Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି, ନିର୍ବାଚନ ମୈଦାନକୁ ଓହ୍ଲାଇଲେ ୟୁସୁଫ୍ ପଠାନ

କୋଲକାତା: ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ତାଲିକାରେ ଦଳ ୪୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିୟାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବହରାମପୁରରୁ…

ଆ’ ଜହ୍ନରେ ଲେଖିବା ନାଁ: ଜହ୍ନ ରାଇଜରେ ଜାଗା କିଣି ପତ୍ନୀଙ୍କୁ ଉପହାର ଦେଲେ ପଶ୍ଚିମବଙ୍ଗର ଯୁବକ

"ଜହ୍ନ ରାଇଜରେ ଜାଗାଟେ କିଣିଛି...ତାରା ଫୁଲରେ ଘରଟେ କରିଛି ।" ସୁପରହିଟ୍ ଆଲବମର ଏହି ଗୀତ ଏବେ ବାସ୍ତବରେ ରୂପାନ୍ତରିତ ହୋଇଛି । ବିଜ୍ଞାନର ଅଗ୍ରଗତି, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଆଧୁନିକ ଜ୍ଞାନ କୌଶଳ ବଳରେ ଆଜି ମଣିଷ ଚନ୍ଦ୍ରପୃଷ୍ଠରେ କେବଳ ପହଞ୍ଚି ନାହିଁ ସେଠାରେ ଜମି…

୬ ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ, ୮ରେ ଆସିବ ଫଳାଫଳ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ତ୍ରିପୁରା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୭ ବିଧାନସଭା ସିଟପାଇଁ ଆଜି ଉପନିର୍ବାଚନ ହେଉଛି । ଏହି ୭ଟି ସିଟରେ ଥିବା ୫ଜଣ ବିଧାୟକଙ୍କର…

ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ

କୋଲକାତା: ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା କେତେ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ । ମୃତକଙ୍କ ପରିଚୟ…

ସତୀଙ୍କ ଅଙ୍ଗୁଷ୍ଠି ପୀଠ ପୁଣ୍ୟ କାଳିଘାଟ: ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ….

ଓଡିଶା ସମ୍ବାଦ ବ୍ୟୁରୋ: ଭାରତ ୩୩ କୋଟି ଦେବଦେବତାଙ୍କ ଭୂମି, ଯାହା ନିଜ ପ୍ରାଚୀନ ମନ୍ଦିରକୁ ନେଇ ପ୍ରସିଦ୍ଧି ଲାଭ କରିଛି। ଭାରତରେ ଆପଣଙ୍କୁ ବିଭିନ୍ନ ଦେବୀଦେବତାଙ୍କ ମନ୍ଦିର ଦେଖିବାକୁ ମିଳିବ। ଯାହା ନିଜ ସଂସ୍କୃତି ତଥା ମାନ୍ୟତା କିମ୍ବା ସିଦ୍ଧି ପାଇଁ ଜଣାଯାଏ। ଭାରତୀୟ ସଭ୍ୟତା ଧର୍ମ ଓ…

ପାର୍ଥ ଚାଟାର୍ଜୀଙ୍କ ପାଇଁ ଟିଏମସି କବାଟ ଖୋଲା, ଯଦି ସେ.. : ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଅନିୟମିତତାରେ ଫସି ଇଡି ଦ୍ୱାରା ଗିରଫ ହେବା ପରେ ଦଳରୁ ବିତାଡ଼ିତ ହୋଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟରୁ ପାର୍ଥ ଚାଟାର୍ଜୀଙ୍କୁ କାଢ଼ି ଦେଇଛନ୍ତି । ପାର୍ଥ ପଶ୍ଚିମବଙ୍ଗ ସରକାରରେ ଉଦ୍ୟୋଗ, ବାଣିଜ୍ୟ ଏବଂ ଆଇଟ…

ପଶ୍ଚିମବଙ୍ଗରେ ନିୟନ୍ତ୍ରଣକୁ ଆସୁନି ହିଂସା : ୧୪୪ ଧାରା ଲାଗୁ

ଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଶନିବାରଠାରୁ ହିଂସା ଜାରି ରହିଛି । ହାଓଡାରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପଥର ମାଡ ସହ ବ୍ୟାପକ ପୋଡାଜଳା ହେବା ଘଟଣା ପରେ ଅଧିକାଂଶ ଇଲାକାରେ ୧୪୪ ଲାଗୁ ହୋଇଛି । ହାଓଡାରେ ପରିସ୍ଥିତି…

କେସ ପ୍ରତ୍ୟାହାରା ପାଇଁ ଟିଏମସି ନେତାଙ୍କ ଧମକ, ନିଜ ଦେହରେ ନିଆଁ ଲଗାଇଦେଲେ ପୀଡ଼ିତା

କୋଲକାତା: ପଶ୍ଚିମବଙ୍ଗରେ ବଢି ଚାଲିଛି ଟିଏମସି ନେତାଙ୍କ ଦୌରାତ୍ମ୍ୟ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳର ନେତାଙ୍କ ବିରୋଧରେ ବଢି ଚାଲିଛି ହିଂସା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧିକ ମାମଲା । ଜଣେ ଆଦିବାସୀ ଝିଅଙ୍କୁ ଟିଏମସି ନେତାଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ…

ପରୀକ୍ଷା ହଲରେ ବି “ପୁଷ୍ପରାଜ” ରାଜୁତି

ଭୁବନେଶ୍ୱର: ଅଲ୍ଲୁ ଅର୍ଜୁନ୍ ଷ୍ଟାରର୍ ଫିଲ୍ମ ପୁଷ୍ପାର କ୍ରେଜ୍ ଏବେ ଲୋକଙ୍କ ନିକଟରେ କମିବାର ନାଁ ଧରୁନି । ବକ୍ସ ଅଫିସରେ ବ୍ଲକବଷ୍ଟର୍ ଟ୍ୟାଗ୍ ହାସଲ କରିଥିବା ଏହି ଫିଲ୍ମର ହିନ୍ଦୀ ଭର୍ସନର ଅନେକ ଡାଇଲଗ୍ ଭାଇରାଲ୍ ହୋଇଥିଲା । ସେଥିମଧ୍ୟରୁ "ପୁଷ୍ପା..ପୁଷ୍ପରାଜ, ଝୁକେଗା ନହିଁ ସାଲା"…

ଟିଏମସି ନେତାଙ୍କୁ ହତ୍ୟା ପରେ ଗାଁରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତଦଗ୍ଧ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା। ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା ପରେ ଗତକାଲି ରାତିରେ ବୀରଭୂମର ରାମପୁରହାଟର ବୋଗତୁଇ ଗାଁରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୮ ଜଣ ଆହତ ହୋଇଥିବା କୁହାଯାଉଛି।…