Latest Odisha News

BREAKING NEWS

Browsing Category

ଫିଚର

ମହାନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲା ୧୨ ବର୍ଷର ଜଗନ୍ନାଥ

କଟକ: ଭଟ୍ଟାରିକା ପୀଠ ନିକଟରେ ମହାନଦୀରେ ଗାଧୋଇବାକୁ ଯାଇ ଆଲେକଜାଣ୍ଡର ଜଗନ୍ନାଥ ପ୍ରସାଦ ନାୟକ ନାମକ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ଘଟିଛି। କଟକ ବଡ଼ମ୍ବା ବ୍ଲକ୍ ଶାସଙ୍ଗ ଗାଁର ନବମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳକ ଜଣକ ଟ୍ୟୁସନ୍ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ବୋଲି ଜଣାପଡ଼ିଛି।…

ଛତିଶଗଡ ବିଧାନସଭାର ଶିଳାନ୍ୟାସ ରାହୁଲ ଓ ସୋନିଆ କରିଛନ୍ତି, ରାଜ୍ୟପାଳଙ୍କୁ କାହିଁକି ଡକାଗଲାନି: ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ନୂଆ ସଂସଦ ଗୃହର ଉଦଘାଟନ ନିଷ୍ପତ୍ତିରେ କଂଗ୍ରେସ ସମେତ ୨୦ ବିରୋଧୀ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ସଂସଦର ରକ୍ଷକ ବୋଲି କହି ଏହି ଦଳ ସମାରୋହକୁ ବର୍ଜନ କରିଛନ୍ତି। ସେଥିପାଇଁ ଉଦଘାଟନ କେବଳ ସେମାନଙ୍କ ମାଧ୍ୟମରେ…

୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନରେ ଜିତିବ, ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ: ଶାହ

ଗୌହାଟି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଗସ୍ତରେ ଅଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଅମିତ ଶାହ ମଧ୍ୟ ତାଙ୍କ…

୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

ଭବାନିପାଟଣା: ଇ-ଆଡମିଶନ ନେଇ ଭୁବନେଶ୍ୱରରେ ହୋଇଥିବା ଟ୍ରେନିଂରେ ଯୋଗ ଦେଇ ନଥିବାରୁ ୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସରକାର । ମେ ୨୩ ଓ ୨୪ ଦୁଇଦିନ ଧରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଲିମ୍ ଶିବିର…

ଆଇପିଏଲ ଫାଇନାଲ ପାଇଁ ପାକିସ୍ତାନ ବୋର୍ଡ ଅଧ୍ୟକ୍ଷଙ୍କୁ ଡାକରା ନାହିଁ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମେ ୨୮ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଗୁରୁବାର ବିିସିସିଆଇ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ବୋର୍ଡର ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରିଛି । ତେବେ ପାକିସ୍ତାନ ବୋର୍ଡ ଅଧ୍ୟକୁ ଏ ନେଇ ଡକାଯାଇ…

ସାତକୋଶିଆରୁ ଆସିଲା ଖୁସି ଖବର, ଅଣ୍ଡା ଫୁଟି ବାହାରିଲେ ଘଡ଼ିଆଳ ଛୁଆ

ଅନୁଗୁଳ: ସାତକୋଶିଆରୁ ଆସିଛି ଖୁସି ଖବର । କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ବାହାରିଛନ୍ତି ଘଡ଼ିଆଳ କୁମ୍ଭୀର । ମା’ କୁମ୍ଭୀର ସହ ଛୁଆ ଗୁଡ଼ିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ…

କାଳବୈଶାଖୀ ବର୍ଷା, କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍ଆରସି

ଭୁବନେଶ୍ୱର: ଗୁରୁବାର ମଧ୍ୟାହ୍ନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଜୋରରେ ପବନ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । କାଳବୈଶାଖୀରେ ହୋଇଥିବା କ୍ଷୟକ୍ଷତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଭାବିତ ଜିଲ୍ଲାପାଳଙ୍କୁ…

କର୍ଣ୍ଣାଟକରେ ପ୍ରତିଶୋଧ ନେଉଛି କଂଗ୍ରେସ!

ଭୁବନେଶ୍ୱର: ନିର୍ବାଚନ ପରେ କର୍ଣ୍ଣାଟକରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ତୀଵ୍ର ହୋଇଛି। ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିବା କଂଗ୍ରେସ ଉପରେ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଗାତର ଆକ୍ରମଣ କରୁଛନ୍ତି। କଂଗ୍ରେସ ସରକାର ମଧ୍ୟ ଏହାର କଡା ଜବାଵ ଦେବା…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପି ଭୋଗିବ କଂଗ୍ରେସ ଦଶା !

ଭୁବନେଶ୍ୱର: ଭାଙ୍ଗିଯିବ କି ମଧ୍ୟପ୍ରଦେଶର ବିଜେପି ସରକାର ? ତିନି ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରର ଯେଉଁ ଅବସ୍ଥା ହୋଇଥିଲା ଏବେ ବିଜେପିର ଶିବରାଜ ସିଂ ଚୌହାନଙ୍କ ସେହି ଅବସ୍ଥା ହେବ କି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାତାବରଣ ସରଗରମ ହୋଇଥିବା ବେଳେ…

୬୦ ବର୍ଷରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଆଶୀଷ ବିଦ୍ୟାର୍ଥୀ

କୋଲକାତା: ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀ ଦ୍ୱିତୀୟ ବିବାହ କରିଛନ୍ତି । ୬୦ ବର୍ଷୀୟ ଆଶିଷ ଆସାମର ରୂପାଲୀ ବରୁଆଙ୍କ ସହ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ପରିବାରବର୍ଗ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ କୋଲକାତାର ଏକ କ୍ଲବରେ ସେମାନଙ୍କ ବିବାହ ହୋଇଥିଲା । ମୁଁ ଖୁସି ।…