Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରେଡ୍ ୟୁନିୟନର ‘ଭାରତ ବନ୍ଦ’ ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : ଭାରତୀୟ ଟ୍ରେଡ୍ ୟୁନିୟନ ସଂଘ (ସିଟୁ) ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବାତିଲ ହୋଇଥିବା ବେଳେ ଅନେକ ଟ୍ରେନ ଆଶିଂକ ଭାବେ ଚଳାଚଳ ବନ୍ଦ ରହିଛି ।…

‘ଭାରତ ବନ୍ଦ’ ଯୋଗୁଁ ସାରା ଓଡ଼ିଶାରେ ଜନ ଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ସମଗ୍ର ଦେଶବ୍ୟାପୀ ୧୦ଟି ଟ୍ରେଡ଼ ୟୁନିୟନଗୁଡ଼ିକ ପକ୍ଷରୁ ଦୁଇଦିନ ଲାଗି ଆରମ୍ଭ ହୋଇଥିବା ବନ୍ଦ ଡ଼ାକରା ଯୋଗୁଁ ମଙ୍ଗଳବାର ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ସହିତ ରାସ୍ତାଘାଟରେ ଯାନବାହାନ…

ଭାରତ ବନ୍ଦ: ଆସନ୍ତାକାଲି ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ୱର: ଟ୍ରେଡ଼ ୟୁନିୟନ ପକ୍ଷରୁ ଆସନ୍ତାକାଲିଠୁଁ ଦୁଇଦିନ ଧରି ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଥିବା ଯୋଗୁଁ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି…

ମୋଦିଙ୍କ ନିର୍ବାଚନ ଭେଟି: ଆର୍ଥିକ ଅନଗ୍ରସର ଉଚ୍ଚ ଜାତିର ୧୦ % ସଂରକ୍ଷଣକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନର ଉଷ୍ମତା କ୍ରମେ ବୃଦ୍ଧି ପାଇ ଚାଲିଥିବାବେଳେ, କେନ୍ଦ୍ରର ମୋଦି ସରକାର ସୋମବାର ଦିନ ଆର୍ଥିକ ଭାବେ ଅନଗ୍ରସର ଉଚ୍ଚ ଜାତି ଲାଗି ବିଭିନ୍ନ ସରକାରୀ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।…

ଜାନୁଆରୀ ୨୫ରେ ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାନୁଆରୀ ୨୫ ତାରିଖରେ ଓଡିଶା ଗସ୍ତ କରୁଥିବା ନେଇ ସୋମବାର ଦିନ ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମେ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ସାଙ୍ଗକୁ ଲୋକସଭା ନିର୍ବାଚନ ହେବାର ସମ୍ଭାବନା…

ଅଷ୍ଟ୍ରେଲିଆ ମାଟିରେ ସିରିଜ୍ ଜିତି ଇତିହାସ ରଚିଲା ବିରାଟ ବାହିନୀ

ସିଡ଼ନୀ: ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ୧୯୪୭ ପରଠାରୁ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରି ଐତିହାସିକ ଶୃଙ୍ଖଳା ଜିତି ପାରିଛି । ସ୍ଥାନୀୟ ସିଡ଼ନୀ କ୍ରିକେଟ୍ ଗ୍ରାଉଣ୍ଟରେ ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ…

ଆସୁଛି ବାୟୋପିକ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’, ମୋଦୀଙ୍କ ଭୁମିକାରେ ବିବେକ ଓବରୟ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବାୟୋପିକ ଫିଲ୍ମ ଚଳିତ ଜାନୁଆରୀ ମାସରେ ଖୁବ୍ ଶିଘ୍ର ନିର୍ମିତ ହେବାକୁ ଯାଉଛି । ମୋଦୀଙ୍କ ଭୁମିକାରେ ବଲିଉଡ଼ ଆକ୍ଟର୍ ବିବେକ ଓବରୟ ଅଭିନୟ କରିବେ ବୋଲି ମଧ୍ୟ ରାଜି ହୋଇଛନ୍ତି । ଦେଶରେ ସାଧାରଣ ନିର୍ବାଚନର ବିଗୁଲ୍ ବାଜିବା ସହିତ…

ଭାରତର ବିଶାଳ ୫୮୬/୬ ସ୍କୋର, ପୂଜାରାଙ୍କ ପରେ ଋଷଭ କଲେ ଧୂଆଁଧାର ଶତକ

ସିଡ଼ନୀ: ସିଡ଼ନୀଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କ ଆକର୍ଷଣୀୟ ୧୯୩ ରନ ପରେ ୱିକେଟ ରକ୍ଷକ ଋଷଭ ପନ୍ଥଙ୍କ ଶତକୀୟ ଇନିଂସ ଯୋଗୁଁ ଭାରତ ପ୍ରଥମ ଇନିଂସରେ ବିଶାଳ ୫୮୬/୬ ସ୍କୋର କରି ମଜବୁତ ସ୍ଥିତିରେ ରହିଛି । ଏହି ଐତିହାସିକ…

ଦିଲ୍ଲୀ-ଭୁବନେଶ୍ୱର ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ବାତିଲ୍

ଭୁବନେଶ୍ୱର: ଦେଶର ରାଜଧାନୀରେ ପାଣିପାଗ ସ୍ଥିତି ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୩ଟି ବିମାନକୁ ବାତିଲ୍ କରାଯାଇଛି । ପାଣିପାଗ ସୂଚନା ପ୍ରଦାନ କରୁଥିବା ସଂସ୍ଥା ସ୍କାଇମେଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ଘନ କୁହୁଡ଼ି ଆଚ୍ଛାଦିତ କରି ରହିଥିଲା । ଏହି କାରଣରୁ ଦିଲ୍ଲୀରେ…

ମୋଦୀ ଜାନୁଆରୀ ୫ ତାରିଖ ବାରିପଦା ଗସ୍ତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨ ସପ୍ତାହ ମଧ୍ୟରେ ୨ୟ ଥର ଲାଗି ଆସନ୍ତା ୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ମୟୁରଭଞ୍ଜର ବାରିପଦାଠାରେ ଏକ ର‌୍ୟାଲିରେ ଉଦବୋଧନ ଦେବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।…