Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍, ବରିଷ୍ଠ ଅଧିକାରୀଙ୍କୁ ସମନ୍ କରିବ ସିବିଆଇ!

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି। ଦୁଇଟି ଟିମର ୮ ଜଣ ଅଧିକାରୀ ଆସି ଏହି ରେଡ୍ କରିବା ସହିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡି, ୬ ମୃତ

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁର୍ଘଟଣାର ଶିକାର ହୋଇଛି ଏକ ବରଗାଡି ଯାତ୍ରୀ। ବିଳମ୍ବିତ ରାତିରେ ସମ୍ବଲପୁରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ଜଣଙ୍କର କୌଣସି…

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ମା’ ଝିଅକୁ ଧକ୍କା ଦେଲା ‘ମଦ୍ୟପ’ କାର ଡ୍ରାଇଭର

କଟକ: ଯେତେବେଳେ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ ଯାଇ ସାରା ରାଜ୍ୟରେ ପୋଲିସ ଧରପଗଡ ଚଳାଇଛି ସେହି ସମୟରେ ଜଣେ ମଦ୍ୟପ କାର ଡ୍ରାଇଭର ମା' ଝିଅକୁ ଧକ୍କା ଦେଇଛି। ଗୁରୁବାର ସଂଧ୍ୟାରେ କଟକରେ ଦେଖିବାକୁ ମିଳିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ,…

ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତ ଦେହ, ବୁଧବାର ରାତିରେ କରିଥିଲେ ଗୃହ ପ୍ରବେଶ

ବଲାଙ୍ଗୀର: ନିକଟରେ ଘର ଭଡା ନେଇଥିଲେ ରହିବାକୁ । କିନ୍ତୁ ଘରେ ରହିବାର ଚବିଶ ଘଣ୍ଟା ବିତିନି ଭଡାଟିଆଙ୍କ ମର ଶରୀର ଉଦ୍ଧାର ହୋଇଛି। ବଲାଙ୍ଗୀର ସହରରେ ଏପରି ଏକ ଘଟଣା ଘଟିଛି। ମୃତକ ଜଣଙ୍କ ପେଶାରେ ଜଣେ ଆୟୁର୍ବେଦିକ ଡାକ୍ତର। ଏବେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଟ୍ଟା ବଢ଼ିଛି।…

ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ

କଟକ: ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ। ଗୁରୁବାର କଟକ ସହରର ଏକ ସପିଂ ମଲରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଚଢ଼ାଉ କରିଛି। କଟକ ଜୋନ୍-୬ ଏସିପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ସୂତ୍ରରୁ ଖବର ପାଇ ବାଦାମବାଡି…

ଗୁଜରାଟ-ଚେନ୍ନାଇ ଉଦଘାଟନୀ ମୁକାବିଲା

ଅହମ୍ମଦବାଦ: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ ଆଇପିଏଲ । ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ପଦାର୍ପଣ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟଲ ହାସଲ କରି…

୨୫ ପର୍ଯ୍ୟବେକ୍ଷକଙ୍କ ସହ ନବୀନ କରିବେ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ପରିବର୍ତ୍ତନ ହେବା ପରେ ପରେ ୨୦୨୪କୁ ଆଖି ଆଗରେ ରଖି ବିଜେଡି ୩୦ ଜିଲ୍ଲା ପାଇଁ ୨୫ ପର୍ଯ୍ୟବେକ୍ଷକ ବା ସେନିପତି ନିଯୁକ୍ତ କରିଛି। ଯେଉଁଥିରୁ ସର୍ବାଧିକ ୪ଟି ଜିଲ୍ଲାର ଦାୟିତ୍ୱ ରହିଛି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କାନ୍ଧରେ ।…

ଅଚାନକ ନୂଆ ସଂସଦ ଭବନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ, ନିର୍ମାଣଧୀନ ଶ୍ରମିକଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ କୋଠାକୁ ଯାଇ ପରିଦର୍ଶନ କରିଛନ୍ତି। ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ସେ ଘଣ୍ଟାଏରୁ ଅଧିକ ସମୟ ନୂଆ ସଂସଦ ଭବନର କୋଠାକୁ ବୁଲି ଦେଖିବା ସହିତ ନିର୍ମାଣକାମରେ ନିୟୋଜିତ କର୍ମଚାରୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ସ୍ମାରକୀ ଡାକଟିକଟ ଉନ୍ମୋଚିତ

କଟକ: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶା ଏବଂ କଟକ ନଗରର ଐତିହ୍ୟ ଓ ଗୌରବର ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ନାମରେ ସ୍ମାରକୀ ଡାକଟେକଟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗ…