Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଆଇଏସ ମୁଖ୍ୟ ବାଗଦାଦୀ ନିହତ; କିପରି ଯୋଜନା କରିଥିଲା ଆମେରିକା, ଜାଣନ୍ତୁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ରବିବାର ଦିନ ଆଇଏସ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମୁଖ୍ୟ ଆବୁ ବାକର୍ ଆଲ-ବାଗଦାଦୀ ନିହତ ହୋଇଥିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କିପରି ଏହି ଅପରେସନ ହେଲା ସେ ସମ୍ପର୍କରେ ମଧ୍ୟ ସୂଚନା…

ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଖଟ୍ଟର

ଚଣ୍ଡିଗଡ: ନିକଟ ଅତୀତରେ ହରିୟାଣା ବିଧାନସଭା ନିର୍ବାଚନରେ ଝୁଲା ସରକାରକୁ ନେଇ ଗଢି ଉଠିଥିବା ସମସ୍ତ କଳ୍ପନାଜଳ୍ପନାର ପରିଶେଷରେ ଅନ୍ତ ଘଟିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ହରିୟାଣାରେ ବିଜେପି ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାକୁ ଯାଉଛି । ପ୍ରାପ୍ତ…

ଦେଖନ୍ତୁ ଭିଡ଼ିଓ: ଚଳନ୍ତା ଟ୍ରେନରୁ ଖସି ପଡିଥିଲେ ଜଣେ ଯୁବକ, ମୃତ୍ୟୁମୁଖରୁ ଟାଣିଆଣିଲେ ‘ଆରପିଏଫ’ ଯବାନ

କୋଏମ୍ବାଟୁର: ଦ୍ରୁତଗତିରେ ଟ୍ରେନଟିଏ ଚାଲୁଥିଲା ବେଳେ ଜଣେ ଯୁବକ ବଗିରେ ଚଢିବାକୁ ଚେଷ୍ଟା କରୁଥିଲେ । ମାତ୍ର, ଦେଖୁ ଦେଖୁ ଖସିପଡ଼ିଲେ ଚଳନ୍ତା ଟ୍ରେନରୁ । ଟ୍ରେନ ଚକା ତଳେ ପଡ଼ି ପ୍ରାଣ ହରାଉଥିବାର ଏକ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କଲେ ସେଠାରେ ଉପସ୍ଥିତ ଥିବା ଜଣେ ଆରପିଏଫ ଜବାନ ।…

ଓଡ଼ିଆ ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁ ହେଲେ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଭୁବନେଶ୍ୱର: ଗୁଜୁରାଟ କ୍ୟାଡର ଓଡ଼ିଆ ଆଇଏସ ଅଫିସର ଗିରିଶ ଚନ୍ଦ୍ର ମୂର୍ମୁ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଶ୍ରୀ ପି.ଏସ. ଶ୍ରୀଧରଣ ପିଲାଇଙ୍କୁ ମିଜୋରାମର ଗଭର୍ଣ୍ଣର ଓ ରାଧା କ୍ରିଷ୍ଣ ମାଥୁରଙ୍କୁ ଲଦାଖର ଲେଫ୍ଟନାଣ୍ଟ…

ଲଞ୍ଚ୍ ହେଲା ରିଲାଏନ୍ସ ଜିଓର ‘ଅଲ୍ ଇନ ୱାନ’ ପ୍ଲାନ୍, ଜାଣନ୍ତୁ ଏଥିରେ ରହିଛି କେଉଁ ସୁବିଧା !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଆଜି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି । ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା । ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ…

ଏଥର ଘରେ ବସି ନେଇ ପାରିବେ ମଲ୍ ର ସୁବିଧା !

ନୂଆଦିଲ୍ଲୀ: ସପିଂ କରିବାକୁ ଆଉ ଯିବାକୁ ପଡ଼ିବ ନାହିଁ ସପିଂ ମଲ୍ । ଘରେ ବସି କରି ପାରିବେ ସପିଂ । ଆପଣ ମାନେ ଭାବୁଥିବେ ଆମେ ଆପଣଙ୍କୁ ଅନଲାଇନ ସପିଂ କଥା କହୁଛୁ । ସମ୍ପୂର୍ଣ୍ଣ ସୂଚନା ପାଇଁ ଆଗକୁ ପଢନ୍ତୁ ... ଘରେ ବସି ମଲ୍ ର ସୁବିଧା ନେଇ ପାରିବେ ଗ୍ରାହକ । ୨୦୨୦ରେ ଦେଶକୁ ମିଳିବାକୁ…

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଗଢିବେ ସରକାର, ହରିୟାଣାରେ ଝୁଲା ବିଧାନସଭା !

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଢିବା ସମ୍ଭାବନା ସୃଷ୍ଟି ହୋଇଛି । ଗୁରୁବାର ଦିନ ଅନୁଷ୍ଠିତ ଭୋଟଗଣତିରେ ସମୁଦାୟ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟ ୧୬୨ଟି ଆସନରେ ବିଜୟ ହାସଲ କରିଛନ୍ତି ବା ଅଗ୍ରଣୀ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟିକଟକ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆଜିର ଯୁବ ପିଢିଙ୍କୁ ଘାରିଛି ଟିକଟକ ନିଶା । କିଛିଦିନ ତଳେ ଟିକଟକ ଭିଡ଼ିଓ ସୁଟିଂ କରୁକରୁ ୨ ମହଲା ଛାତରୁ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛି ଟିକଟକ । ରାସ୍ତା ଘାଟ, ପାର୍କ ଯେଉଁଠି ଦେଖ ସେଇଠି ଟିକଟକ ପ୍ରେମୀ…

ଖାଦ୍ୟରେ ବିଷ ଦେଇ ନୱାଜଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି ଇମ୍ରାନ !

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସାରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡକୁ ଗତି କରୁଛି । ନଓ୍ବାଜ୍‌ଙ୍କୁ ଜେଲରେ ଦିଆଯାଇଥିବା ଖାଦ୍ୟରେ ବିଷ ମିଶାଯାଇ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ତାଙ୍କ ପୁଅ ଅଭିଯୋଗ କରିଥିବା ପାକିସ୍ତାନ…

ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସରେ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହୋଇଥିଲା । ଏହି ଦିନକୁ ଆଜି ମିଳିତ ଜାତିସଂଘ ଦିବସ…