Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୟଙ୍କର ହେଉଛି କରୋନା; ଦେଶରେ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୭୬୫୮୩ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭୪୫ ଛୁଇଁଛି । ଗତ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ…

ପ୍ରକୃତ ଅର୍ଥରେ ପବିତ୍ର ହେଲା ଗଙ୍ଗା; ଲକଡାଉନରେ ହେଲା ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ !

ଭୁବନେଶ୍ୱର: କଥାରେ ଅଛି ମଣିଷ ଯେତେବେଳେ ହାର ମାନିଯାଏ ପ୍ରକୃତି ନିଜର ବାସ୍ତବ ରୂପକୁ ନିଜେ ଫେରିଯାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପବିତ୍ର ଗଙ୍ଗାନଦୀ । ବର୍ଷବର୍ଷ ଧରି ଏ ସମାଜର ପାପ ଧୋଇ ଆସୁଥିବା ପବିତ୍ର ଗଙ୍ଗା ପ୍ରକୃତ ଅର୍ଥରେ ପବିତ୍ର ପାଲଟିଯାଇଛି। ଏହା ନିଜର ସ୍ୱଚ୍ଛତା ଫେରି…

ଏହି ହିନ୍ଦୀ ସିନେମାର ତେଲୁଗୁ ରିମେକ୍ ସହ ପରଦାକୁ ଫେରୁଛନ୍ତି ଶିଳ୍ପା ସେଟ୍ଟୀ

ହାଇଦ୍ରାବାଦ: ତେଲୁଗୁରେ ରିମେକ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନାଙ୍କ ସୁପର-ହିଟ୍ ଫିଲ୍ମ ‘ଅନ୍ଧାଧୁନ’ । ଏହାକୁ ରିମେକ କରିବାକୁ ଯୋଜନା କରୁଛନ୍ତି ତେଲୁଗୁ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ନିତିନ । ଦୀର୍ଘଦିନ ଧରି ସିନେ ଜଗତରୁ ଦୁରେଇ ରହିଥିବା ବଲିଉଡ ଦିଭା…

ଲକଡାଉନରେ ସର୍ବାଧିକ ବିକ୍ରି ବିସ୍କୁଟର ରେକର୍ଡ ରଚିଲା ପାର୍ଲେ-ଜି !

ନୂଆଦିଲ୍ଲୀ: କରୋନା ପାଇଁ ସାରାଦେଶ ଲକଡାଉନ ହୋଇ ଗୃହବନ୍ଦୀ ଭାବେ ଜୀବନ ଯାପନ କରୁଥିଲା । ଏହି ଲକଡାଉନ ସମୟରେ କେଉଁ ବିସ୍କୁଟଗୁଡିକ ଦେଶବାସୀ ଅଧିକ ପସନ୍ଦ କରିଛନ୍ତି ଅନୁମାନ କରନ୍ତୁ। ତାହା ଆଉ କେହି ନୁହେଁ ବରଂ ଆମ ପିଲାଦିନର ସ୍ମୃତିକୁ ଜାବୁଡି ଧରିଥିବା 'ପାର୍ଲେ-ଜି' । ଏହି ଲକଡାଉନ ସମୟ…

ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଛନ୍ତି । ସୋମବାର ରାତିରେ ସେ ରହୁଥିବା ମାଲାଦ ଅଂଚଳରେ ରହୁଥିବା ଆପାର୍ଟମେଣ୍ଟର ୧୪ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଏକ ଘରୋଇ…

ଡାଟା ହାସଲ ପାଇଁ ଭାରତର ଆରୋଗ୍ୟ ସେତୁ ଆପ ଉପରେ ପାକିସ୍ତାନର ନଜର

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲାରେ ଭାରତର ଆରୋଗ୍ୟସେତୁ ଆପ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଅଧିକାଂଶ ଲୋକ ଏହି ଆପ୍ ଡାଉନଲୋଡ କରିଥିବାରୁ ପାକିସ୍ତାନ ଏହା ଉପରେ ନଜର ରଖିଛି । ଆପକୁ ହ୍ୟାକ କରି ଡାଟା ଚୋରି କରିବା ଲକ୍ଷ୍ୟରେ ଆଇଏସଆଇ ରହିଛି । ଏଥିପାଇଁ ଫେକ୍ ଆରୋଗ୍ୟ ସେତୁ ଆପ୍…

ବିନା ଅର୍ଡରରେ ୯ ବର୍ଷ ଧରି ଘରକୁ ଆସୁଛି ପିଜା

ବ୍ରୁସେଲ୍ସ:ବେଲଜିୟମର ଆଂଟେର୍ପରେ ଜଣେ ବ୍ୟକ୍ତିଙ୍କ ଘରୁ ବିନା ଅର୍ଡରରେ ୯ ବର୍ଷ ଧରି ପିଜା ଡେଲିଭର ହେଉଛି । ପୋଲିସରେ ଅଭିଯୋଗ କଲେ ମଧ୍ୟ ଏହା ବନ୍ଦ ହେଉ ନାହିଁ । ଏହାର କାରଣ କଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ୬୫ ବର୍ଷୀୟ ଜିନ ବେନ ଲେଣ୍ଡଗମ ତାଙ୍କ ଜୀବନକାଳରେ କେବେ ହେଲେ ପିଜା ଅର୍ଡର…

କେଜ୍ରିୱାଲଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । ତାଙ୍କ ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ । କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା । ଗତକାଲି ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ନିଆ…

ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ପଶିଲା କରୋନା । ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ଗର୍ଭବତୀ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଉଭୟଙ୍କ କୌଣସି କରୋନା ଲକ୍ଷଣ ନଥିଲା । ତଥାପି ଦୁହିଁଙ୍କ କରୋନା ଟେଷ୍ଟ…

ଆସାମର ତୈଳ ଉତ୍ପାଦନ କୂଅରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଆହାଟୀ: ଆସାମର ତିନସୁକିୟା ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡ଼ର ପ୍ରାକୃତିକ ଗ୍ୟାସ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ଜ୍ଝ ଏହି କୂପରୁ ଗତ ୧୪ ଦିନ ହେଲା ଗ୍ୟାସ ନିର୍ଗତ ହେଉଥିଲା ଜ୍ଝ ତେବେ ଏହାକୁ କେହି ଗୁରୁତର ସହ ନେଇନଥିଲେ । ଫଲରେ ଆଜି ମଧ୍ୟାହ୍ଣରେ ଏଠି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।…