Latest Odisha News

BREAKING NEWS

Browsing Category

ଫିଚର

୫ ଦିନ ଯାଏ କାଳବୈଶାଖୀ, ୪୨ ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । https://twitter.com/mcbbsr/status/1659858927092383744 ଆଗାମୀ…

ମହାନଦୀ ଜଳ ବିବାଦ ମାମଲା: ହୀରାକୁଦ ବନ୍ଧ ବୁଲି ଦେଖିଲେ ଟ୍ରିବ୍ୟୁନାଲ୍ ସଦସ୍ୟ

ସମ୍ବଲପୁର : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ. ଏମ. ଖାନଓ୍ୱିଲକରଙ୍କ ନେତୃତ୍ୱରେ ଶନିବାର ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ଧର କ୍ଷେତ୍ର ପରିଦର୍ଶନ କରିଛନ୍ତି। ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ…

ଅପରାଧୀ ସାବଧାନ! ଭୁବନେଶ୍ବର ଆକାଶରେ ପଇଁତରା ମାରିବ ଡ୍ରୋନ୍!

ଭୁବନେଶ୍ୱର: ଅପରାଧୀ ଓ ଅପରାଧୀଙ୍କ ଷଡ଼ଯନ୍ତ୍ରକୁ ଚେକ୍ ଦେବାକୁ ବ୍ୟାପକ ପଦକ୍ଷେପ ନେଉଛି କମିଶନରେଟ ପୋଲିସ। ଯେତେବେଳେ ରାଜଧାନୀରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ସମୟରେ ଅପରାଧୀଙ୍କୁ ଚେକ୍ ଦେବାକୁ ଭୁବନେଶ୍ବର ଆକାଶରୁ ନଜର ରଖିବାକୁ ପୋଲିସ ଡ୍ରୋନ୍ ମତୟନ କରିବ ବୋଲି…

ମାଟ୍ରିକ ପରୀକ୍ଷାର ପାସ ହାର ଦେଖି +୨ ସିଟ୍ ସଂଖ୍ୟା ବଢ଼ାଇପାରନ୍ତି ସରକାର

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ୯୬.୪ ପ୍ରତିଶତ ଉଲ୍ଲେଖନୀୟ ସଫଳତା ପରେ ରାଜ୍ଯ ସରକାର ଖୁସି ପ୍ରକଟ କରିଛନ୍ତି କିନ୍ତୁ ଏବେ ପ୍ଲସ୍ ଟୁ ବା ଯୁକ୍ତ ଦୁଇ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ପ୍ଲସ୍ ଟୁ…

ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ, ଖୁବଶୀଘ୍ର ନିଷ୍ପତ୍ତି : ମନ୍ତ୍ରୀ

ଭୁବନେଶ୍ୱର: ପୁରୁଣା ଢ଼ାଞ୍ଚା ଅର୍ଥାତ୍ ବର୍ଷକୁ ଥରେ ପରୀକ୍ଷା ଦେଇପାରନ୍ତି ମାଟ୍ରିକ ପରୀକ୍ଷାର୍ଥୀ। ଏହି ସୂଚନା ଦେଇଛନ୍ତି ନୂଆ କରି ଗଣଶିକ୍ଷା ମନ୍ତ୍ରୀ ହୋଇଥିବା ପ୍ରମିଳା ମଲ୍ଲିକ। କୋଭିଡ ପରଠୁ ବିଦ୍ୟାର୍ଥୀଙ୍କ ପରୀକ୍ଷାକୁ ସରଳ କରିବାକୁ ସମ୍ମେଟିଭ୍ ଓ୍ୱାନ, ଟୁ ପରୀକ୍ଷା ବ୍ୟବସ୍ଥା…

ଭୁବନେଶ୍ୱର ସମେତ ୬ଟି ଏମ୍ସରେ ପେନସନଭୋଗୀ ଏବଂ ଚାକିରିଆ ପାଇବେ କ୍ୟାସଲେସ ଚିକିତ୍ସା ସେବା

ନୂଆଦିଲ୍ଲୀ: ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଥିବା ୬ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ…

ବଦଳିଲା ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଏବଂ ‘ଟାଇମ୍ସ ନାଓ’ ଚ୍ୟାନେଲର ମାଲିକାନା, ଜାଣନ୍ତୁ ନୂଆ…

ମୁମ୍ବାଇ: ଦେଶରେ ବହୁଳ ପ୍ରସାରିତ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଇଂରାଜି ନ୍ୟୁଜ ଚ୍ୟାନେଲ ଟାଇମ୍ସ ନାଓର ମାଲିକାନା ବଦଳିଛି। ଯାହା ଟାଇମ୍ସ ଗ୍ରୁପ ଦ୍ବାରା ପରିଚାଳିତ ହେଉଥିଲା। ଦୀର୍ଘ ଦିନ ହେବ ସାହୁ ଜୈନ ପରିବାରର ପାରିବାରିକ ବ୍ୟବସାୟ (ଟାଇମ୍ସ ଗ୍ରୁପ)କୁ  ନେଇ ଯେଉଁ ବିବାଦ…

ଦାରିଙ୍ଗବାଡିର ସୁପର ମା ; ପୁଅ ଠାରୁ ଅଧିକ ନମ୍ବର ରଖି ମାଟ୍ରିକ ପାସ୍ କଲେ ମା

ବାଲିଗୁଡ଼ା : ବିଫଳତା ହେଉଛି ସଫଳତାର ଚାବିକାଠି । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳର ସୁପର ମା ସୁଜାତା । ୪୭ ବର୍ଷ ବୟସରେ ପୁଅ ସହ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି ସୁଜାତା । ଆଉ ସମାଜକୁ ଦେଇଛନ୍ତି ଏକ ପ୍ରେରଣା । ଏଭଳି ଏକ ଭିନ୍ନ ଘଟଣା କନ୍ଧମାଳ ଜିଲ୍ଲା…

ଦିଲ୍ଲୀ ଲଢ଼େଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂତନ ଅଧ୍ୟାଦେଶ ଜାରୀ କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀର କ୍ଷମତା କାହା ହାତରେ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କ ମଧ୍ୟରେ ଲଢ଼େଇ ଜାରୀ ରହିଛି । କିଛି ଦିନ ତଳେ ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ବଦଳି ଘଟଣା ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚିତ ସରକାରଙ୍କ ପାଖରେ ଏହି କ୍ଷମତା…

୧୨ ମାସ ହେବ ଅର୍ଥ ନ ପାଇବାରୁ କୋଚ ପଦରୁ ଇସ୍ତଫା ଦେଲେ ସିଗଫ୍ରିଡ

ଲାହୋର: ପାକିସ୍ତାନ ହକି ଟିମର କୋଚ ସିଗଫ୍ରିଡ ଏକମ୍ୟାନ ଶନିବାର କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ୧ ବର୍ଷ ହେବ ନେଦରଲାଣ୍ଡର ଏହି କୋଚଜଣଙ୍କ ଟଙ୍କାଟିଏ ପାରିଶ୍ରମିକ ନ ପାଇବାରୁ ଅସନ୍ତୁଷ୍ଟ ହୋଇ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ସେ ପାକିସ୍ତାନରୁ ଫେରି ଆସିଥିଲେ ମଧ୍ୟ କୋଚ ପଦରୁ…