Latest Odisha News

BREAKING NEWS

Browsing Category

ଫିଚର

୭୭ ବର୍ଷ ବୟସରେ ଜେଜେମା’ଙ୍କ ଅନନ୍ୟ ବିବାହ

ନ୍ୟୁୟର୍କ: ଆଜିକାଲି ଲୋକମାନେ ବିଭିନ୍ନ ଉପାୟରେ ବିବାହ କରିବା ଆରମ୍ଭ କରିଛନ୍ତି । ଅଧିକାଂଶ ନିଜ ପସନ୍ଦରେ ବିବାହ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଏବେ ଲୋକମାନେ ଏକାକୀ ବିବାହ କରୁଥିବା ଏକପ୍ରକାର ଟ୍ରେଣ୍ଡ୍ ପାଲଟିଛି । ଜଣେ ଆମେରିକୀୟ ଜେଜେମା ମଧ୍ୟ ସମାନ କାର୍ଯ୍ୟ କରି ଏବେ ଖୁବ୍…

୨ ହଜାର ମୂଲ୍ୟର ନୋଟ୍ ଫେରାଇ ନେବ ଆରବିଆଇ, ୩୦ ସେପ୍ଟେମ୍ବର ପୂର୍ବରୁ କରାଇ ନିଅନ୍ତୁ ଜମା

ମୁମ୍ବାଇ: ବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍ । ୨୦୧୮-୧୯ରୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିବା ବେଳେ ଏବେ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି । ଆରବିଆଇର ଘୋଷଣା ଅନୁସାରେ, ୨ ହଜାର ମୂଲ୍ୟର ବୈଧ ରହିବ କିନ୍ତୁ ତାକୁ ସର୍କୁଲେସନରୁ ବାହାର କରି ଦିଆଯିବ ।…

ଗୋଲାପି ହ୍ରଦରେ ଚାଲୁଛି ଟ୍ରେନ୍‌: ଏହା ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ସାଇବେରିଆ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ପ୍ରଥମ ଦେଖାରେ ନକଲି ମନେ ହୋଇଥାଏ । କିନ୍ତୁ ତାହା ପ୍ରକୃତରେ ବାସ୍ତବ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଇବେରିଆର ଏକ ହ୍ରଦ ମଝିରେ ଟ୍ରେନ୍…

ବିଜେପିର ୨୦୨୪ କସରତ, କାଲି ବସିବ ରାଜ୍ୟ କାର୍ଯକାରିଣୀ ବୈଠକ

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ଯାହାକୁ ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ବିଜେପି । ଏହି ସମୟରେ ରାଜ୍ୟ ବିଜେପି ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଯେଉଁଥିରେ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବ । ବିଜେପିର ଯୋଜନା ଅନୁସାରେ,…

ସାଙ୍ଗଙ୍କୁ ଡ଼ାକି ଭୋଜି ଦେଲେ: ଖାଇବା ପରେ ୨ ହଜାର ଟଙ୍କା ଲେଖାଏଁ ମାଗିଲେ

ବ୍ରିଟେନ: ବିବାହ ହେଉ ବା ଜନ୍ମ ଦିନ କି ବ୍ରତୋପନୟନ କିମ୍ବା କୌଣସି ଖୁସିରେ କେହି ଭୋଜି ଦେବାର ନାଁ ଶୁଣିଲେ ସମସ୍ତେ ଉତ୍ସାହିତ ହୁଅନ୍ତି । ଯେତେବେଳେ ଲୋକଙ୍କ ସହ ମିଶି ସୁସ୍ୱାଦୁ ଖାଦ୍ୟ ଖାଇବାର ସୁଯୋଗ ଆସେ, ସେତେବେଳେ ସମସ୍ତେ ଖୁସି ହୋଇଥାନ୍ତି । ଏପରି ଭୋଜିରେ ଖାଇବା ପରେ ଯଦି କେହି…

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଭାସୁଛି ପୋକ, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି

ଯାଜପୁର : କୋଲଡ଼ ଡ୍ରିଂକ୍ସ ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ ! କୋଲଡ଼ ଡ୍ରିଂକ୍ସ ବୋତଲରୁ ବାହାରୁଛି ପୋକ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ । ଖରାଦିନେ କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ବିଶେଷ କରି ନାମୀ ଦାମୀ କମ୍ପାନୀର କୋଲ୍ଡ ଡ୍ରିଙ୍କସ୍‌…

ଆଦାନୀ-ହିଣ୍ଡେନବର୍ଗ ମାମଲା, ସେବିକୁ କ୍ଲିନ୍ ଚିଟ୍ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ଦେଇଥିବା ବେଳେ କୌଣସି ନିଷ୍କର୍ସ ମିଳିନାହିଁ । ରିପୋର୍ଟରେ କୁହାଯାଇଛି, ଆଦାନୀ ଗ୍ରୁପ୍ କମ୍ପାନୀର ସେୟାରରେ ଏପେଟ ସେପଟ ଉପରେ ନଜର ରଖିବାରେ ସେବି ବିଫଳ ହୋଇଛି । କମିଟି…

ସ୍ୱାମୀର ଦୀର୍ଘାୟୁ କାମନା କରି ଝାରପଡା ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ୍

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ସ୍ତ୍ରୀ। ଓଡ଼ିଆ ପରମ୍ପରା ଅନୁଯାୟୀ ସଧବା ନାରୀ ମାନେ ସ୍ୱାମୀଙ୍କର ସୁସ୍ଥ ଶରୀର ଏବଂ ଦୀର୍ଘ ଆୟୁଷ କାମନା କରି ଆଜି ମାଙ୍କୁ ପୂଜା କରିଥାଆନ୍ତି । ନାଲି ଶଙ୍ଖା, ନୂଆ ଶାଢ଼ି, ଭୋଗ…

ଖେଳୁଥିବା ବେଳେ ଅଘଟଣ, ପୋଖରିରେ ବୁଡ଼ି ଯାଇ ଭାଇଭଉଣୀ ମୃତ

ଜୟପୁର: ବାପା ଜମିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରିରେ ବୁଡ଼ି ଭାଇଭଉଣୀ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପିପଳପୁଟ ଗାଁରେ । ଗାଁ ନିକଟସ୍ଥ ପୋଖରିରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ବୁଡ଼ି…

ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ପ୍ରଶାନ୍ତ କୁମାର ମିଶ୍ର ଓ କେଭି ବିଶ୍ୱନାଥନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଓକିଲ କେଭି ବିଶ୍ୱନାଥନ। ଶୁକ୍ରବାର ସେ ବିଚାରପତି ଭାବେ ଶପଥଗ୍ରହଣ କରିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ। ପ୍ରଧାନ ବିଚାରପତି ଡି.ୱାଇ…