Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ ଓ କଶ୍ମୀରର ବାରମୂଲାରେ ଫୁଟିଲା ଗୁଳି, ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଅଶାନ୍ତ ଜାମ୍ମୁ ଓ କାଶ୍ମୀର। ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ। ଆଜି ସକାଳୁ ସକାଳୁ ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି…

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍-୧୯କୁ ଡବ୍ଲୁଏଚଓ ବିଶ୍ୱ ମହାମାରୀ ସୂଚୀରୁ ହଟାଇ ଦେଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟ କମିଟିର ୧୫ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଡବ୍ଲୁଏଚଓର ଡାଇରେକ୍ଟର…

ମଧ୍ୟପ୍ରଦେଶରେ କଂଗ୍ରେସକୁ ହରାଇବାକୁ ବିଜେପିର ‘ଆମେଥି ପ୍ଲାନ’

ଭୁବନେଶ୍ୱର: ମଧ୍ୟପ୍ରଦେଶ ପାଇଁ ବଢିଛି ବିଜେପିର ଚିନ୍ତା। ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳ କିଭଳି ଶାସନକୁ ଫେରିବ ସେ ନେଇ ଚିନ୍ତା ବଢିଛି। ସେଥିପାଇଁ ଦଳ ଏକ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରମୁଖ ଦମଦାର ନେତାଙ୍କ ଉପରେ ଆଖି ପକାଇଛି…

ରାହୁଲଙ୍କ ହିମାଚଳ କାର୍ଡ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ଶିମଲା ନଗର ନିଗମରେ କଂଗ୍ରେସକୁ ମିଳିଥିବା ବିପୁଳ ସଫଳତାକୁ କର୍ଣ୍ଣାଟକ ନିର୍ବାଚନ ସହ ଯୋଡ଼ିଛି ଦଳ। ଶିମଲା ମୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ୩୪ ଆସନ ମଧ୍ୟରୁ ୨୪ ଟି ଆସନ ଜିତି ରେକର୍ଡ କରିଛି। ଯାହାକୁ ନେଇ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର…

ମଣିପୁର ପାଇଁ ମନ ନାହିଁ !

ଭୁବନେଶ୍ୱର: ଆଦିବାସୀ ଓ ମେଟେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ମଣିପୁର ସ୍ଥିତି ଏତେ ସାଙ୍ଘାତିକ ଯେ ରାଜ୍ୟରେ ସୁଟ ଆଟ ସାଇଟର ଅର୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ଅଧିକ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏଭଳି ସ୍ଥିତିରେ ମଣିପୁରକୁ ନେଇ ରାଜନୀତି…

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ…

ଇସ୍ତଫା ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ଶରଦ ପାୱାର ରହିବେ ଏନସିପି ଅଧ୍ୟକ୍ଷ । ୩ ଦିନ ପରେ ଫେରାଇ ନେଲେ ଇସ୍ତଫା । ଶୁକ୍ରବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଫେରାଇ ନେବେ ବୋଲି କହିଛନ୍ତି ଶରଦ ପାୱାର । ସାମ୍ବାଦିକ ସମ୍ମିଳନୀରେ ଶରଦଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଶରଦ…

କର୍ଣ୍ଣାଟକ ନିର୍ବାଚନ: ମୋଦିଙ୍କ ପ୍ରଚାରରେ ଏଣ୍ଟ୍ରି ମାରିଲା ‘ ଦ କେରଳ ଷ୍ଟୋରୀ’

ବେଙ୍ଗାଲୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ବିଲ୍ଲାରୀରେ ପହଞ୍ଚିଛନ୍ତି । କର୍ଣ୍ଣାଟକ ନିର୍ବାଚନରେ କହିଛନ୍ତି କେରଳ ଷ୍ଟୋରୀ । ନିର୍ବାଚନ ପ୍ରଚାରରେ ଫିଲ୍ମ କେରଳ ଷ୍ଟୋରି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଫିଲ୍ମ କେରଳ…

ମୃତ୍ୟୁ ଲୁଟି ନେଲା ଖୁସି; କନ୍ୟାକୁ ସିନ୍ଦୂର ପିନ୍ଧାଇ ଟଳି ପଡିଲେ ବର

ପାଟନା: ମୃତ୍ୟୁ କେତେ ଅସହିଷ୍ଣୁ ? କେତେ ଅବିବେକୀ ? ଆଖିର ସ୍ୱପ୍ନ ଆଉ ଓଠର ହସକୁ କେତେ ସହଜରେ ଆଖି ପିଛୁଳାକେ  ପୋଛି ନେଇପାରେ ମୃତ୍ୟୁ ? ଏ ପ୍ରଶ୍ନ ଆମର ନୁହେଁ, ବିହାରର ଏହି ଦୁଃଖଦ ଘଟଣା ଶୁଣିଲେ ଆପଣ ମଧ୍ୟ ଏହା  ଭାବିବେ  । ମେ ୩ ତାରିଖର ଘଟଣା । ବିହାରର ଭାଗଲପୁରରେ ଚାଲିଥିଲା ଏକ…

ଜମ୍ମୁରେ ଆତଙ୍କୀ ଆକ୍ରମଣ; ୫ ଯବାନ ସହିଦ

ଶ୍ରୀନଗର:ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆତଙ୍କୀଙ୍କ ବୋମା ମାଡରେ ୫ ଯବାନ ସହିଦ ହୋଇଛନ୍ତି । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜଣେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଗୁରୁତର ଅବସ୍ଥାରେ ୪ ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।…