Latest Odisha News

BREAKING NEWS

Browsing Category

ଫିଚର

ବେଆଇନ୍ ମାଙ୍କଡ଼ା ପଥର ଖନନ, ନିଲମ୍ବିତ ହେଲେ ୬ ସରକାରୀ ଅଧିକାରୀ

ନୟାଗଡ଼: ବେଆଇନ୍ ମାଙ୍କଡ଼ା ଖଣି ପଥର ଖନନରେ ଭୂମିକା ଥିବା ୬ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ରଣପୁର ତହସିଲର ମୟୂରଝଲିଆ ଅଞ୍ଚଳରେ ଚାଲିଥିବା ମାଙ୍କଡ଼ା ପଥର ଖଣି ମାମଲାରେ ୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନୟାଗଡ଼ ଜିଲ୍ଲାପାଳ । ନିଲମ୍ବିତ ହୋଇଥିବା…

ବିଦେଶ ଗଲେ ଖୋଲିଦେବେ ପୋଲ, ରାହୁଲଙ୍କୁ ପାସପୋର୍ଟ ମନା !

ଭୁବନେଶ୍ୱର: ରାହୁଲଙ୍କ ପାସପୋର୍ଟକୁ ନେଇ ବିବାଦ। ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଏବେ ପାସପୋର୍ଟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀର ରାଉଜ ଆଭିନିୟୁ କୋର୍ଟରେ ନୂଆ ପାସପୋର୍ଟ ଆବେଦନର ଏନଓସି ପାଇଁ ରାହୁଲ ଆବେଦନ କରିଛନ୍ତି। କିନ୍ତୁ ବିଜେପି ନେତା…

ଜାସନ ରାୟଙ୍କ ପାଇଁ ଦେଶଠାରୁ ବଡ ହେଲା ଅର୍ଥ

ଲଣ୍ଡନ:ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାସନ ରାୟଙ୍କ ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରି ଦେଇଛି । ୩୨ ବର୍ଷୀୟ ଜାସନ ରାଷ୍ଟ୍ରୀୟ ଟିମ କଂଟ୍ରାକ୍ଟ ଛାଡି ଫ୍ରାଂଚାଇଜ କ୍ରିକେଟ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଦିନିକିଆ କ୍ରିକେଟରେ ଜାସନ ଇଂଲଣ୍ଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି…

ଓଡିଶା କୋଚ ତାଲିକାରେ ସାମିଲ ହେଲେ ବସନ୍ତ ମହାନ୍ତି

ଭୁବନେଶ୍ୱର: ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ଓଡିଶାର ପେସ ବୋଲର ବସନ୍ତ ମହାନ୍ତିଙ୍କୁ ଓଡିଶା କ୍ରିକେଟ ଆସୋସିଏଶନ କୋଚ ତାଲିକାରେ ସାମିଲ କରିଛି । ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୫ ମ୍ୟାଚରେ ୪୦୩ ୱିକେଟ ଅକ୍ତିଆର କରିଛନ୍ତି । ବସନ୍ତଙ୍କ ସମେତ ନଟରାଜ ବେହେରା, ରଶ୍ମିରଞ୍ଜନ…

ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି…

କେବେ ଆବାସ ହିତାଧିକାରୀଙ୍କ ତାଲିକା ଘୋଷଣା ହେବ: ବିଜେପି

ଭୁବନେଶ୍ୱର: ଆବାସ ପ୍ରସଙ୍ଗରେ ପୁଣି ଘେରିଲା ବିଜେପି। କେବେ ଆବାସ ହିତାଧିକାରୀ ତାଲିକାଙ୍କ ନାମ ଘୋଷଣା ହେବ ବିରୋଧୀ ବିଜେପି ପ୍ରଶ୍ନ କରି ସରକାରଙ୍କଠୁ ଜବାବ ଲୋଡ଼ିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି।…

କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ଓ୍ୱାଇ-ଫାଇ ସୁବିଧା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ମାଗଣା ଓ୍ୱାଇ-ଫାଇ ସୁବିଧା ଦେବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ଘୋଷଣା ଅନୁଯାୟୀ ସାରା ଓଡ଼ିଶାର କଲେଜ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ମାଗଣା ଓ୍ୱାଇ-ଫାଇ ସୁବିଧା ମିଳିବ।…

ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ, ୨୯ ଜୁଲାଇରୁ ପାଠପଢ଼ା

ଭୁବନେଶ୍ୱର: ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ହେବ। ଉଚ୍ଚ ଶିକ୍ଷା ବିଭାଗର ପୋର୍ଟାଲ SAMS ଜରିଆରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ମିିିଳିଥିବା…

କାଳବୈଶାଖୀ ଦେଲା ଆଶ୍ୱସ୍ତି; ତାତିରୁ ମିଳିଲା ମୁକ୍ତି

 ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ସକାଳୁ ସକାଳୁ ରାଜଧାନୀ  ଜଳୁଥିବାବେଳେ ମଧ୍ୟାହ୍ନରେ କାଳବୈଶାଖୀ ଦେଲା ଆଶ୍ୱସ୍ତି । ସାରା ରାଜଧାନୀରେ ଆଜି ମଧ୍ୟାହ୍ନରେ ଘଡଘଡି ସହ ବର୍ଷା ହୋଇଯାଇଛି । ଫଳରେ ତାତିରୁ ମୁକ୍ତି ମିଳିଛି । ରାଜଧାନୀରେ ଆଜି ସକାଳୁ ସକାଳୁ ତାତି ଅସହ୍ୟ…

ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ…