Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନ୍ୟୁଜିଲାଣ୍ଡକୁ ୯୦ ରନରେ ପରାସ୍ତ କଲା ବିରାଟ ବାହିନୀ

ମାଉଣ୍ଟ ମେଂଗନୁଇ: ଘରୋଇ ନ୍ୟୁଜିଲାଣ୍ଡ ଦଳ ଭାରତଠୁଁ ୯୦ରେ ପରାସ୍ତ ହୋଇଛି । ଲଗାତର ୨ୟ ବିଜୟ ହାସଲ କରି ଭାରତ ଏହି ୫ ଟିକିଆ ଦିନିକିଆ ବିଶିଷ୍ଟ ଶୃଙ୍ଖଳାରେ ୨-୦ ବ୍ୟବଧାନରେ ଅଗ୍ରଣୀ ଲାଭ କରିପାରିଛି । ଭାରତୀୟ ସ୍କୋର ୩୨୪/୪ ରନର ପିଛା କରି କିୱି ଦଳ ୪୦.୨ ଓଭରରେ ୨୩୪ ରନ ସ୍କୋର କରି…

ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ ସହ ଭାରତର ବିଶାଳ ସ୍କୋର: ୩୨୪/୪

ମାଉଣ୍ଟ ମେଂଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ ବିନିମୟରେ ବିଶାଳ ୩୨୪ ରନ ସ୍କୋର କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶକ୍ତିଶାଳୀ ବ୍ୟାଟିଂ ଲାଇନଅପର ସୁଯୋଗ ନେଇ ଦୁଇ…

ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏକ ପ୍ରେସ ବିବୃତିରେ ଶନିବାର ଦିନ ଲେଖିକା ଗୀତା ମେହେଟ୍ଟା ଏହି ସମ୍ମାନ ଗ୍ରହଣ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇବେ ‘ଭାରତ ରତ୍ନ’

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବା ଲାଗି ଶୁକ୍ରବାର ଦିନ ଘୋଷଣା ହୋଇଛି । Pranab Da is an outstanding statesman of our times. He has served the nation selflessly and…

ଜୀବନ ରକ୍ଷା ପଦକ ପାଇବେ ୪୮ ଜଣ, ଓଡିଶାରୁ ରାକେଶ ଚନ୍ଦ୍ର ବେହେରା ମନୋନୀତ

ନୂଆଦିଲ୍ଲୀ : ୨୦୧୮ ପାଇଁ ୪୮ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ପ୍ରଦାନ ସକାଶେ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣଙ୍କୁ ସର୍ବୋତ୍ତମ ଜୀବନ ରକ୍ଷା ପଦକ, ୧୫ ଜଣଙ୍କୁ ଉତ୍ତମ ଜୀବନ ରକ୍ଷା ପଦକ ଏବଂ ୨୫ ଜଣଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ ।…

ସମୁଦ୍ର ସଫେଇ ଲାଗି ଜାହାଜ ଡିଜାଇନ କଲେ ପୁଣେର ୧୨ ବର୍ଷୀୟ ବାଳକ

ମୁମ୍ବାଇ : ପୁଣେର ଜଣେ ୧୨ ବର୍ଷୀୟ ହାଜିକ୍ କାଜି ନାମକ ବାଳକ ସମୁଦ୍ରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏକ ନିଆରା ଜାହାଜର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏହି ଜାହାଜ କେବଳ ସମୁଦ୍ରରେ ପହଁରିବ ନାହିଁ ତା’ ସହିତ ସମୁଦ୍ରରୁ ବଜ୍ୟବସ୍ତୁ ନିଷ୍କାସନ ମଧ୍ୟ କରିବ । ହାଜିକଙ୍କ ଦ୍ୱାରା…

ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ ସମ୍ମିଳନୀରେ ସୋଆ ମେଡିକାଲ୍ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ୱର: ବାଲେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ସର୍ଜରୀ ବିଭାଗ ପିଜି ଛାତ୍ରଛାତ୍ରୀମାନେ ସର୍ବାଧିକ ପୁରସ୍କାର ହାସଲ…

ନବୀନଙ୍କୁ ଚ୍ୟାଲେଞ୍ଜ୍ ଦେବାକୁ ମୋଦୀଙ୍କ ପରେ ରାହୁଲ ଆସୁଛନ୍ତି ଓଡ଼ିଶା

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସିବା ସାଙ୍ଗରେ ଓଡ଼ିଶାର ରାଜନୀତି ଜମିବାରେ ଲାଗିଛି । ଏମିତି ଲାଗୁଛି-ଯେମିତି ଓଡ଼ିଶାରେ ହିଁ ଆଗାମୀ ଦିନରେ ହିଁ ଜବରଦସ୍ତ ନିର୍ବାଚନ ହେଉଛି । ଜଣେ ପରେ ଜଣେ ଜାତୀୟ ନେତାଙ୍କ ଗସ୍ତ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଘୋଷଣା ଏହାକୁ ସରଗରମ କରି…

ପ୍ଲାନ ପ୍ରିୟଙ୍କା : କଂଗ୍ରେସକୁ ମିଳିବ କେତେ ଫାଇଦା ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଗାନ୍ଧୀ-ନେହରୁ ପରିବାରର ୧୧ ତମ ସଦସ୍ୟ ଭାବେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଯଦିଓ ସେ ପୂର୍ବରୁ ମାଆ ସୋନିଆ ଏବଂ ଭାଇ ରାହୁଲଙ୍କ ପାଇଁ ନିର୍ବାଚନୀ କ୍ୟାମ୍ପେନରେ ସାମିଲ ହୋଇଥିଲେ, ହେଲେ ପ୍ରଥମ ଥର ପାଇଁ ୧୯ ନିର୍ବାଚନରେ ପୂରା…

ସାଧାରଣତନ୍ତ୍ର ଦିବସରେ ଓଡିଶାରୁ ୯ଜଣ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପାଇଁ ଅଗ୍ନିଶମ ସେବା, ହୋମ ଗାର୍ଡ ଓ ସିଭିଲ ଡିଫେନ୍ସରେ କର୍ମଚାରୀଙ୍କ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି । ଏହି ସମ୍ମାନ ଜନକ ପଦକ ପାଇଁ ଓଡିଶାରୁ ୯ଜଣ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ଓଡ଼ିଶାରୁ କୁମରବର…