Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଭେଟିଲେ ସିଦ୍ଧରମୈୟା, ମେ ୨୦ରେ ଶପଥ ଗ୍ରହଣ ସମାରୋହ

ବେଙ୍ଗଳୁରୁ: ସିଦ୍ଧରମୈୟା କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ସିଦ୍ଧରମୈୟା ଓ ଡିକେ ଶିବକୁମାର ଗୁରୁବାର ବେଙ୍ଗଳୁରୁ ପହଞ୍ଚିବା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ ସିଦ୍ଧରମୈୟାଙ୍କୁ ବିଧାୟକ ଦଳ ନେତା ବଛା ଯାଇଥିଲା । ଏହାପରେ ସିଦ୍ଧରମୈୟା ସରକାର ଗଠନ…

କ୍ଲାସେନଙ୍କ ଶତକ, ବାଙ୍ଗାଲୋର ସମ୍ମୁଖରେ ୧୮୭ ରନର ଲକ୍ଷ୍ୟ

ହାଇଦ୍ରାବାଦ: ଚଳିତ ଆଇପିଏଲ ଏବ ଅନ୍ତିମ ପର୍ଯ୍ୟାୟର ନିକଟତର ହେଉଛି । ପ୍ଲେ ଅଫ ପ୍ରବେଶ ପାଇଁ ବାକି ଥିବା ଅଧିକାଂଶ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଗୁରୁବାର ଅନୁଷ୍ଠିତ ମ୍ୟାଚରେ ହେନରିକ କ୍ଲାସେନଙ୍କ ଚମତ୍କାର ଶତକ ବଲରେ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟ ବିନିମୟରେ ୧୮୬ ରନ…

ଆଇପିଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାର ଏସପିଙ୍କ ସହ ମୋଟ ୧୮ ଜଣଙ୍କୁ ବଦଳି କରାଯାଇଛି । କେନ୍ଦୁଝର ଏସପି ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚର ଆଇପିଏସ୍ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି । ସେହିଭଳି ୨୦୧୧ ବ୍ୟାଚର…

ରେସଲିଂ: ଆଡ ହକ କମିଟିର ପ୍ରଥମ ଟ୍ରାଏଲରେ ହରିୟାଣା ରେସଲରଙ୍କ ପ୍ରାଧାନ୍ୟ

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ଦୁଷ୍କର୍ମ ଅଭିଯୋଗ ମାମଲାରେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଛନ୍ଦି ହୋଇ ପଡିଛନ୍ତି । ତାଙ୍କ ଅନୁପସ୍ଥିତିରେ ଗଠିତ ଆଡ ହକ କମିଟି ୧୭ ଓ ୨୩ ବର୍ଷରୁ କମ ଏସୀୟ ଚାମ୍ପିୟନଶିପ ପାଇଁ ରେସଲର ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରଥମ ଟ୍ରାଏଲରେ…

ବିଜେପି ବଢ଼ାଉଥିଲା କଂଗ୍ରେସ କମାଉଛି !

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟ ଓ ଦେଶରେ ନିର୍ବାଚନ ଥିବାରୁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ନେଇ ଆଗଉଛନ୍ତି। ବର୍ତ୍ତମାନର ଦେଶର ପ୍ରମୁଖ ସମସ୍ୟା ଦରଦାମ ବୃଦ୍ଧି ବୋଲି କୁହାଯାଉଛି। ଯାହାକି ପ୍ରତ୍ୟେକ ଲୋକଙ୍କ ପାଇଁ କଷ୍ଟ ଆଣିଦେଇଛି। ଯାହାକୁ କଂଗ୍ରେସ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ର…

ଡୋପ ଟେଷ୍ଟରେ ଧରା ପଡି ବାସନ୍ଦ ହେଲେ ବିଶ୍ୱ ରେକର୍ଡଧାରୀ ଆଥଲେଟ

ମୋନାକୋ: କେନିୟାର ବିଶ୍ୱରେକର୍ଡ ଧାରୀ ଦୂରଗାମୀ ଧାବକ ରୋନେକ୍ସ କ୍ରିପୁଟୁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ ଇଂଟିଗ୍ରିଟି ୟୁନିଟ ତାଙ୍କୁ ବାସନ୍ଦ କରିଛନ୍ତି । ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଧାରରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି । ରକ୍ତ ନମୁନାରେ ହୋଇଥିବା ପରିବର୍ତନକୁ…

କର୍ଣ୍ଣାଟକରେ ଯାହା ହୋଇଛି, ମଧ୍ୟପ୍ରଦେଶରେ ସେୟା ହେବ !

ଭୁବନେଶ୍ୱର: କର୍ଣ୍ଣାଟକରେ ଭିନ୍ନ ଷ୍ଟ୍ରାଟେଜି କରି ବଡ଼ ବିଜୟ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶରେ ସମାନ ଢାଞ୍ଚା ଆପଣାଇବା ଆରମ୍ଭ କରିଛି। ଏପରିକି ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବାବେଳେ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ମଧ୍ୟପ୍ରଦେଶରେ ପ୍ରଚାର ପ୍ରସାର ଆରମ୍ଭ କରିଦେଲାଣି।…

ରାମମୟ କଂଗ୍ରେସ, କଣ କରିବ ବିଜେପି?

ଭୁବନେଶ୍ୱର: ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ଆଗକୁ ବଢୁଛି କି କଂଗ୍ରେସ ? ସାଧାରଣତଃ ବିଜେପିକୁ ହିନ୍ଦୁତ୍ୱ ସହ ଯୋଡ଼ାଯାଏ। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପରେ ଏ କଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ବଜରଙ୍ଗ ଦଳ ବ୍ୟାନ କରାଯିବା ପ୍ରସଙ୍ଗକୁ କଂଗ୍ରେସ ଇସ୍ତାହାରରେ ସ୍ଥାନ…

ଦୁଷ୍କର୍ମ ମାମଲା: ଶ୍ରୀଲଙ୍କା କ୍ରିକେଟର ଦନୁଷ୍କାଙ୍କ ବିରୋଧରେ ଆସିଥିବା ୪ରୁ ପ୍ରତ୍ୟାହାର ହେଲା ୩ଟି ଅଭିଯୋଗ

ସିଡନୀ: ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗଣଥିଲକାଙ୍କୁ ଆଜି କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ତାଙ୍କ ବିରୋଧରେ ଆସିଥିବା ୪ଟିରୁ ୩ଟି ଅଭିଯୋଗକୁ ସିଡନୀ କୋର୍ଟ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି । ୩୨ ବର୍ଷୀୟ ଦନୁଷ୍କାଙ୍କୁ ଗତ ବର୍ଷ ଟି୨୦ ବିଶ୍ୱକପ ଅବସରରେ ପୋଲିସ…

ଆଗାମୀ ୫ ବର୍ଷରେ ରେକର୍ଡ ଭାଙ୍ଗିବ ତାତି, ଚେତାଇଲା ଡବ୍ଲୁଏମ୍ଓ

ନୂଆଦିଲ୍ଲୀ: ୨୦୨୩ରୁ ୨୦୨୭, ତାତିରୁ ମିଳିବନି ତ୍ରାହି । ବଢ଼ିବ ପାରଦ ବଢ଼ିବ ତାତି । ଏବେ ଭାରତ ସହ ବିଶ୍ୱର ଅନେକ ଦେଶରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବର୍ଷକୁ ବର୍ଷ ତାପମାତ୍ରା ମଧ୍ୟ ବଢ଼ି ଚାଲିଛି । ଡବ୍ଲୁଏମ୍ଓ (ୱାର୍ଲ୍ଡ ମେଟ୍ରୋଲୋଜିକାଲ୍ ଅର୍ଗାନାଇଜେସନ୍) ଅନୁସାରେ, ୨୦୨୩ରୁ…