Latest Odisha News

BREAKING NEWS

Browsing Category

ଫିଚର

ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି କହିଲେ ଫାର୍ମ ହାଉସ ମାଲିକଙ୍କ ଦ୍ୱିତୀୟ ପତ୍ନୀ

ମୁମ୍ବାଇ: ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ନେଇ ଯାଂଚ ଚାଲିଛି । ସତୀଶ ମାର୍ଚ୍ଚ ୮ରେ ଦିଲ୍ଲୀର ଏକ ଫାର୍ମ ହାଉସରେ ଆୟୋଜିତ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ । ଫାର୍ମ ହାଉସରେ କେତେକ ଆପତିଜନକ ଔଷଧ ମିଳିବା ପରେ ପୋଲିସ…

ଗୁଳିକାଣ୍ଡର ଦିନକ ପୂର୍ବରୁ ଫୋନରେ ଝିଅ ଦୀପାଳିକୁ କ’ଣ କହିଥିଲେ ନବ ଦାସ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଏଯାଏ କାହା ମନରୁ ଲିଭି ନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । କାହିଁକି ଗୋପାଳ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲା ତାହା ଏବେ ବି ଜଣାପଡ଼ିନି । କିନ୍ତୁ ଜାନୁଆରୀ ୨୯ ତାରିଖର ଠିକ୍ ପୂର୍ବ ଦିନ ନବ ତାଙ୍କ…

ବର୍ଡର-ଗାଭାସ୍କର ଟ୍ରଫି: ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହେଲେ କୋହଲି

ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ୪ର୍ଥ ଦିବସ ବିରାଟ କୋହଲି କମାଲ କରିଛନ୍ତ । ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସେ ୧୮୬ ରନର ଇନିଂସ ଖେଳି ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହୋଇଛନ୍ତି । କୋହଲିଙ୍କ ଇନିଂସ ବଳରେ ଅଷ୍ଟ୍ରେଲିଆର ୪୮୦ ରନ ଜବାବରେ ଭାରତ ୫୭୧ ରନ କରିଛି…

ସାଙ୍ଗ ବାହାଘରକୁ ଯାଉଥିଲେ ୩ ସାଙ୍ଗ, ବାଟରେ ଜୀବନ ନେଇଗଲା ଯମ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, ବାଇକରେ କୁଳେଇ ଗାଁର ୩…

ଆର୍ଯ୍ୟନଙ୍କୁ ଗିରଫ କରିଥିବା ସମୀରଙ୍କ ଉପରେ ନିର୍ମିତ ହେବ ଫିଲ୍ମ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଡ୍ରଗ୍ସ କେସରେ ଗିରଫ କରି ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି ଜୀଶନ ଅହମ୍ମଦ । ସେ ଏହା ପୂର୍ବରୁ ପଙ୍କଜ ତ୍ରିପାଠୀଙ୍କ ସହ ମିଶି ଅଟଳ ବିହାରୀ…

ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ଝିଅ-ଝିଅ ଓ ପୁଅ-ପୁଅ ମଧ୍ୟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ବିରୋଧ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହ ନେଇ…

ବଳପୂର୍ବକ ଟେକି ନେଲେ, ୩ ଦିନ ହାଜତରେ ରଖି ପୋଲିସ ମାଡ଼ ମାରିଥିବା ଯୁବକଙ୍କ ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ରହିଛି । ହେଲେ ପୋଲିସ ଯଦି ନିଜେ ଉଶୃଙ୍ଖଳ ହେବ ଲୋକେ କାହାକୁ ଭରସା କରିବେ ? କାହା ପାଖକୁ ନ୍ୟାୟ ପାଇଁ ଯିବେ ? ଏ ପ୍ରଶ୍ନ ଆମେ କରୁନୁ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ତରଡ଼ାପଡ଼ା ଗାଁର ରଶ୍ମିରଞ୍ଜନ ମଲ୍ଲିକଙ୍କ ପରିବାର…

ରିଲିଜ ପୂର୍ବରୁ ଲିକ୍‌ ହେଲା ଟାଇଗର-୩ର ସୁଟିଂ ସିନ୍‌…

ମୁମ୍ବାଇ : ରିଲିଜ ପୂର୍ବରୁ ଲିକ୍‌ ହେଲା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଗର -୩ ସୁଟିଂ ସମୟର ଫଟୋ, ଭିଡିଓ । ସୋସିଆଲ୍‌ ମିଡିଆରେ ଭାଇରାଲ ଫଟୋ ଦେଖି ପ୍ରଶଂସକ ବେଶ୍‌ ଖୁସି ହୋଇଯାଇଛନ୍ତି । ନିକଟରେ ଇମ୍ରାନ ହାସମିଙ୍କ ଫିଲ୍ମର ମଧ୍ୟ କିଛି ଫୋଟୋ ଭାଇରାଲ୍‌ ହୋଇଥିଲା  । ପରେ…

ପଶ୍ଚିମା ଝଡ଼ ପ୍ରଭାବରେ ହେବ ପାଗ ପରିବର୍ତ୍ତନ! ଓଡ଼ିଶା ସମେତ ୧୨ ରାଜ୍ୟକୁ ସତର୍କ କଲା IMD

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୂଚନା ଅନୁସାରେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ଓ ଓଡିଶା ସମେତ ଅନ୍ୟ ୧୧ଟି ରାଜ୍ୟରେ କାଳବୈଶାଖୀ ବର୍ଷା…

ସାହିତ୍ୟ ଓ ସାହିତ୍ୟିକଙ୍କୁ ସମାଜରେ ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ମିଳୁ : ଈପ୍ସିତା ଷଡ଼ଙ୍ଗୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଈପ୍ସିତା ଷଡ଼ଙ୍ଗୀ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।…