Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ୱାର୍ମ ଅପ ଖେଳିବା ପାଇଁ ଯୋଜନା କରୁଛି ଟିମ ଇଣ୍ଡିଆ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରିପୋର୍ଟ ମୁତାବକ ଫାଇନାଲ ପୂର୍ବରୁ ଭାରତ ଏକ ୱାର୍ମ ଅପ ମ୍ୟାଚ ଖେଳିବା ପାଇଁ ଯୋଜନା କରୁଛି । ଏଥିପାଇଁ ଜୁନ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଇଂଲଣ୍ଡରେ ପଂହଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲ…

ଅଜଗର ସହ ଖେଳୁଛି ପିଲା, ଲୋକେ କହିଲେ ଦାୟିତ୍ୱହୀନ ପିତାମାତା

ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛୋଟ ପିଲା ଗୋଟେ ବିଶାଳ ଅଜଗର ସାପ ସହ ଖେଳୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବିନା…

ଖାଲି ଭାରତରେ ନୁହେଁ ଏ ସବୁ ସ୍ଥାନରେ ବି ରହିଛି ଲକ୍ଷ୍ନୌ

ଲକ୍ଷ୍ନୌ: ଉତରପ୍ରଦେଶରେ ନବାବଙ୍କ ସହର ଭାବେ ଲକ୍ଷ୍ନୌର ବେଶ ଖ୍ୟାତି ରହିଛି । ତେବେ ଖାଲି ଭାରତରେ ନୁହେଁ ବିଶ୍ୱରେ ଅନେକ ସ୍ଥାନରେ ଲକ୍ଷ୍ନୌ ରହିଛି । ୱେଷ୍ଟ ଭର୍ଜିନିଆରେ ଲକ୍ଷ୍ନୌ ନାମରେ ଏକ ପୁରୁଣା ଅଟ୍ଟାଳିକା ରହିଛି । ମାଂଉଟେନ ଟପ ଷ୍ଟେଟରେ ୫୫୦୦ ଏକର ଜମୀନରେ ଏହା ଅବସ୍ଥିତ ।…

୫୩ ଦିନରେ ୨୩ଟି ଦେଶ ଭ୍ରମଣ, ଆମେରିକାରୁ ଭାରତ ଆସିଲେ କାରରେ

ନ୍ୟୁୟର୍କ: ଅନେକ ଲୋକ ବିଭିନ୍ନ ଦେଶ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ବିମାନ ବା ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଆଉ କିିଛି ଲୋକ ଚାରିଚକିଆ ଯାନରେ ଲଙ୍ଗ୍ ଡ଼୍ରାଇଭ୍‌ରେ ଯିବାକୁ ପସନ୍ଦ କରିଥାନ୍ତି । ସେହିପରି ଅନେକ ଲୋକ କାରରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଭଳି…

ବିଜେପିର ୨୦୨୪ ପ୍ଲାନ୍, ‘ବିଜେଡି ମୁକ୍ତ ଓଡ଼ିଶା’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ‘ବିଜେଡି ମୁକ୍ତ ଓଡ଼ିଶା’ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଆଜି ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୨୦୦୦ ମସିହାରୁ…

ଯୁବକଙ୍କ ଶରୀରରେ ବ୍ଲଡ଼ ସୁଗାର ୨୬୫୬: କଲେ ଗିନିଜ୍ ୱାଲ୍‌ର୍ଡ଼ ରେକର୍ଡ଼

ନ୍ୟୁ ଜର୍ସି: ଏବେ ଅଧିକାଂଶ ଲୋକ ଡ଼ାଇବେଟିସ୍ ବା ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଡ଼ାଇବେଟିସ୍ ନାଁ ଶୁଣିବା ମାତ୍ରେ ଲୋକ ଭୟଭୀତ ହେବା ସହ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରନ୍ତି । ଏମିତି କି ଡାକ୍ତରଙ୍କ ପରାମର୍ଶ ନେବା ସହ ଘରୋଇ ଉପଚାର କରିବାକୁ ଲାଗିପଡ଼ନ୍ତି । ସାଧାରଣତଃ…

ନିଆଁରେ ଜଳିଗଲା ଶରୀରର ୯୬ ପ୍ରତିଶତ, ୨୦୦ ଅସ୍ତ୍ରୋପଚାର ପରେ ସାଜିଗଲେ ମଡ଼େଲ

ବ୍ରିଟେନ୍‌: କଥାରେ ଅଛି ଦୃଢ ମନୋବଳ ଥିଲେ ସଫଳତା ନିଶ୍ଚୟ । ଅନେକ ଲୋକ ଛୋଟ ଦୁର୍ଘଟଣାରେ ହାର ମାନି ଯାଆନ୍ତି । କିନ୍ତ ବ୍ରିଟେନ୍‌ର ଜଣେ ଯୁବତୀ ତାଙ୍କ ଜୀବନରେ ବଡ଼ ଦୁର୍ଘଟଣାର ସାମ୍ନା କରିଥିଲେ ବି କେବେ ହାର ମାନି ନ ଥିଲେ । ଏବେ ଏହି ମହିଳା ଅନେକ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।…

ମୋଦି ବସିଥିଲେ, ଚାଲି ଚାଲି ଆସି ଆଲିଙ୍ଗନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବୈଠକରେ ସାମିଲ୍ ହୋଇଛନ୍ତି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଛନ୍ତି । ଆଉ ବୈଠକରେ ପିଏମ୍ ମୋଦି ଓ ବାଇଡେନଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ମୋଦି ବସିଥିବା ବେଳେ ବାଇଡେନ୍ ତାଙ୍କ…

ବିରୋଧୀ ଏକତାକୁ ଝଟକା! ସିଦ୍ଦରମୈୟାଙ୍କ ଶପଥକୁ ଆସିଲେନି ମମତା, ଉଦ୍ଧବ

ବେଙ୍ଗାଲୁରୁ:  କର୍ଣ୍ଣାଟକରେ ନୂଆ ସରକାରରେ ସିଦ୍ଦରମୈୟା ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୋଦୀ ବିରୋଧୀ ଦଳର ପ୍ରମୁଖ ନେତା ନୀତୀଶ କୁମାର (ଜେଡିୟୁ), ତେଜସ୍ୱୀ…

ଭଲ ଖବର! ଏସିଡ୍ ପୀଡ଼ିତା ପ୍ରମୋଦିନୀ ହେଲେ ମା’

ଭୁବନେଶ୍ୱର: ପ୍ରମୋଦିନୀ ରାଉଳ..ଖବରକାଗଜ ଓ ଟିଭି ଚ୍ୟାନେଲରେ ଜଣେ ପିରିଚିତ ନାଁ। ଯିଏକି ଏସିଡ ଆକ୍ରମଣର ଶିକାର ହୋଇ ବର୍ତ୍ତିବା ପରେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଥିବା ଏହି ମହିଳା ଏବେ ଜଣେ ସନ୍ତାନର ମା' ହୋଇଛନ୍ତି। ପ୍ରମୋଦିନୀ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଏବେ ତାଙ୍କୁ…