Latest Odisha News

BREAKING NEWS

Browsing Category

ଫିଚର

ମାଆ-ଝିଅ ଏୟାରହୋଷ୍ଟେସ: ବିମାନ ଭିତରେ ମାତୃଦିବସର ଶୁଭେଚ୍ଛା ଜଣାଇଲେ : ଯାତ୍ରୀ ହୋଇପଡ଼ିଲେ ଭାବବିହ୍ୱଳ

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସେମାନଙ୍କ ମାଆ ହେଉଛନ୍ତି ସ୍ୱନନ୍ତ୍ର । ମାଆର ସ୍ଥିତିକୁ ବିଶ୍ୱର ଶୀର୍ଷରେ ରଖାଯାଇଛି । ଗୋଟେ ମାଆ ନିଜ ଦାୟିତ୍ୱରୁ କେବେ ବି ଦୂରେଇ ଯାଏ ନାହିଁ । ଆଧୁନିକ ଯୁଗର ମାଆମାନେ ନିଜ କ୍ୟାରିୟର ସହିତ ପିଲାଙ୍କ ଦାୟିତ୍ୱ ଭଲ ଭାବରେ ତୁଲାଇ ପାରୁଛନ୍ତି । ଯାହା ତାଙ୍କୁ…

‘ଇଡି’କୁ ସୁପ୍ରିମକୋର୍ଟ ଝଟକା, ବିରୋଧୀ କହୁଥିଲେ ସୁପ୍ରିମକୋର୍ଟ ଚେତାବନୀ ଦେଲେ

ଭୁବନେଶ୍ୱର: ଦେଶରେ ଅଣବିଜେପି ଶାସିତ ରାଜ୍ୟଗୁଡିକରେ ସିବିଆଇ ଓ ଇଡିର ଉଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ସବୁବେଳେ ଅଭିଯୋଗ ହୋଇଆସିଛି। ବିରୋଧୀଙ୍କୁ ଦମନ କରିବା ପାଇଁ ବିଜେପି ସିବିଆଇ ଇଡି ଆଦି ସଂସ୍ଥାକୁ ଅସ୍ତ୍ର କରିଥିବା କେବେଠୁ ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଆଗକୁ ନିର୍ବାଚନ…

ରାହୁଲଙ୍କୁ କାଉଣ୍ଟର କରିବେ ମୋଦି, ଭାରତ ଯୋଡୋ ବନାମ ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ନିର୍ବାଚନ ବୈତରଣୀ ସଫଳତାର ସହ ପାର ହେବାକୁ ହେଲେ ଜନସମ୍ପର୍କ ନିହାତି ଆବଶ୍ୟକ। ଯେଉଁଥିପାଇଁ ପଦଯାତ୍ରାକୁ ବିଭିନ୍ନ ସମୟରେ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯାଏ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏହାର ଏକ ବଡ଼ ଉଦାହରଣ ଭାବେ ନିଆଯାଉଛି। ଏପରିକି କର୍ଣ୍ଣାଟକରେ…

ବିରଳ ଘଟଣା: ମହିଳାଙ୍କ ଶରୀରରେ ଦୁଇଟି ଗର୍ଭାଶୟ, ଜନ୍ମ ନେଲେ ବି ଦୁଇଟି ପିଲା

ବିଟ୍ରେନ: ଜଣେ ମହିଳା ଯାଆଁଳା ହେଉ ବା ତିନୋଟି ସନ୍ତାନ ଜନ୍ମ ଦେବା ସମସ୍ତେ ଶୁଣିଥିବେ । କିନ୍ତୁ ଜଣେ ମହିଳାଙ୍କହ ଦୁଇଟି ଗର୍ଭାଶୟ ଥିବା ଶୁଣିଛନ୍ତି ? ତେବେ ବ୍ରିଟେନରେ ଜଣେ ମହିଳାଙ୍କର ଦୁଇଟି ଗର୍ଭାଶୟ ଥିବା ଦେଖିବାକୁ ମିଳିଛି । ଏଥିସହିତ ଦୁଇଟି ଗର୍ଭରୁ ଦୁଇଟି ପିଲା ଜନ୍ମ ମଧ୍ୟ…

ଶ୍ରୀମନ୍ଦିର ନୀତିକାନ୍ତିରେ କାହିଁକି ହେଉଛି ବିଳମ୍ବ, ସଫେଇ ରଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ଗତ କିଛି ଦିନ ହେବ ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ରୀତିନୀତିରେ ବିଳମ୍ବ ହେଉଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସ୍ପଷ୍ଟୀକରଣ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ଦ୍ୱାରଫିଟା ନୀତିରେ ବିଳମ୍ବ ଯୋଗୁ ସନ୍ଧ୍ୟା ଆଳତି,…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୮୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ଯାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଭିଡିଓ କନଫରେନ୍ସିଂ ଜରିଆରେ ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏହି…

ଯୁବକ ନିଜ କେଶରେ ୱିଗ୍ ତିଆରି କରି ମାଆକୁ ଦେଲେ ଉପହାର

ନ୍ୟୁୟର୍କ: ଦୁଇଦିନ ତଳେ ସାରାବିଶ୍ୱରେ ଲୋକେ ମାତୃ ଦିବସ ପାଳନ କରିଛନ୍ତି । କେହି କେହି ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହ ନିଜ ମାଆଙ୍କୁ ଦାମୀ ଉପହାର ମଧ୍ୟ ଦେଇଛନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ତାଙ୍କ ମାଆଙ୍କୁ ଏପରି ଉପହାର ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଖୁବ୍…

ଚୋରି ହୋଇଗଲା ସଲମାନ ଖାନଙ୍କ ଉଉଣୀଙ୍କର ହୀରା କାନଫୁଲ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ମୁମ୍ବାଇ ଘରେ ଚୋରି ହୋଇଛି। କୁହାଯାଉଛି ଯେ ଅର୍ପିତାଙ୍କ ଘରୁ ତାଙ୍କ ହୀରା କାନଫୁଲ ଚୋରି ହୋଇଛି। ଏହି ମାମଲାରେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅର୍ପିତା ଖାନ ମୁମ୍ବାଇର ଖାର ପୋଲିସ ଷ୍ଟେସନକୁ ଯାଇ କାନଫୁଲ ଚୋରି ହେବା ପରେ…

ଉପମୁଖ୍ୟମନ୍ତ୍ରୀ ହେବାକୁ ସଫା ମନା କରିଦେଲେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନେଇ କଂଗ୍ରେସରେ ଏବେ ଏକ ବିବାଦ ଲାଗି ରହିଛି। ଏବେ ଖବର ଆସୁଛି ଯେ ଡି.କେ ଶିବକୁମାର ରାଜି ନୁହଁନ୍ତି ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ। ଡି.କେଙ୍କୁ ଦିଆଯାଇଥିବା ଅଫର ପାଇଁ ସେ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ପ୍ରକାଶ।…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହଯୋଗୀଙ୍କ ସମେତ ଆଠଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ସିବିଆଇ ବୁଧବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। କୁହାଯାଇଛି ଯେ ରିଲାଏନ୍ସ ବୀମା ଦୁର୍ନୀତି ସମ୍ପର୍କିତ ମାମଲାରେ ସିବିଆଇ ଏହି ଏହି ଚଢାଉ କରିଛି। ବୁଧବାର ମଲିକଙ୍କ ତତ୍କାଳୀନ ସହଯୋଗୀଙ୍କ ଘରେ ଏବଂ ଦିଲ୍ଲୀ ଏବଂ…