Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା ଯାଇଥିଲା । ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ସୀମାରେ ଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ, ହୋଇପାରେ କରୋନା ଟେଷ୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହେବା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସାମାନ୍ୟ ଜ୍ୱର ଏବଂ କାଶ ହେଉଥିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଖବର ଅନୁଯାୟୀ ଗତ ରବିବାର ଦିନ କେଜ୍ରିୱାଲଙ୍କୁ ଜ୍ୱର ଓ…

କରୋନାରେ ଆକ୍ରାନ୍ତ ହେଲେ ପିଆଇବି ଡିଜି

ନୂଆଦିଲ୍ଲୀ: ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଆଇବି)ର ମୁଖ୍ୟ ମହାନିର୍ଦ୍ଦେଶକ କେ.ଏସ୍ ଧତାଭାଲିଆଙ୍କ କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ପଜିଟିଭ୍ ବାହାରିବା ପରେ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ…

ନ୍ୟୁଜିଲାଣ୍ଡ ହେଲା କରୋନା ମୁକ୍ତ ଦେଶ

ୱେଲିଂଟନ:କରୋନା ମହାମାରୀ ଲଢ଼େଇରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ସୋମବାର ଶେଷ ରୋଗୀ ସୁସ୍ଥ ହୋଇଥିଲା । ଆଉ ଏକ ସପ୍ତାହ ଅପେକ୍ଷା କରିବା ପରେ ନ୍ୟୁଜିଲାଣ୍ଡକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ଦେଶ ଭାବେ ଘୋଷଣା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଘୋଷଣା କରିଛନ୍ତି । ବିଭିନ୍ନ…

ସଂକ୍ରମଣରେ ଚାଇନାକୁ କାଟିଲା ମହାରାଷ୍ଟ୍ର; ଦେଶରେ ୭ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟ ସଂକ୍ରମିତ ଦେଶ ଗୁଡିକୁ ପଛରେ ଛାଡି ଆଗକୁ ଆଗକୁ ବଢି ଚାଲିଛି ଭାରତ । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସଂକ୍ରମଣରେ ଚାଇନାକୁ ଟପିଛି ଭାରତର ଗୋଟିଏ ରାଜ୍ୟ ମହାରାଷ୍ଟ୍ର। ଚାଇନାରେ କରୋନା ସଂକ୍ରମିତଙ୍କ…

ସେନାକୁ ବଡ଼ ସଫଳତା: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଜମ୍ମୁ-କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ସୋମବାର ସକାଳେ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଥିବା ପିଞ୍ଜୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୫୬୮୩.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି (ଆଦିଆ)

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି (ଆଦିଆ)ର ଏକ ସମ୍ପୂର୍ଣ୍ଣ…

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୪୦ ଡଲାର ବଢ଼ିଛି । ଫଲରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ସୂଚନା ଯୋଗ୍ୟ ଯେ, ଲକଡାଉନ୍ ସମୟରେ ଅଶୋଧିତ ତେଲର ଦାମ୍ କମିଥିଲା । ହେଲେ ସରକାର ଦରରେ କୌଣସି…

ଭୟ: କଂଗ୍ରେସ ୬୫ ବିଧାୟକଙ୍କୁ ଗୁଜୁରାଟ, ରାଜସ୍ଥାନର ବିଭିନ୍ନ ହୋଟେଲ, ରିସର୍ଟରେ ଲୁଚାଇ ରଖିଛି

ଗାନ୍ଧିନଗର : ଗୁଜରାଟ ରାଜ୍ୟସଭାରେ ଘୋଡା ବ୍ୟାପାର ଆରମ୍ଭ ହୋଇଯାଇଛି । କଂଗ୍ରେସର ୩ ବିଧାୟକ ଇସ୍ତଫା ଦେବା ପରେ ଦଳ ଏବେ ବାକି ତକ ବିଧାୟକଙ୍କୁ ଲୁଚାଇ ରଖିଛି । ଆଉ କିଛି ବିଧାୟକ ଇସ୍ତଫା ଦେବାର ଆଶଙ୍କା ଥିବାରୁ କଂଗ୍ରେସ ନିଜର ୬୫ ଜଣ ବିଧାୟକଙ୍କ ରାଜକୋଟର ନିଲ ସିଟି ରିସର୍ଟ, ରାଜସ୍ଥାନର…

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ, କଲେଜ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ…