିଛି ।…

ଶାହା କହିଲେ ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି

ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶୃତି । ଏହି ପ୍ରତିଶୃତିକୁ ପୂରଣ କରିବାକୁ କେନ୍ଦ୍ର ସରକାର କାର‌୍ୟ୍ୟ କରିୁଛନ୍ତି । ମୋଦୀ ବିଶ୍ୱରେ ଭାରତର ଗୌରବକୁ ବଢ଼ାଇଛନ୍ତି । ମୋଦୀ ଏପରି ନେତା ଯାହା କୁହନ୍ତି, ତାହା କରନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର…

ରାଜ୍ୟସଭା ନିର୍ବାଚନ ଲଢ଼ିବେ ଦେବଗୌଡା

ବାଙ୍ଗଲୋର: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ରାଜ୍ୟସଭା ନିର୍ବାଚନ ଲଢ଼ିବା ନେଇ ରାଜି ହୋଇଛନ୍ତି । ଜେଡିଏସ ପ୍ରତିଷ୍ଠାତା ରାଜ୍ୟସଭା ପ୍ରାଥୀ ହେବାକୁ ଯାଉଛନ୍ତି ବୋଲି ପୁତ୍ର ଏଚଡି କୁମାରସ୍ୱାମୀ ଟୁଇଟ କରିଛନ୍ତି । କଂଗ୍ରେସର ଅନୁରୋଧକ୍ରମେ ଦେବଗୌଡା ଏଥିନେଇ ରାଜି ହୋଇଥିବା…

ଦିଲ୍ଲୀରେ ବାରମ୍ବାର ଭୂମିକମ୍ପ: ବଡ ଧରଣର ବିପଦ ନେଇ ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାରମ୍ବାର ଭୂକମ୍ପନ ହେବା ଏବେ ଚିନ୍ତାର କାରଣ ହୋଇଛି । କମ୍ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ୨ ମାସରେ ୧୪ଥର ହେଲାଣି । ଆଇଆଇଟି ଧନବାଦର ପ୍ରଫେସର ପିକେ ଖାନଙ୍କ ମତରେ ଏହା ଏକ ବଡ ବିପଦର ପ୍ରାରମ୍ଭିକ ସୂଚନା । ଦିଲ୍ଲୀ ଓ ବିହାର ମଧ୍ୟରେ ୭.୫ରୁ ୮.୫…

ଷଡଯନ୍ତ୍ର ନୁହେଁ ଦୁର୍ଘଟଣାବଶତଃ ଯାଇଛି ହାତୀର ଜୀବନ: କେନ୍ଦ୍ର ପରିବେଶ ମନ୍ତ୍ରୀ

କେରଳ: କେରଳରେ ଗର୍ଭବତୀ ହାତୀର ମୃତ୍ୟୁ ପଛର ଚାଲିଛି କରଣ ଖୋଜା । ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଥିବା ବେଳେ ଏନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ପ୍ରଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଗର୍ଭବତୀ ହାତୀର ମୃତ୍ୟୁ ଷଡଯନ୍ତ୍ର…