Latest Odisha News

BREAKING NEWS

Browsing Category

ଫିଚର

ଅଧା ନିଦରୁ ଉଠି ଭୂତଙ୍କ ପରି ସ୍କୁଲ ଧାଉଁଛନ୍ତି ଛାତ୍ରଛାତ୍ରୀ: ଚିନ୍ତାରେ ଅଭିଭାବକ

ଜାକର୍ତ୍ତା: ଇଣ୍ଡୋନେସିଆ ପୂର୍ବ ଭାଗରେ ଥିବା ଏକ ସହରରେ ଆଜି ସକାଳୁ ସକାଳୁ ଆଚମ୍ବିତ କଲା ପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ କିଛି  ପିଲା ଭୂତଙ୍କ ପରି ସ୍କୁଲ ଅଭିମୁଖେ ଧାଉଁଥିଲେ । ସମସ୍ତଙ୍କ ଆଖିରେ ନିଦ ଭର୍ତ୍ତି ହେଇଥିଲା । ତଥାପି ସେମାନେ ପଡି ଉଠି ସ୍କୁଲ ଅଭିମୁଖେ…

୨୦୩୦ ଫିଫା ବିଶ୍ୱକପ: ସ୍ପେନ, ପର୍ତୁଗାଲ ସହ ମିଶି ମରକ୍କୋ ଦାଖଲ କରିବ ବିଡ

ଦୁବାଇ: ୨୦୩୦ ଫିଫା ବିଶ୍ୱକପ ଫୁଟବଲ ପାଇଁ ବିଡ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବୁଧବାର ସ୍ପେନ ଓ ପର୍ତୁଗାଲ ସହ ମିଶି ମରକ୍କୋ ଏଥିପାଇଁ ଅଂଟା ଭିଡିଛି । ପୂର୍ବରୁ ସ୍ପେନ ଓ ପର୍ତୁଗାଲ ସହ ୟୁକ୍ରେନ ବିଡ ଦାଖଲ କରିବ ବୋଲି ସ୍ଥିର ହୋଇଥିଲା । ମାତ୍ର ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ…

ଲୁଣ ଖାଇ ମରିବେ ୭୦ ଲକ୍ଷ ଲୋକ: WHO

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ…

ପଶ୍ଚିମା ଝଡ ପ୍ରଭାବ: ଆଜିଠୁ ୫ ଦିନ ଧରି ବର୍ଷିବ

ଭୁବନେଶ୍ୱର:ଆଜିଠୁ ୫ ଦିନ ଧରି  ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର…

ଗୃହରେ ବିରୋଧୀ ଉଠାଇଲେ ଡ୍ରାଇଭର ସଂଘର ଦାବି; ମନ୍ତ୍ରୀ କହିଲେ କମିଟି କରିବ ଆଲୋଚନା

ଭୁବନେଶ୍ୱର: ଷ୍ଟିଅରିଂ ଛାଡି ରାଜରାସ୍ତାରେ ବସିଛନ୍ତି ଡ୍ରାଇଭର । ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲୋକେ । ତେଣୁ ତୁରନ୍ତ ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହର…

ସଲମାନଙ୍କୁ ପୁଣି ଧମକ ଦେଲେ ଲରେନ୍ସ ବିଶ୍ନୋଇ

ମୁମ୍ବାଇ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଜେଲରେ ଥାଇ ପୁନର୍ବାର ସଲମାନ ଖାଁଙ୍କୁ ଧମକ ଦେଇଛନ୍ତି । ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ବିଶ୍ନୋଇ ସମାଜକୁ ଯଦି ସଲମାନ କ୍ଷମା ନ ମାଗିବେ ତାହାହେଲେ ପରିଣାମ ଭୋଗିବାକୁ ପ୍ରସ୍ତୂୁତ ରହିବେ । କୃଷ୍ଣସାର ମୃଗ ଶୀକାର…

୨୦୨୩-୨୪ ସୁଦ୍ଧା ଏହି ସବୁ ସହରକୁ ମିଳିପାରେ ପାଇପ ଯୋଗେ ରନ୍ଧନ ଗ୍ୟାସ

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ପାଇପ ଯୋଗେ ଗ୍ୟାସ ଯେଗାଇ ଦିଆଯିବ । ଏଥିପାଇଁ କାମ ଚାଲିଛି । ଆସନ୍ତା ଆର୍ଥିକ ବର୍ଷ ୨୦୨୩-୨୪ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।…

ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଦିଲ୍ଲୀର ବିଧାୟକ ମାନଂକ ଦରମା ବୃଦ୍ଧି ପରେ ଓଡ଼ିଶା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠିଛି ।  ବିଧାୟକଙ୍କ ଦରମା  ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଆଲୋଚନା ହୋଇଥିଲା । ଏହି ପ୍ରସଙ୍ଗକୁ ସବୁ ଦଳର ବିଧାୟକ ସମର୍ଥନ…

ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା କରୋନାର ନୂଆ ୬୧୮ଟି ମାମଲା

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେଲା ଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଗତ କିଛି ଦିନ ହେବ ଦେଶରେ ୪୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୮ଟି ନୂଆ କରୋନା ମାମଲା ଆସିଛି ।…

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଳିଲା ଜାମିନ  । ହାଇକୋର୍ଟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଛନ୍ତି । ୩ଟି ମାମଲାରୁ ମାତ୍ର ୨ଟି ମାମଲାରେ ଜଗବନ୍ଧୁଙ୍କୁ ମିଳିଛି  ଜାମିନ । ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ…