Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେବେ ଭାଙ୍ଗିବ ସିନ୍ଦେ ବିଜେପି ସରକାର?

ଭୁବନେଶ୍ୱର: ଦେଶରେ ଏବେ ମହାରାଷ୍ଟ୍ର ଚର୍ଚ୍ଚା ଅନ୍ୟ ସବୁ ଚର୍ଚ୍ଚାକୁ ବଳିଯାଇଛି। ମହାରାଷ୍ଟ୍ର ରାଜନୀତି କେଉଁ ରୂପ ନେବ ତାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି। ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ଓ ଏକନାଥ ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା ଆଦିକୁ ଦେଖିଲେ…

‘କର୍ଣ୍ଣାଟକ ନିର୍ବାଚନ’, ରାହୁଲ କରୁଛନ୍ତି, ମୋଦି ଆରମ୍ଭ କରିବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଏବେ ଜମୁଛି। କଂଗ୍ରେସ ଓ ବିଜେପି ଭିନ୍ନ ଭିନ୍ନ ରାଜନୈତିକ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ଦୁଇ ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି।…

ପାକିସ୍ତାନୀ ପତ୍ରକାର, ଲେଖକ ତାରେକ ଫତେହଙ୍କ ପରଲୋକ

ଓଟୱା: ପାକିସ୍ତାନର ଖ୍ୟାତନାମା ପତ୍ରକାର ତଥା ଲେଖକ ତାରେକ ଫତେହଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ନତାଶା ବାପାଙ୍କ ନିଧନ ସୋସିଆଲ ମିଡିଆ ମାଧ୍ୟମରେ ପୃଷ୍ଟି କରିଛନ୍ତି । ଶୁକ୍ରବାର ତାଙ୍କ…

ଅଜବ ଚାକିରି: ପଶୁପକ୍ଷୀଙ୍କ ପୋଷାକ ପିନ୍ଧି ଛିଡ଼ା ହେବାକୁ ପଡ଼ିବ

ବ୍ରିଟେନ୍‌: ଚାକିରି ଖଣ୍ଡେ ପାଇଁ ଲୋକେ କେତେ ଚେଷ୍ଟା କରିଥାନ୍ତି । ଆଉ ଦୁନିଆରେ ଏମିତି ଅଜବ ଚାକିରି ସବୁ ଥାଏ, ଯାହାକୁ ଲୋକେ ବାଧ୍ୟ ହୁଅନ୍ତି କରିବା ପାଇଁ । ସେଥିପାଇଁ ମୋଟା ଅଙ୍କର ଦରମା ବି ମିଳିଥାଏ ।  କିଛି ଦିନ ପୂର୍ବେ ଏକ ଚାକିରିର ବିଜ୍ଞାପନ ବାହାରିଥିଲା, ଯେଉଁଥିରେ ଚପଲ ପିନ୍ଧି…

ବ୍ରିଜଭୂଷଣଙ୍କୁ ଗିରଫ ଦାବିରେ ସୁପ୍ରିମକୋର୍ଟ ଗଲେ ରେସଲର

ନୂଆଦିଲ୍ଲୀ: ନ୍ୟାୟ ପାଇଁ ରାଜରାସ୍ତାରେ ଭାରତର ଷ୍ଟାର ରେସଲର । ଯୌନ ନିର୍ଯ୍ୟାତନା ମାମଲାରେ ସେମାନେ ଏଫଆଇଆର ରୁଜୁ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ଆମ ଧାରଣା ଜାରୀ ରହିବ ବୋଲି ବିନେଶ ଫୋଗଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ…

ପାଦ୍ରୀଙ୍କୁ ବିଶ୍ୱାସ କରି ଭୋକ ଉପାସରେ ରହିଲେ… ତା ପରେ ଆସିଲା ଦୁଃଖଦ ଖବର

ନାଇରୋବି: କେନିୟାରେ ନାଇରୋବିରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ଆଖିରେ ଲୁହ ଆଣିଦେବ । ପାଦ୍ରୀଙ୍କ କଥାରେ ଭଗବାନଙ୍କୁ ଭେଟିବେ ବୋଲି ଭୋକ ଉପାସରେ ରହି ଅନୁଗାମୀମାନେ ଟଳି ପଡିଥିଲେ । ନାଇରୋବିର ପୂର୍ବାଂଚଳରେ ପାଦ୍ରୀ ପଲ ମ୍ୟାକେଞ୍ଜିଙ୍କ ଜାଗା ଉପରେ ନିର୍ମିତ ହୋଇଥିବା…

ବିଜ୍ଞାନ ବହିରୁ ହଟିଲା ଚାର୍ଲ୍ସ ଡାରୱିନ୍‌ଙ୍କ ଏଭୋଲ୍ୟୁସନ ଥିଓରୀ

ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟି ପାଠ୍ୟ ପୁସ୍ତକରେ ଅନେକ ବିବାଦୀୟ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଗାନ୍ଧୀଙ୍କ କଥା, ପରେ ମୌଲାନା ଆଜାଦଙ୍କ କଥା ..ଏହିଭଳି ଅନେକ ଇତିହାସକୁ ପାଠ୍ୟ ବିଷୟରୁ ହଟାଇ ଦିଆଯିବାରୁ ଏହାକୁ ନେଇ ବିରୋଧ ହୋଇଛି। ଏବେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ମହାନ ବୈଜ୍ଞାନିକ…

କାହିଁକି କୋଭିଡ୍ ପାଇଁ ବଢିଲା ବାଲ୍ୟ ବିବାହ ସଂଖ୍ୟା ? ଦକ୍ଷିଣ ଏସିଆରେ ସ୍ଥିତି ଚିନ୍ତା ଜନକ

ନୂଆଦିଲ୍ଲୀ: ବାଲ୍ୟ ବିବାହ ପାଇଁ କରୋନା ଦାୟୀ। କୋଭିଡ୍‌-୧୯ ଯୋଗୁ ବାଲ୍ୟ ବିବାହ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ନିକଟରେ ୟୁନିସେଫ୍‌(UNICEF) ପ୍ରକାଶ କରିଥିବା ଏକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ସାରା ବିଶ୍ୱ ତୁଳନାରେ ଦକ୍ଷିଣ ଏସିଆରେ ବାଲ୍ୟବଧୂଙ୍କ…

ପ୍ରୟାଗରାଜ ହୋଟେଲରୁ ଡେପୁଟି ସିଏମଓଙ୍କ ମୃତଦେହ ଉଦ୍ଧାର; ହତ୍ୟା ନ ଆତ୍ମହତ୍ୟା ଜଣାପଡିନି

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ହୋଟେଲରୁ ଉଦ୍ଧାର ହୋଇଛି ଡେପୁଟି ସିଏମଓ ଡା ସୁନୀଲ କୁମାର ସିଂହଙ୍କ ମୃତଦେହ ।  ସୁନୀଲଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ସୁନୀଲ ବନାରସର ବାସିନ୍ଦା ଥିଲେ । ସେ ଏଠାରେ…

ଜବରଦସ୍ତ ଇଲେକ୍ଟ୍ରିକ୍ କାର୍ କମେଟ: ମାସକୁ ଖର୍ଚ୍ଚ ମାତ୍ର ୫୦୦ ଟଙ୍କା   

ନୂଆଦିଲ୍ଲୀ: ଏମ୍‌ଜି ମୋଟର ଇଣ୍ଡିଆ ନିଜର ଦ୍ୱିତୀୟ ଇଲେକ୍ଟ୍ରିକ କାର୍ କମେଟ୍ ଉପରୁ ପରଦା ଉଠାଇଛି। କାରର ମୂଲ୍ୟ ୧୦ ଲକ୍ଷ ତଳେ ରହିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ଭିତରେ କମ୍ପାନୀ କମେଟ୍ କାର୍ ପାଇଁ ୮୦୦ କୋଟି ପୁଞ୍ଜି…