Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟିକଟକ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆଜିର ଯୁବ ପିଢିଙ୍କୁ ଘାରିଛି ଟିକଟକ ନିଶା । କିଛିଦିନ ତଳେ ଟିକଟକ ଭିଡ଼ିଓ ସୁଟିଂ କରୁକରୁ ୨ ମହଲା ଛାତରୁ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛି ଟିକଟକ । ରାସ୍ତା ଘାଟ, ପାର୍କ ଯେଉଁଠି ଦେଖ ସେଇଠି ଟିକଟକ ପ୍ରେମୀ…

ଖାଦ୍ୟରେ ବିଷ ଦେଇ ନୱାଜଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି ଇମ୍ରାନ !

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସାରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡକୁ ଗତି କରୁଛି । ନଓ୍ବାଜ୍‌ଙ୍କୁ ଜେଲରେ ଦିଆଯାଇଥିବା ଖାଦ୍ୟରେ ବିଷ ମିଶାଯାଇ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ତାଙ୍କ ପୁଅ ଅଭିଯୋଗ କରିଥିବା ପାକିସ୍ତାନ…

ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସରେ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହୋଇଥିଲା । ଏହି ଦିନକୁ ଆଜି ମିଳିତ ଜାତିସଂଘ ଦିବସ…

ଚାଇନା ବାଣ ଉପରେ ଲାଗିଲା କଟକଣା; ବିକ୍ରେତା ଧରାପଡ଼ିଲେ ଦେବାକୁ ପଡ଼ିବ ଜୋରିମାନା

ଭୁବନେଶ୍ୱର: ଦୀପାବଳି ଉତ୍ସବର ଅବ୍ୟବହିତ ପୂର୍ବରୁ ଚାଇନା ବାଣ ଉପରେ ଲାଗିଛି କଟକଣା । ଚୋରା ଚାଲାଣ ହୋଇ ବିକ୍ରିହେଉଥିବା ଏହି ବାଣ ଧରାପଡ଼ିଲେ ବିକ୍ରେତାଙ୍କୁ କଡ଼ା ଜୋରିମ।।ନା ଦେବାକୁ ପଡ଼ିବ । ଏପରିକି ଏହି ବାଣ ବ୍ୟବହାର କରୁଥିବା ନେଇ ଜଣା ପଡ଼ିଲେ ବାଣ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ…

ବିଧାନସଭା ନିର୍ବାଚନ ୨୦୧୯: ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭୋଟ ଗଣତିର ଯଥେଷ୍ଟ ଆଗରେ ରହିଥିବା ବେଳେ ହରିଆଣାରେ…

ଟ୍ରେନ ଭିତରେ ଆପଣଙ୍କୁ ମିଳିବ ମାଗଣା ‘ୱାଇଫାଇ’, ଜାଣନ୍ତୁ କେବେଠୁ ପାଇବେ ଏହି ସୁବିଧା !

ନୂଆଦିଲ୍ଲୀ: ବିଭିନ୍ନ ରେଳବାଇ ପ୍ଲାଟଫର୍ମରେ ଆପଣ ରେଲୱେ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ପାଇପାରୁଛନ୍ତି । କେବଳ ପ୍ଲାଟଫର୍ମ ନୁହେଁ ଆଉ କିଛିଦିନ ପରେ ଆପଣ ଟ୍ରେନ ଭିତରେ ମଧ୍ୟ ଏହି ୱାଇଫାଇ ସୁବିଧା ପାଇପାରିବେ । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ ସୂଚନା…

ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ତଥା ସମ୍ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଣ୍ଟନ କରାଯିବ । ଏତଦବ୍ୟତୀତ ସୋଭରେନ…

ନାରୀ ନିର୍ଯ୍ୟାତନା: ଦେଶରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ

ନୂଆଦିଲ୍ଲୀ: ଓଡ଼ିଶାରେ ନାରୀ ଅସୁରକ୍ଷିତ ।ଦେଶରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ଅପରାଧର ତାଲିକାର ଟପ ୧୦ରେ ଓଡିଶା । ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ(ଏନସିଆରବି) ପକ୍ଷରୁ ପ୍ରକାଶିତ 'କ୍ରାଇମ ଇଣ୍ଡିଆ-୨୦୧୭' ତଥ୍ୟରୁ ଏହି କଥା ଜଣା ପଡ଼ିଛି । ଏଥିରେ ପ୍ରକାଶିତ ତଥ୍ୟ…

ଜିଓର ନୂଆ ‘ଅଲ-ଇନ-ୱାନ’ ରିଚାର୍ଜ ଅଫର୍

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ ଜିଓ ଏବେ ଆଣିଦେଇଛି 'ଅଲ-ଇନ-ୱାନ’ ପ୍ଲାନ ଏକ ନୂଆ ଅଫର । ନିକଟରେ ଇଣ୍ଟରକନେକ୍ସନ ୟୁଜର୍ସ ଚାର୍ଜ(ଆଇୟୁସି) ଲଗାଇ ଏକପ୍ରକାର ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିଲା ଜିଓ । ଏହି ନୂଆ 'ଅଲ-ଇନ-ୱାନ’ ପ୍ଲାନ୍ ଅନୁଯାୟୀ ଅନ୍ୟ ଯେକୌଣସି ନେଟୱର୍କକୁ କଲ୍…

ମହାରାଷ୍ଟ୍ର ଓ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ, ଚାଲିଛି ମତଦାନ…

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ଦୁଇଟି ରାଜ୍ୟରେ ସୋମବାର ଦିନ ସକାଳ ୭ଟା ସମୟରେ ମତଦାନ ଆରମ୍ଭ ହୋଇଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମତଦାତାମାନେ ସକାଳୁ ସକାଳୁ ଧାଡ଼ିରେ ଛିଡ଼ା ହୋଇ ମତଦାନ ଲାଗି ଅପେକ୍ଷା କରିଥିବା ଯୋଗୁଁ…