Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାପିନେସ୍ କ୍ଲାସରେ ମେଲାନିଆ ଟ୍ରମ୍ପ

ନୂଆଦିଲ୍ଲୀ: ହାପିନେସ୍ କ୍ଳାସରେ ଯୋଗ ଦେଲେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ ସିନିଅର ସେକେଣ୍ଡାରୀ ସ୍କୁଲରେ ପହଂଚିଥିଲେ ମେଲାନିଆ । ସେଠାରେ ତାଙ୍କୁ କୁନି କୁନି ପିଲାମାନେ ତିଲକ ଲଗାଇ ଆଳତି କରି ସ୍ୱାଗତ…

ଦିଲ୍ଲୀ ହିଂସା: ୮ ରାଉଣ୍ଡ ଗୁଳି ଚଲାଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ମୋଜପୁରରେ ସୋମବାର ୮ ରାଉଣ୍ଡ ଗୁଳି ଚଳାଇଥିବା ଯୁବକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ତା’ ନାଁ ଶାହାରୁଖ ବୋଲି ଜଣାପଡିଛି । ସୋମବାର ମୋଜପୁରରେ ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ମୁହାଁମୁହିଁ ହୋଇଥିଲେ । ଏହାର ଭିଡିଓ…

ଦିଲ୍ଲୀରେ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ବୈଠକ ଡାକିଲେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଶୋଂଧନ ଆଇନ୍ (ସିଏଏ) ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଗତକାଲି ହୋଇଥିବା ହିଂସାକାଣ୍ଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ପ୍ରାପ୍ତ ସୂଚନାନୁଯାୟୀ ଏହା ପ୍ରଭାବରେ ଉତ୍ତର-ପୂର୍ବ ଦିଲ୍ଲୀରେ ସମସ୍ତ…

ନୂଆଦିଲ୍ଲୀରେ ନଗରିକତା ନିଆଁ: ଗୃହମନ୍ତ୍ରୀ ଅମିତ ଶାହା ନେଲେ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ: ସୋମବାର ଦିନ ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ମୁହାଁମୁହିଁ ଯୋଗୁଁ ମୁଖ୍ୟ କନଷ୍ଟେବଳ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଜଣ ଆହତ ହୋଇଛନ୍ତି । । ଏହି ଘଟଣା ପରେ ଗୃହ ମନ୍ତ୍ରାଳୟର ସୋମବାର ବିଳମ୍ବିତ ରାତି…

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମଙ୍ଗଳବାର ଦିନ ନୂଆଦିଲ୍ଲୀ ଠାରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀର ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଟ୍ରମ୍ପ ଦମ୍ପତି। ଗାନ୍ଧିଜୀଙ୍କ ସମାଧି ସ୍ଥଳରେ…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୨୬୬୩ ଛୁଇଁଲା, ୭୭ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୬୬୩ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୭,୬୫୮ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ଆଜି କେଉଁଠି ବୁଲିବେ, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ମଙ୍ଗଳବାର ଦିନ ସେ ଦିଲ୍ଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରାପ୍ତ ସୂଚନାନୁଯାୟୀ ଆଜି ଟ୍ରମ୍ପ ରାଷ୍ଟ୍ରପତି ଭବନ ଯାଇ ସେଠାରେ କିଛି ସମୟ ରହଣୀ ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ…

ଭାରତରେ ଲଞ୍ଚ ହେଲା ରିୟଲମି ଏକ୍ସ୫୦ପ୍ରୋ ୫ଜି ସ୍ମାର୍ଟଫୋନ, ମିଳିବ ଦୁଇଟି ସେଲ୍ଫି କ୍ୟାମେରା

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ କୁ ଆଜି ୨୪ ଫେବୃଆରୀ ରେ ଲଞ୍ଚ କରିଛି | ହେଲେ ଦେଶରେ ଏହାର ନେଟୱର୍କ ଉପଲବ୍ଧ ନାହିଁ | ରିୟଲମି ଭାରତରେ ତାର ସବୁଠୁ ମହଙ୍ଗା ଓ ପ୍ରଥମ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିଛି |…

ଭାରତ ସହ ଆମେରିକା କରିବ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି, ଅତ୍ୟାଧୁନିକ ହେଲିକାପ୍ଟର ହେବ ଯୋଗାଣ: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ପ୍ରତିରକ୍ଷା ସେକ୍ଟର ସମ୍ପର୍କରେ ଏକ ମେଗା ଡିଲ ଘୋଷଣା କରିଛନ୍ତି | ସେ କହିଲେ ଯେ ଆମେରିକା ପ୍ରତିନିଧି ମଙ୍ଗଳବାର କୁ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ କରିବେ | ଏହି ଡିଲ ଅନ୍ତର୍ଗତ ଆମେରିକା, ଭାରତ ଷ୍ଟେଟ ଅଫ…

ଅଯୋଧ୍ୟାର ୫ଏକର ଜମି ଗ୍ରହଣ କଲା ସୁନ୍ନି ୱକଫ ବୋର୍ଡ; ମସଜିଦ ସହିତ ନିର୍ମାଣ କରିବ ହସ୍ପିଟାଲ

ଲକ୍ଷ୍ନୌ: ସୁନ୍ନି ସେଣ୍ଟ୍ରାଲ ୱକଫ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସରକାରଙ୍କ ତରଫରୁ ମସଜିଦ ନିର୍ମାଣ ପାଇଁ ଦିଆଯାଇଥିବା ୫ଏକର ଜମିକୁ ଗ୍ରହଣ କରିଛି । ବୋର୍ଡ ଏହି ଜମିରେ ମସଜିଦ ନିର୍ମାଣ ସହିତ ଚେରିଟେବୁଲ ହସ୍ପିଟାଲ ଓ ଏକ ଲାଇବ୍ରେରୀର ନିର୍ମାଣ କରିବ । ସୁନ୍ନି ସେଣ୍ଟ୍ରାଲ ୱକଫ…