Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁର ସର୍କଲ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କଏଦୀ!

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। ବେକରେ ଗାମୁଛା ଦେଇ ଝୁଲିପଡ଼ିଲେ କଏଦୀ। ଜେଲ୍‌ କୋଠରୀରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃତକ ଜଣଙ୍କ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ। ତାଙ୍କ ବୟସ ୩୫ ହେବ। ଏକ ପାରିବାରିକ କଳହ ମାମଲାରେ…

ସୁନା କିଣିବାକୁ ଯାଉଛନ୍ତି କି ! ଥରେ ନଜର ପକାନ୍ତୁ କେତେ ରହିଛି ସୁନା ଦର ?

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ସୁନାର କ୍ରମାଗତ ଦର ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଲୋକଙ୍କୁ ବିଚଳିତ କରିଛି। ତେବେ ଆଜି କେତେ ରହିଛି…

ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା

ପୁରୀ: ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ୨୧ ଦିନ ଧରି ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଏକାଦଶୀ, ୧୯ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଦିନ ଶୀତଳ ଷଷ୍ଠୀ ଓ ୩୧ ତାରିଖ ଦିନ ରୁକ୍ମିଣୀ ବିବାହ ମହାପ୍ରଭୁଙ୍କ…

ଶୋଇଥିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା କାର୍‌, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୌଦ୍ଧ : ଭାରସାମ୍ୟ ହରାଇ ଘରେ ପଶିଗଲା କାର୍‌ । ଶୋଇଥିବା ଅବସ୍ଥାରେ ମହିଳାଙ୍କ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ରାଧାନଗର ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ…

କେଉଁ ସମୟରେ ବ୍ୟାୟାମ କରିବା ଉଚିତ୍‌ ?

ସୁସ୍ଥ ଶରୀର ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । ବିଶେଷ କରି ସକାଳ ସମୟରେ ବ୍ୟୟାମ କରିବା ଶରୀର ପାଇଁ ଅଧିକ ଫାଇଦାବନ୍ତ ହୋଇଥାଏ । ତେବେ ବ୍ୟାୟାମର ସଠିକ ସମୟ ହେଉଛି ଧ୍ୟାନ। ଆପଣ କେତେବେଳେ ବ୍ୟାୟାମ ପାଇଁ ସମୟ ବାହାର କରିପାରୁଛନ୍ତି ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ । ତେଣୁ…

୪୦ ବର୍ଷ ପରେ କର୍ଣ୍ଣାଟକରେ ରେକର୍ଡ ସଂଖ୍ୟକ ଭୋଟ୍ ହାତେଇ ଖୁସିରେ ଗଦ ଗଦ ହେଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟର ପରିମାଣ ୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଉଭୟ ଆସନ ଓ ଭୋଟ୍ ହାର ଦୃଷ୍ଟିରୁ ଏକ ରେକର୍ଡ। ଦଳ ୪୨.୯ ପ୍ରତିଶତ ଭୋଟ୍ ସହ ୧୩୭ଟି ଆସନରେ ବିଜୟୀ ହୋଇଛି। ଯାହାକି ୨୦୧୮ ତୁଳନାରେ ୫୭ଟି ଅଧିକ। କଂଗ୍ରେସ ଏହିପରି ଏକ ପ୍ରଦର୍ଶନ…

ଦେଶର ସମସ୍ତ ବନ୍ଦରକୁ ପଛରେ ପକାଇ ‘ସାଗର ଶ୍ରେଷ୍ଠ ସମ୍ମାନ’ ହାତେଇଲା ପାରାଦୀପ

ପାରାଦୀପ (କମର୍ଜିତ ଜେନା): ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦୀପ ବନ୍ଦରକୁ ଭାରତର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି ହାର ହାସଲ କରିଥିବାରୁ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ପାଇଁ ସମ୍ମାନଜନକ 'ସାଗର ଶ୍ରେଷ୍ଠ ସମ୍ମାନ' ପ୍ରଦାନ କରାଯାଇଛି। ବନ୍ଦର…

ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ କିଏ ହେବେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କିଏ ହେବେ  ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ, ମୁଖ୍ୟ ଭିଜିଲାନ୍ସ କମିଶନର ଏବଂ ଲୋକପାଳ ମୁଖ୍ୟ। ଏଥିପାଇଁ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି.ଓ୍ୱାଇ…

କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ସଲମାନ ଖାନ୍

କୋଲକାତା: ବଲିଉଡ ସୁପରଷ୍ଟାର ସଲମାନ ଖାନ ଶନିବାର ସନ୍ଧ୍ୟାରେ କାଲିଘାଟ ବାସଭବନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଶନିବାର ସନ୍ଧ୍ୟାରେ ସଲମାନ ଖାନ କାଲିଘାଟରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ମମତା ବାନାର୍ଜୀ…

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଆଜି କଂଗ୍ରେସ ବିଧାୟକ ଦଳର ବୈଠକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହେହା ପରେ ଏବେ ଆଜି ରାଜ୍ୟରେ ଏହାର ନୂଆ ନିର୍ବାଚିତ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ବୈଠକରେ ବିଚାର ବିମର୍ଶ ପରେ ବିଧାନସଭା ଦଳର ଜଣେ ନୂଆ ନେତା ନିର୍ବାଚିତ ହେବେ। ଫଳାଫଳ ବାହାରିବା ପରେ ଶନିବାର ସାମ୍ବାଦିକ ସମ୍ମିଳନୀକୁ…