Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ତେଜଗମ୍ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

କେମିତି ହେଲା ଅନ୍ତର୍ଜାତୀୟ ଆତଙ୍କବାଦୀ ବାଗଦାଦୀର ପତନ, ଦେଖନ୍ତୁ ଭିଡିଓ !

ୱାସିଂଟନ୍: ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ଇସଲାମିକ ଷ୍ଟେଟ୍(ଆଇଏସ)ର ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିକଟ ଅତୀତରେ ସେନା ଆକ୍ରମଣରେ ନିହତ ହୋଇଛି । ବାଗଦାଦୀ ବିରୋଧରେ ହୋଇଥବା ସେନାର ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ଏକ ଭିଡିଓ ଜାରି କରାଯାଇଛି ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ପକ୍ଷରୁ ।…

ଟ୍ରେନରେ ଲାଗିଲା ନିଆଁ, ୧୬ରୁ ଅଧିକ ଯାତ୍ରୀ ମୃତ

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ମହିଳାଙ୍କ ସୁନା ଅଳଙ୍କାର ଖାଇଦେଲା ଷଣ୍ଢ !

ଚଣ୍ଡିଗଡ଼: ମହିଳାଙ୍କ ଲାଗି ସୁନା ଏବେ ସବୁଠୁ ମୂଲ୍ୟବାନ ବସ୍ତୁ ହୋଇଯାଇଛି । ସୁନା ଅଳଙ୍କାର ପିନ୍ଧିବାକୁ କେଉଁ ମହିଳା ନ’ ଚାହାନ୍ତି! ମାତ୍ର ଏହି ସୁନା ଅଳଙ୍କାରକୁ ଯଦି ଷଣ୍ଢ ଚୋବାଇ ଖାଇଦିଏ ତେବେ ପରିସ୍ଥିତି କ’ଣ ହେବ ତାହା ଆପଣ ବୁଝିପାରୁଥିବେ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା…

କୁଲଗାମରେ ୫ ଅଣ କାଶ୍ମିରୀ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ୫ ଜଣ ଶ୍ରମିକଙ୍କୁ ମଙ୍ଗଳବାର ଅପରାହ୍ନରେ ହତ୍ୟା କରିଛନ୍ତି । ଏହି ସମସ୍ତ ନିହତ ବ୍ୟକ୍ତିମାନେ ଅଣ କାଶ୍ମିରୀ ବୋଲି ଏନଡ଼ିଟିଭି ରିପୋର୍ଟରୁ ଜଣାପଡ଼ିଛି । କାଶ୍ମୀର ଘାଟିରେ କଟକଣା କୋହଳ କରାଯିବା ପରେ ଏବେ ଆତଙ୍କବାଦୀମାନେ…

ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବୋବଡେ

ନୂଆଦିଲ୍ଲୀ: ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଖୁବଶୀଘ୍ର ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିଙ୍କୁ ମଙ୍ଗଳ ବାର ଦିନ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଆସନ୍ତା ନଭେମ୍ବର ୧୮ ତାରିଖରେ ସେ ଶପଥ ଗ୍ରହଣ କରିବେ ବୋଲି…

ମହିଳାଯାତ୍ରୀଙ୍କ ଲାଗି ବସ ଯାତ୍ରା ମାଗଣା; ଦିଲ୍ଲୀରେ ଆଜିଠୁ ଲାଗୁ ହେଲା ନିୟମ !

ନୂଆଦିଲ୍ଲୀ: ମହିଳାମାନଙ୍କ ସୁରକ୍ଷା ତଥା ସଶକ୍ତିକରଣ ନିମନ୍ତେ ଦିଲ୍ଲୀ ସରକାର ଆଜି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଦିଲ୍ଲୀରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ବସ୍ ଯାତ୍ରା କରିପାରିବେ । Delhi: Free travel for women in Delhi Transport Corporation (DTC)…

ଏମିତି ଏକ ପଥର, ଯାହା କ୍ଷୀରକୁ କରିଦେବ ଦହି !

ଭୁବନେଶ୍ୱର: କ୍ଷୀରରୁ ଦହି ଜମାଇବା ପାଇଁ ସାଧାରଣତଃ ଦହିର ବ୍ୟବହାର ହୋଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ କି ଏକ ପଥର ଦ୍ୱାରା ମଧ୍ୟ ଦହି ଜମାଯାଇପାରିବ, ତେବେ କଣ ଆପଣ ବିଶ୍ୱାସ କରିବେ? ବିଶ୍ୱାସ ନହେଲେ ବି କଥାଟି ସତ । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଅଦ୍ଭୁତ ପଥର ବିଷୟରେ…

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଆଇଏସ ମୁଖ୍ୟ ବାଗଦାଦୀ ନିହତ; କିପରି ଯୋଜନା କରିଥିଲା ଆମେରିକା, ଜାଣନ୍ତୁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ରବିବାର ଦିନ ଆଇଏସ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମୁଖ୍ୟ ଆବୁ ବାକର୍ ଆଲ-ବାଗଦାଦୀ ନିହତ ହୋଇଥିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କିପରି ଏହି ଅପରେସନ ହେଲା ସେ ସମ୍ପର୍କରେ ମଧ୍ୟ ସୂଚନା…

ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଖଟ୍ଟର

ଚଣ୍ଡିଗଡ: ନିକଟ ଅତୀତରେ ହରିୟାଣା ବିଧାନସଭା ନିର୍ବାଚନରେ ଝୁଲା ସରକାରକୁ ନେଇ ଗଢି ଉଠିଥିବା ସମସ୍ତ କଳ୍ପନାଜଳ୍ପନାର ପରିଶେଷରେ ଅନ୍ତ ଘଟିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ହରିୟାଣାରେ ବିଜେପି ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାକୁ ଯାଉଛି । ପ୍ରାପ୍ତ…