Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଶା ଉପକୂଳରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ତଥା ଆଣବିକ କ୍ଷମତା ସମ୍ପନ୍ନ ପୃଥ୍ୱୀ-୨ କ୍ଷେପଣାସ୍ତ୍ର ଓଡ଼ିଶା ଉପକୂଳ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର ୩ ନଂ ଲଞ୍ଚପ୍ୟାଡ଼ରୁ ସଫଳ ଉତକ୍ଷେପଣ ହୋଇଛି । ୩୫୦ କିମି ଦୂରତାକୁ ଭେଦ କରିପାରୁଥିବା ଏହି ଆଣବିକ କ୍ଷମତା ସମ୍ପନ୍ନ…

ଇଣ୍ଡୋନେସିଆ: ସୁନାମୀ ଓ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୫୭୧କୁ ବୃଦ୍ଧି

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଳୟଙ୍କାରୀ ସୁନାମୀ ଯୋଗୁଁ ଏଯାବତ୍ ମୃତ୍ୟୁସଂଖ୍ୟା ୧୫୭୧ରେ ପହଞ୍ଚିଥିବା ନେଇ ସୁତ୍ରରୁ ପ୍ରକାଶ । ଏହି ବିପର୍ଯ୍ୟୟରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ବିପର୍ଯ୍ୟୟରେ ପ୍ରପୀଡିତ ଲୋକମାନଙ୍କୁ ଖୋଜା…

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରେ ଶୁକ୍ରବାର ସକାଳେ ବାୟୁ ସେନାର ଏକ ମାଇକ୍ରୋଲାଇଟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନଜରକୁ ଆସିଛି । ସୂଚନା ଅନୁଯାୟୀ ବାୟୁ ସେନାର ଏହି ବିମାନଟି ଗାଜିଆବାଦର ହିଣ୍ଡନରୁ ଉଡାଣ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଉଡାଣର କିଛି ସମୟ ପରେ ବାଗପତ ଠାରେ…

ଆଇସିଆଇସିଆଇ ବ୍ୟାଙ୍କ ଛାଡିଲେ ଚନ୍ଦା କୋଚ୍ଚର, ସନ୍ଦୀପ ବକ୍ସି ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କ ସହିତ ଦୀର୍ଘ ୩୪ ବର୍ଷର ସମ୍ପର୍କ ଶେଷ ହୋଇଛି । ଏହି ସମୟ ମଧ୍ୟରେ ସେ ଅନେକ ବିବାଦ ଘେରରେ ମଧ୍ୟ ରହିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ…

ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପର ଜଳଧାରଣ କ୍ଷମତା କେତେ? ଆସନ୍ତାକାଲି ଏନେଇ ତଥ୍ୟ ରଖ” - ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଏକ ରିଟ୍ ପିଟିସନ୍ର ଶୁଣାଣି କରି ଆଜି କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୋଲାଭରମ୍…

ଅଢ଼େଇ ଟଙ୍କା କମିଲା ପେଟ୍ରୋଲ ଦର, ଦେଶବାସୀ ଆଶ୍ୱସ୍ତ

ନୂଆଦିିଲ୍ଲୀ: ଲଗାତର ତୈଳଦର ବୃଦ୍ଧି ନେଇ ଅତିଷ୍ଠ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଏକ ସାମ୍ବାଦିକ…

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ଆରମ୍ଭ, ପୃଥ୍ୱୀ ସ’ ଖେଳିବେ ପ୍ରଥମ ଟେଷ୍ଟ ମ୍ୟାଚ୍

ରାଜକୋଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟେଷ୍ଟ ସିରିଜର ଆଜି ଖେଳାଯିବ ପ୍ରଥମ ଟେଷ୍ଟମ୍ୟାଚ । ଆଜି ଅନୁଷ୍ଠିତ ହେଉଥିବା ଏହି ଟେଷ୍ଟ ମ୍ୟାଚରେ ୧୮ ବର୍ଷୀୟ ଉଦୀୟମାନ ବ୍ୟାଟ୍ସମ୍ୟାନ ପୃଥ୍ୱୀ ସ’ ନିଜର ଟେଷ୍ଟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । କପ୍ତାନ ବିରାଟ…

କାଲି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ସୂଚନା ଅନୁଯାୟୀ ପୁଟିନ୍ ଅକ୍ଟୋବର ୪ ଓ ୫ ତାରିଖ ଏହି ଦୁଇ ଦିନିଆ ଗସ୍ତରେ ଆସି ଭାରତ-ରୁଷ ମଧ୍ୟରେ ହେବାକୁ ଥିବା ୧୯ତମ ଶିଖର ସମ୍ମିଳନୀରେ ଯୋଗଦେବୋ ରୁଷ ରାଷ୍ଟ୍ରପତି ପୁଟିନ୍ । ଅନ୍ୟପକ୍ଷରେ…

ମିଳିତ ଜାତିସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ସମ୍ମାନିତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚାମ୍ପିୟନ୍ସ ଅଫ୍ ଆର୍ଥ’ ସମ୍ମାନରେ ସମ୍ମାନିତ କରାଯାଇଛି । ବୁଧବାର ଦିନ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ୟୁଏନର ମୁଖ୍ୟ ଏଣ୍ଟୋନିଓ ଗୁଟେରେସ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଏହି…

ଜଷ୍ଟିସ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧିଶ ରଞ୍ଜନ ଗୋଗୋଇ ଆଜି ଶପଥ ଗ୍ରହଣ କରିଛନ୍ତି, ସେ ଜଷ୍ଟିସ ଦୀପକ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଭାରତର ୪୬ ତମ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ…