Latest Odisha News

BREAKING NEWS

Browsing Category

ଫିଚର

ବୁଡ଼ିଯିବା ବେଳେ ଜଣେ ଅନ୍ୟ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ସାଙ୍ଗ ପ୍ରାଣ ହରାଇଲେ

ଭଦ୍ରକ : ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଶନିବାର ଦୁଇ ସାଙ୍ଗ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଜଣେ ଅନ୍ୟ ଜଣଙ୍କୁ ବୁଡି ଯିବା ବେଳେ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ୟାମପୁର ଗ୍ରାମର କମଳ ଲୋଚନ ମଲ୍ଲିକ ଓ…

୨୦୦୪ରେ ସୋନିଆ କାହିଁକି ପ୍ରଧାନମନ୍ତ୍ରୀ ହେଲେ ନାହିଁ? ଗୁମର ଖୋଲିଲେ ଗୁଲାମ୍ ନବୀ ଆଜାଦ୍

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ମୁଖ୍ୟ ଗୁଲାମ୍ ନବୀ ଆଜାଦ୍ ତଥା ପୂର୍ବତନ କଂଗ୍ରେସ ନେତା ପ୍ରଥମ ଥର ପାଇଁ କହିଛନ୍ତି ଯେ ସୋନିଆ ଗାନ୍ଧୀ ୨୦୦୪ରେ ପ୍ରଧାନମନ୍ତ୍ରୀ ହେବାକୁ କାହିଁକି ମନା କରିଥିଲେ ଏବଂ ମନମୋହନ ସିଂହଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ପଦ ପାଇଁ ଅଧିକ…

ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ରାଷ୍ଟ୍ରପତିଙ୍କ ଐତିହାସିକ ଉଡାଣ

ଗୌହାଟି: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶନିବାର (ଏପ୍ରିଲ ୮, ୨୦୨୩) ଆସାମର ତେଜପୁର ସ୍ଥିତ ବାୟୁସେନା ଘାଟୀରୁ ସୁଖୋଇ ୩୦ ଏମ୍‍କେଆଇ ଯୁଦ୍ଧ ବିମାନରେ ଏକ ଐତିହାସିକ ଉଡାଣ କରିଥିଲେ । ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଥିବା ରାଷ୍ଟ୍ରପତି ବାୟୁସେନା ଘାଟୀକୁ ଫେରିବା…

ସିମ୍ କାର୍ଡ ଜାଲିଆତି ଉପରେ ରୋକ୍ ଲଗାଇବାକୁ ସରକାର ନେଇପାରନ୍ତି ଏପରି ପଦକ୍ଷେପ

ନୂଆଦିଲ୍ଲୀ: ବଢୁଥିବା ସିମ୍ କାର୍ଡ ଜାଲିଆତିକୁ ନଜରରେ ରଖି ଦେଶର ଟେଲିକମ ବିଭାଗ (DoT) ନୋ-ୟର-କଷ୍ଟମର (Know Your Customoer) ଭେରିଫିକେସନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ଏହି ପରିବର୍ତ୍ତନରେ ଗୋଟିଏ ଆଇଡି ବା ପରିଚୟ ପତ୍ରରେ ଜାରି ହୋଇଥିବା ସିମ୍ କାର୍ଡର…

ଝାରସୁଗୁଡା ଉପନିର୍ବାଚନରୁ ସୁଶାନ୍ତ ସିଂହ ବାଦ୍ ପଡ଼ିବା, ବିରୋଧୀଙ୍କୁ ଜବାବ ଦେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦଳର ବରିଷ୍ଠ ନେତା ତଥା ପଶ୍ଚିମ ଓଡ଼ିଶାର ବିଜୁ ଜନତା ଦଳ ବିଧାୟକ ସୁଶାନ୍ତ ସିଂହ ନିର୍ବାଚନ ପରିଚାଳନାରୁ ବାଦ୍ ଦିଆଯିବା ଘଟଣା ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଉଭୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଏହାକୁ ନେଇ ଶାସକ ଦଳକୁ…

ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା, ଅପହରଣକାରୀ ଓ ସମର୍ଥକଙ୍କ ବାପାଙ୍କ ଫୋନ୍ କଲ୍ ଭାଇରାଲ!

ଝାରସୁଗୁଡା: ବରଗଡ଼ ଜିଲ୍ଲା ସରବାହାଲ ଅଞ୍ଚଳରୁ ଅପହୃତ ସମର୍ଥ ଅଗ୍ରଓ୍ବାଲଙ୍କ ଅପହରଣକାରୀ କରିଥିବା ଫୋନ୍ କଲର ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏହି କ୍ଲିପରୁ ଜଣାପଡ଼ୁଛି ଯେ ଅପହରଣକାରୀ ସମର୍ଥଙ୍କ ବାପା ସୁନୀତ ଅଗ୍ରଓ୍ୱାଲଙ୍କଠାରୁ ୯୦ ଲକ୍ଷ ଟଙ୍କା ପୁଅର ମୁଣ୍ଡ ପାଇଁ ମାଗିଥିଲେ। ଏହି ଅଡିଓ…

ବଲାଙ୍ଗୀର ପରେ ସମ୍ବଲପୁରରେ ନକଲି ସାର୍ଟିଫିକେଟ ଘଟଣାର ତଦନ୍ତ ଆରମ୍ଭ

ସମ୍ବଲପୁର: ବଲାଙ୍ଗୀର ପରେ ସମ୍ବଲପୁରରେ ଆରମ୍ଭ ହୋଇଛି ଫେକ୍ ସାର୍ଟିଫିକେଟ ମାମଲାର ତଦନ୍ତ । ଏଠାରେ ମଧ୍ୟ ଡାକ ବିଭାଗରେ ଚାକିରି କରୁଥିବା ଆଶାୟୀ ନକଲି ସାର୍ଟିଫିକେଟ ଦେଇଥିଲେ ବୋଲି ଅଭିଯୋଗ ରହିଛି। ଅନ୍ୟ କେତେକ ଜିଲ୍ଲାରୁ ମଧ୍ୟ ଏଭଳି ଅଭିଯୋଗ ରହିଛି। ସମ୍ବଲପୁର ଡିଭିଜନ ପୋଷ୍ଟାଲ…

ଆଇଟିଏଫ ଏସୀୟ ୧୪, ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ: କୋରିଆର କ୍ଲିନ ସୁଇପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ୧୪ ଓ ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ କୋରିଆ ସମସ୍ତ ୪ଟି ଟାଇଟଲ ହାସଲ କରି କ୍ଲିନ ସୁଇପ କରିଛି । ଭାରତର ବାଳିକା ଟିମ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ରନର୍ସଅପ ହୋଇଛନ୍ତି ।…

ଯୁକ୍ତ ୨ ପରୀକ୍ଷାର ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗର ଅଧ୍ୟାପକ

ଭୁବନେଶ୍ୱର: ଲୋୟର ପିଏମଜିରେ ୫୫ ଦିନ ଧରି ଧାରଣାରେ ବସିବା ପରେ ୬୬୨ ବର୍ଗର କଲେଜ ଅଧ୍ୟାପକମାନେ ଯୁକ୍ତ ୨ ଉତ୍ତର ଖାତା ମୂଲ୍ୟାୟନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ୬୬୨ ବର୍ଗ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଙ୍ଘର ସଭାପତି ଗୋଲକ ନାୟକ ଏହି…

କର୍ଣ୍ଣାଟକରେ ବାଟ ପାଉନି ବିଜେପି !

ଭୁବନେଶ୍ୱର: କର୍ଣାଟକରେ ବିଜେପିକୁ ପରାଜୟର ସ୍ବାଦ ଚାଖିବାକୁ ପଡିବ କି ? ରାହୁଲଙ୍କ ଯାଦୁ କର୍ଣାଟକରେ କାର୍ଯ୍ୟ କରିବ କି ?ଏମିତି କିଛି କଳ୍ପନାଜଳ୍ନନା ନିର୍ବାଚନର ବହୁ ପୂର୍ବରୁ ପ୍ରକାଶ ପାଇଲାଣି । କର୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଉପରେ କାର୍ୟ୍ଯାନୁଷ୍ଠାନ ଏବଂ ତାଙ୍କ ସଦସ୍ୟ…