Latest Odisha News

BREAKING NEWS

Browsing Category

ଫିଚର

‘ନୂଆ ସଂସଦରେ ରଖ ରାମଙ୍କ ପାଦୁକା’

ଭୁବନେଶ୍ୱର: ରାତି ପାହିଲେ ଦେଶର ନୂଆ ସଂସଦ ଭବନ ଉଦଘାଟନ ହେବ। ଯାହାକୁ ନେଇ ଦେଶବ୍ୟାପୀ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। ଏପରିକି ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଉତ୍ସବକୁ ବର୍ଜନ ମଧ୍ୟ କରିଛନ୍ତି।…

ରାଜସ୍ଥାନରେ ‘ହାତ’ ହତିଆର, ଗେହଲଟ ହଟିବେ ନା ପାଇଲଟ କଟିବେ ?

ଭୁବନେଶ୍ୱର: ସମାଧାନ ହେବ କି ରାଜସ୍ଥାନ କଂଗ୍ରେସ କଳି ? ଗେହଲଟ ପାଇଲଟ ବିବାଦରେ ପଡିବ କି ପୂର୍ଣ୍ଣଛେଦ ? ହାଇକମାଣ୍ଡ ଉଭୟଙ୍କ ମଧ୍ୟରେ ସମାଧାନର ରାସ୍ତା ବାହାର କରିପାରିବେ କି ? ଯଦି କିଛି ସମାଧାନ ନ ହୁଏ ତେବେ କଂଗ୍ରେସକୁ କଣ କ୍ଷତି ହେବ। ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ…

ଜୱାନରେ ଅଲ୍ଲୁ ଅର୍ଜୁନଙ୍କ କୌଣସି ଭୂମିକା ନାହିଁ, ସଞ୍ଜୟଙ୍କ କରିବେ କାମିଓ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଟଲୀ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ବିଜୟ ସେତୁପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ଏହା ବ୍ୟତୀତ ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କ କାମିଓ ଥିବା ଖବର…

ପଡିଆକୁ ଫେରିବା ସୂଚନା ଦେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ପଡିଆକୁ ଫେରିବା ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ବୋଲିଂ ସ୍ପାଇକ୍ସର ଫଟୋ ଶେୟାର କରିବା ସହ ତଳେ ଲେଖିଛନ୍ତି ପ୍ରିୟ ବନ୍ଧୁ, ଆମେ ପୁଣି ଦେଖା ହେବା । ବୁମରାହ ପ୍ରଶଂସକମାନେ ଏ ନେଇ ବେଶ ଉତ୍ସାହିତ ହୋଇ ପଡିଛନ୍ତି ।…

ଦମ୍ପତ୍ତି ଚାକିରି ଛାଡ଼ି କୁକୁର ପାଳୁଛନ୍ତି , ବର୍ଷକୁ ୮କୋଟି ରୋଜଗାର କରେ କୁକୁର

ନ୍ୟୁୟର୍କ: ଦୁନିଆର ପ୍ରତ୍ୟେକ ଲୋକ ଧନୀ ହେବାକୁ ଚାହାଁନ୍ତି । ପ୍ରଚୁର ଅର୍ଥ ରୋଜଗାର କରି ଦୁନିଆର ସବୁ ଆରାମ ଉପଭୋଗ କରିବାକୁ ଇଛା କରନ୍ତି । ଚଳଚ୍ଚିତ୍ର ତାରକାମାନେ ଅଭିନୟ ପାଇଁ କୋଟି କୋଟି ଟଙ୍କା ପାଆନ୍ତି । ଏହାକୁ ନେଇ ଅନେକ ଇର୍ଷା କରନ୍ତି । ଏବେ ଠିକ୍ ସେମିତି ଗୋଟେ କୁକୁର…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରେ ପରିବର୍ତ୍ତନ; ବାଦ ପଡିବେ ‘ସାରେ ଜହାଁ ସେ ଅଚ୍ଛା’ ଗୀତର ଲେଖକ ମହମ୍ମଦ ଇକବଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ ସିଲାବସରେ ବଡ ଧରଣର ପରିବର୍ତ୍ତନ କରାଯିବ । ଏହି ନିଷ୍ପତ୍ତି ଅନୁସାରେ ଭାରତଠାରୁ ପାକିସ୍ତାନକୁ ଅଲଗା କରିବା ପାଇଁ ପ୍ରସ୍ତାବ ଦେଇଥିବା ମହମ୍ମଦ ଇକବାଲଙ୍କ ଲିଖିତ ଏକ ବିଷୟକୁ ହଟାଯିବ । ସେହିପରି ପଲଟିକାଲ ସାଇନ୍ସର ଗ୍ରାଜୁଏସନ…

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡି  ୨ ବୋଝିଆ ଗୁରୁତର

ପୁରୀ:ଶ୍ରୀମନ୍ଦିରରେ ମହାପ୍ରସାଦ ବୁହାବେଳେ ଅଘଟଣ ।  ଭୋଗମଣ୍ଡପ ଘରୁ ପାଟଅଗଣା ଦେଇ ଆନନ୍ଦବଜାରକୁ ବୁହାଯାଉଥିଲା ମହାପ୍ରସାଦ ।   ଗୋଡ଼ ଖସି ଯିବାରୁ ବୋଝିଆଙ୍କ ଉପରେ ପଡିଗଲା ଗରମ ଡାଲି  ।   ଗୁରୁତର ହୋଇପଡିଛନ୍ତି ୨ ବୋଝିଆ । ସେମାନଙ୍କୁ  ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ବିଭିନ୍ନତା ମଧ୍ୟରେ ଏକତାର ଝଲକ ଦେଖାଇବ ନୂଆ ସଂସଦ ଭବନ; ରହିଛି ସବୁ ରାଜ୍ୟ ସଂସ୍କୃତି

ନୂଆଦିଲ୍ଲୀ: ରାତି ପାହିଲେ ଉଦଘାଟନ ହେବ ନୂଆ ସଂସଦ ଭବନ । ଏହି ନୂଆ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ରହିବ ସବୁ ରାଜ୍ୟ ପ୍ରତୀକ । ସମଗ୍ର ଦେଶର କଳା ସଂସ୍କୃତି ଓ ବିଶେଷତ୍ୱ ଏହି ସଂସଦ ଭବନରେ ଦେଖିବାକୁ ମିଳିବ । ମହାରାଷ୍ଟ୍ର…

ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ; ମହିଳାଙ୍କୁ ଯୋଗାଇବ ଆର୍ଥିକ ସହାୟତା

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ । ଏହି ଫଣ୍ଡ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଢ଼ାଞ୍ଚାରେ ଗଠନ ହେବ  । ଏହି ଫଣ୍ଡ ଦ୍ୱାରା ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏମିତି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ…

ନୂଆ ସଂସଦର ଆବଶ୍ୟକତା ନ ଥିଲା, ସେଠାକୁ ଯିବା ବେକାର-ନୀତିଶ କୁମାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦ ଭବନ ଉଦଘାଟନ କରିବେ । ଏହାକୁ ନେଇ ରାଜନୀତି ତେଜୁଛି । କଂଗ୍ରେସ ସମେତ ୨୧ ରାଜନୈତିକ ଦଳ ଏହି ଉଦଘାଟନ ସମାରୋହକୁ ବୟକଟ କରିଛନ୍ତି । ବିରୋଧୀଙ୍କ ଦାବି ଯେ, ଦେଶର ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ ହେବା ଉଚିତ ।…