Latest Odisha News

BREAKING NEWS

Browsing Category

ଫିଚର

ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଲଣ୍ଡନ: ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ପିଭି ସିନ୍ଧୁ ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମହିଳା ସିଙ୍ଗଲ୍ସର ଏହି ମୁକାବିଲାରେ ସିନ୍ଧୁଙ୍କୁ ୧୭-୨୧, ୧୧-୨୧ରେ ଚୀନର ଝାଙ୍ଗ ୟୋ ମେନ ପରାସ୍ତ କରିଥିଲେ । ଚଳିତ ବର୍ଷ ସିନ୍ଧୁ ମାଲେସିଆ ଓପନ,…

ଶିକ୍ଷକଙ୍କୁ ଏତେ ଡର କାହିଁକି ?

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଭୁବନେଶ୍ୱର ମନା। ବିଭିନ୍ନ ଦାବି ନେଇ ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିକ୍ଷକଙ୍କ କଣ୍ଠରୋଧ ବୋଲି…

ଉଦ୍ଧବଙ୍କୁ ଆଉ ଏକ ଝଟକା, ଶିନ୍ଦେ କ୍ୟାମ୍ପରେ ଯୋଗ ଦେଲେ ଦୀପକ ସାୱନ୍ତ

ପୁଣେ: ମହାରାଷ୍ଟ୍ର ରାଜନୀତିରେ ବୁଧବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅତି ନିକଟତମ ବିବେଚନା କରାଯାଉଥିବା ଦୀପକ ସାୱନ୍ତ ବିପକ୍ଷ କ୍ୟାମ୍ପରେ ଯୋଗ ଦେଇଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକଙ୍କ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ…

‘ଶଙ୍ଖ ମୋ ଗର୍ବ’ କେବଳ ସ୍ଲୋଗାନ ନା ସତରେ ଗର୍ବ !

ଭୁବନେଶ୍ୱର: ଗୋଟିଏ ଗୋଟିଏ ବାକ୍ୟ ଲୋକଙ୍କ ହୃଦୟ କିଣିବାକୁ ସକ୍ଷମ ହୋଇଥାଏ। ସେଭଳି କିଛି ହୃଦୟଛୁଆଁ ବାକ୍ୟକୁ ସ୍ଲୋଗାନ ଆକାରରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରିବା ସହ ସଫଳତାର ଶୀର୍ଷ ଛୁଇଁଛନ୍ତି। ଦଳ ସପକ୍ଷରେ ଏ ସବୁ ସ୍ଲୋଗାନ ଏକ ବାତାବରଣ ତିଆରି କରିବାରେ ସଫଳ ହୁଏ। ଜାତୀୟ ଦଳ ହେଉ…

ଧୋନୀ ପାଲଟିଲେ ରକଷ୍ଟାର

ଚେନ୍ନାଇ: ମାର୍ଚ୍ଚ ୩୧ରୁ ଇଣ୍ଡିଆନ ପ୍ରିମିୟର ଲିଗର ଅଗାମୀ ସଂସ୍କରଣ ଆରମ୍ଭ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଚେନ୍ନାଇ ସୁପର କିଙ୍ଗସର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଗତ ସଂସ୍କରଣର ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ ।…

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାସ, ଆଇପିଏଲ ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ଶ୍ରେୟାସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରି ଯାଇଛନ୍ତିି । ୪ର୍ଥ ଟେଷ୍ଟ ପରେ ସେ ପିଠି ସମସ୍ୟା ନେଇ ବୋର୍ଡକୁ ଅବଗତ କରିଥିଲେ । ମାର୍ଚ୍ଚ ୧୭ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଶ୍ରେୟାସଙ୍କ ଆଇପିଏଲ ଖେଳିବା ନେଇ ମଧ୍ୟ ସନ୍ଦେହ…

ଜୟନାରାୟଣଙ୍କୁ ଲାଗିଛି 5-ଟି ଭୂତ, ଝାଡ଼ି ହେବାକୁ ପରାମର୍ଶ ଦେଲେ ଅମର

ଭୁବନେଶ୍ୱର: 5-ଟିକୁ ନେଇ ବାରମ୍ବାର ପ୍ରଶ୍ନ କରୁଥିବା  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଚିଡି ଗଲାଣି ବିଜେଡି! କାଲି ଅରୁଣ ସାହୁଙ୍କ ପରେ ଆଜି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ରଖିଥିବା ବୟାନ ହିଁ ଏହାର ପ୍ରମାଣ ଦେଉଛି । ବିରୋଧୀ ଦଳ ବିଧାୟକ ଅପ୍ରାସଙ୍ଗିକ କଥା କହି…

୯୦ ସେକେଣ୍ଡରେ ଗର୍ଭସ୍ଥ ଛୁଆର ହାର୍ଟ ସର୍ଜରୀ ସଫଳ

ନୂଆଦିଲ୍ଲୀ: ମାଆ ଗର୍ଭରେ ଛୁଆର ଅପରେସନ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହା ସମ୍ଭବ ହୋଇଛି । ଦିଲ୍ଲୀ ଏମ୍ସରେ ମାଆ ଗର୍ଭରେ ଛୁଆର ହାର୍ଟ ସର୍ଜରୀ ଭଳି ବିରଳ ଅପରେସନ୍ ସଫଳ ହୋଇଛି । ଏବେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଏମ୍ସ…

ପଦାରେ ପଡିଲା ଅସଲ ବନ୍ଧୁତା: ଋଣ ନ ଶୁଝିବାରୁ ପାକିସ୍ତାନ ଉପରେ ବର୍ଷିଲା ଚୀନ

ଇସଲାମବାଦ: ଆଖି ଖୋଲି ଯାଇଛି ପାକିସ୍ତାନର । ପାଇଯାଇଛି ପ୍ରକୃତ ବନ୍ଧୁର ଜବାବ । ଯାହାକୁ ବନ୍ଧୁ ବୋଲି ଭାବି ନାଚୁଥିଲା ସେ ଆଜି ବିପଦବେଳେ ପାନେ ଦେଇଛି । ଆମେ କହୁଛୁ ଚୀନ କଥା ।   ପାକିସ୍ତାନର ବିପତ୍ତିବେଳେ ସହାୟତାର ହାତ ବଢାଇବା ପରିବର୍ତ୍ତେ ଚୀନ ଦେଇଛି ବିଧା ।   ରାଜନୈତିକ ସଙ୍କଟ…

ଇମ୍ରାନ ଖାନଙ୍କୁ ସାମୟିକ ଆଶ୍ୱସ୍ତି, ଗିରଫ ନ କରି ଫେରିଲା ପୋଲିସ

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋରର ଏକ କୋର୍ଟ । ପୋଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନକୁ ଘେରି ରହିଥିଲା । ଯାହା ପରେ ଲାହୋର…