Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରେ ଅସମ୍ଭାଳ ପ୍ରଦୂଷଣ: ଆଜିଠୁ ଅଡ୍-ଇଭନ୍ ନିୟମ ଲାଗୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅସମ୍ଭାଳ ହୋଇଥିବା ବେଳେ ସୋମବାର ଠାରୁ ଅଡ୍-ଇଭନ୍ ଗାଡି ଚଳାଚଳ ହେବା ନେଇ କେଜ୍ରିୱାଲ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ଟ୍ରାଫି୍ ପୋଲିସ ସଜାଗ ହୋଇ ରହିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ…

ମାର୍ଚ୍ଚ ୨ରୁ ଆରମ୍ଭ ହେବ ସିବିଏସଇ ବୋର୍ଡ଼ ପରୀକ୍ଷା !

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ୨୦୨୦ ବୋର୍ଡ଼ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ସିବିଏସଇ ପକ୍ଷରୁ ଶନିବାର ଦିନ ପ୍ରକାଶିତ ହୋଇଥିବା ବାର୍ଷିକ ୨୦୧୯-୨୦ କ୍ୟାଲେଣ୍ଡରରୁ ଏହା ଜଣାପଡ଼ିଛି । ମାର୍ଚ୍ଚ ୧ମ ସପ୍ତାହରେ ପରୀକ୍ଷା…

କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

କାଶ୍ମୀର: ଦକ୍ଷିଣ କାଶ୍ମୀରର ସୋଫିଆନ ଜିଲ୍ଲା ଅନ୍ତର୍ଗତ କୁମୁଦଲାନ ଗ୍ରାମର ସରକାରୀ ସ୍କୁଲରେ ଏକ ଆତଙ୍କବାଦୀ ଦଳ ଶୁକ୍ରବାର ବିଳମ୍ୱିତ ରାତିରେ ନିଆଁ ଲଗାଇଦେଇଛନ୍ତି । ଏହି ସ୍କୁଲରେ ଶନିବାର ସକାଳୁ ଛାତ୍ରଛାତ୍ରୀ ମାନଙ୍କର ବୋର୍ଡ ପରୀକ୍ଷା ହେବାର ଥିଲା । ଆତଙ୍କବାଦୀ ମାନେ ସ୍କୁଲ ଘର…

ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ର କର୍ପୋରେଟ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ

ଭୁବନେଶ୍ୱର: ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ରଙ୍କୁ କେନ୍ଦ୍ର ସରକାରଙ୍କ କର୍ପୋରେଟ ବିଭାଗରେ ଅର୍ଥ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ଭାବେ ଏହି ପୂର୍ବତନ ଆଇଇଏସ ଅଧିକାରୀ ଦାୟିତ୍ୱ ବହନ କରି କାର୍ଯ୍ୟରତ ଥିଲେ…

ସୁୁପ୍ରିମକୋର୍ଟଙ୍କ ଏହି ୪ଟି ଗୁରୁତ୍ୱପୂର୍ଣ୍ଣ ରାୟକୁ ଅପେକ୍ଷା; କ’ଣ ଏହି ମାମଲା ଜାଣନ୍ତୁ…

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ମଧ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେତେକ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁସବୁ ରାୟ ସୁପ୍ରିମକୋର୍ଟ ପ୍ରକାଶ କରିବେ ସେଥିମଧ୍ୟରେ ୪ଟି ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ରହିଛି…

ବିପଦପୂର୍ଣ୍ଣ ହେଲା ଦିଲ୍ଲୀ ପ୍ରଦୂଷଣ ପରିସ୍ଥିତି; ବଣ୍ଟନ ହେବ ୫୦ ଲକ୍ଷ ମାସ୍କ !

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ପରିସ୍ଥିତି ଏବେ ଚିନ୍ତାଜନକ ପାଲଟିଛି । ବିଷାକ୍ତ ବାୟୂ ଯୋଗୁଁ ଦିନରେ ମଧ୍ୟ ଦିଲ୍ଲୀ ଆକାଶ ଧୁଆଁମୟ ହୋଇ ପଡ଼ିଛି । ଇପିସିଏ କର୍ତ୍ତୃପକ୍ଷଙ୍କ ସର୍ବେକ୍ଷଣ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀରେ ପିଏମ ୨.୫ ୫୦୦ ସ୍ତର ଅତିକ୍ରମ କରିସାରିଛି, ଯାହାକି…

ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ଆରଡିଏକ୍ସ ଜବତ !

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ସନ୍ଦେହଜନକ ଭାବେ ଶୁକ୍ରବାର ଏକ ବ୍ୟାଗ୍ ଜବତ କରାଯାଇଛି । ସେଥିରେ ବିପୁଳ ପରିମାଣର ବିସ୍ଫୋଟକ ସାମଗ୍ରୀ ରହିଥିବା ନେଇ ଆଶଙ୍କା କରାଯାଉଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଭୋର୍ ପ୍ରାୟ ୩ଟାରେ ଏହି…

ରାଜ୍ୟସଭା ‘ପିଟିସନ କମିଟି’ର ସଭାପତି ହେଲେ ଓଡିଶା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଓ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁ 'ଆଠ ସଦନ ସମିତି'ର ପୁନଃ ଗଠନ କରିଛନ୍ତି। ଆରଜେଡି ସାଂସଦ ମନୋଜ ଝାଙ୍କ ସ୍ଥାନରେ ଏଥିକ୍ସ୍ କମିଟିର ଅଧ୍ୟକ୍ଷ ଭାବରେ ବିଜେପିର ନାୟରଣ ଲାଲ ପଂଚରିଆଙ୍କୁ ଦାୟିତ୍ବ ମିଳିଛି । ସେହିପରି ଓଡିଶା ବିଜେଡି ସାଂସଦ…

ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ନେଲେ ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର: ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଗୁରୁବାର ଦିନ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କରିଛନ୍ତି । ଗିରିଶଙ୍କୁ ଜମ୍ମୁ-କାଶ୍ମୀର ଉଚ୍ଚନ୍ୟାୟାଳୟର ଚିଫ୍ ଜଷ୍ଟିସ ଗୀତା ମିତ୍ତଲ ପଦ ଓ ଗୋପନୀୟତାର…

ତେଜଗମ୍ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…