Latest Odisha News

BREAKING NEWS

Browsing Category

ଫିଚର

ଏଏସ୍ଓ ନିଯୁକ୍ତିରେ ଅନିୟମିତତା: ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କଲେ ହାଇକୋର୍ଟ

କଟକ: ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ନେଇ ଆଜି ଓଡ଼ିଶା ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି। ଏଥିରେ ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ୨ ମାସ ମଧ୍ୟରେ ପୁଣିଥରେ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ…

ଖୋଲୁଛି ୱାଙ୍ଖଡେଙ୍କ ଦୁର୍ନୀତି ପେଡି; ତଦନ୍ତ ବେଳେ ହୋଇଥିବା ଅନିୟମିତତାର ଖୁଲାସା କଲା ଏନ୍‌ସିବି

ମୁମ୍ବାଇ: କୋର୍ଡେଲିଆ କ୍ରୁସ ଶିପ୍ ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଶାହରୁଖ କାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ଗିରଫ କରିଥିବା ପୂର୍ବତନ ମୁମ୍ବାଇ ଜୋନ୍‌ ଏନ୍‌ସିବି ମୁଖ୍ୟ ସମୀର ୱାଙ୍ଖଡ଼େଙ୍କ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି। ଆର୍ଯ୍ୟାନଙ୍କୁ ଛାଡ଼ି ଦେବା ପାଇଁ ୨୫ କୋଟି ଲାଞ୍ଚ…

ବାହାଘର ବେଳେ ଯୌତୁକ ମାଗି ଥାନାରେ ଅଟକ ବର

ବଲାଙ୍ଗୀର : ସରିଥିଲା ବାହାଘର । ଆଉ କିଛି ସମୟ ପରେ କନ୍ୟାକୁ ସଙ୍ଗେ ଧରି ଘରକୁ ଫରିଥାନ୍ତା ବର। ହେଲେ ବାହା ବେଦୀରେ ଯୌତୁକ ମାଗି ଅଡ଼ୁଆରେ ପଡ଼ିଲା ବର । ଘରକୁ ଯିବା ପରିବର୍ତ୍ତେ ଥାନାକୁ ଗଲା। ବିବାହର କିଛି ସମୟ ମଧ୍ୟରେ ବିଚ୍ଛେଦ ହେଲା ସମ୍ପର୍କ । ଏଭଳି ଘଟଣା ଦେଖିବାକୁ ମିଳିଛି…

ରାଜ୍ୟରେ ୯ ସହରକୁ ଗଡିବ ମୋ ବସ୍‍

ସମ୍ବଲପୁର: ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ବସ୍ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ୯ ଟି ସହରାଞ୍ଚକୁ ସାମିଲ ପାଇଁ ଅନୁମୋଦନ କରିଛନ୍ତି। ଏଥିମଧ୍ୟରେ ସମ୍ବଲପୁର-ଝାରସୁଗୁଦା-ବ୍ରଜରାଜନଗର-ବେଲପାହାର…

ମେ ୨୦ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୦ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁୟ ମ୍ୟାରିୟନଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା…

ମେ ୨୨ରୁ ହାଇକୋର୍ଟ ଗ୍ରୀଷ୍ମ ଅବକାଶ ଆରମ୍ଭ, ଅବକାଶକାଳୀନ ଖଣ୍ଡପୀଠରେ ହେବ ଜରୁରୀ ମାମଲାର ଶୁଣାଣି

କଟକ: ମେ ୨୨ ତାରିଖରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ। ମେ ୨୨ରୁ ଆରମ୍ଭ ହୋଇ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ କୋର୍ଟ ଛୁଟି ରହିବ। ଗ୍ରୀଷ୍ମ ଅବକାଶ ସମୟ ସରିବା ପରେ ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ଛୁଟି ସମୟରେ…

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ କରୁଛନ୍ତି ପତ୍ନୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପଳନ କରିଥାନ୍ତି । ମା ସାବିତ୍ରୀଙ୍କ ନିକଟରେ ନୂଆ ଶାଢି, ନାଲି ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ପୂଜା କରିଥାନ୍ତି । ଏହି ବ୍ରତ ଜ୍ୟେଷ୍ଠ ଅମାବାସ୍ୟା ଦିନ ପାଳନ…

ସରକାରୀ ବସ୍‌ ଉପରକୁ ଗୁଳିମାଡ଼, କେହି ମୃତାହତ ହୋଇନଥିବା ସୂଚନା

କୋରାପୁଟ : ବୈପାରୀଗୁଡ଼ା ଥାନା ନିକଟରେ ବସ୍ ଉପରକୁ ଗୁଳିମାଡ଼ । ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏହି ଏସି ଡିଲକ୍ସ ବସ୍‌ଟି ମାଲକାନଗିରି ଜିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୈପାରୀଗୁଡ଼ା ଥାନା ନିକଟରେ ଏହା ଉପରକୁ ଗୁଳି ମାଡ଼ ହୋଇଥିଲା।…

ଆବଶ୍ୟକତାଠାରୁ ଅଧିକ ମାଛ ଖାଉଛନ୍ତି କି ?

ଆମିଷ ଭୋଜନ ପ୍ରତି ସମସ୍ତେ ଆଶକ୍ତ ଥାଆନ୍ତି । ବିଶେଷ କରି ମାଛ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାଆନ୍ତି । ମାଛରେ ସବୁ ପ୍ରକାରର ପୁଷ୍ଟିକର ଉପାଦାନରେ ଭରପୂର ରହିଥାଏ । ମାଛରେ ଓମେଗା ଫ୍ୟାଟି ଏସିଡ୍, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍, ହେଲଥି ଚର୍ବି ଥାଏ…

ମେ ୨୮ରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଗୁରୁବାର ବାଚସ୍ପତି ଓମ ବିର୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଦଘାଟନ ପାଇଁ ନିର୍ମାଣ କରିଛନ୍ତି । ୨୦୨୧ ଜାନୁୟାରୀ ୧୫ରୁ ଏହି ତ୍ରିଭୂଜକାର ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ…