Latest Odisha News

BREAKING NEWS

Browsing Category

ଫିଚର

ସହକାରୀ ପ୍ରାଧ୍ୟାପକ ହେବାକୁ PhD ବାଧ୍ୟତାମୂଳକ ନୁହେଁ – UGC

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- UGC ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ PhD ବାଧ୍ୟତାମୂଳକ ନୁହଁ। ସ୍ନାତକୋତ୍ତର ପରେ ଜାତୀୟ ଯୋଗ୍ୟତା ପରୀକ୍ଷା(NEET)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର ବା…

ଦେଶର ପ୍ରଥମ ମହିଳା ଭାବେ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି, ପାଇବେ IUPAC ପୁରସ୍କାର, ଶୁଭେଚ୍ଛା…

ଭୁବନେଶ୍ବର : ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ IUPAC(International Union For Pure & Applied Chemestry) ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ବଡ଼ କଥା ହେଉଛି; ଜଗତସିଂହପୁର ଜିଲ୍ଲାର ଏହି ମହିଳା କେମିକାଲ୍…

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ସାନିଆ ମିର୍ଜାଙ୍କ ଜବାବ୍‌; କହିଲେ ମୁଁ ମୋ ଦେଶ ପାଇଁ ୧୦୦% ଦେଇ ଆସିଛି  

ନୂଆଦିଲ୍ଲୀ : ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିଠି ଲେଖି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ସାନିଆ ମିର୍ଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିର ଉତ୍ତର ଦେଇଛନ୍ତି । ବାସ୍ତବରେ ସେ ଚିଠି ଲେଖି ପ୍ରଧାନମନ୍ତ୍ରୀ…

କପିଲ ଶର୍ମା ଶୋରେ ନଜର ଆସିବେ ପ୍ରଧାନମନ୍ତ୍ରୀ, ଶୋ’କୁ ଯିବା ପୂର୍ବରୁ ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ : ଅଭିନେତା ତଥା ହାସ୍ୟ ଅଭିନେତା କପିଲ ଶର୍ମା ଘରେ ଘରେ ପରିଚିତ । ସେ ନିଜର ପରିଶ୍ରମ ଦ୍ୱାରା ଏହି ପରିଚୟ ସୃଷ୍ଟି କରିଛନ୍ତି । ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ରାମ ଚରଣ ଏବଂ ଜୁନିଅର ଏନଟିଆର ଭଳି ତାରକାମାନେ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ଅଭିନୟ…

ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ : ବୀମା କମ୍ପାନିର ଗୁରୁ ଦାୟିତ୍ୱ ବହନ କଲେ ସିଦ୍ଧାର୍ଥ ମହାନ୍ତି । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମାର୍ଚ୍ଚ ୧୪ରୁ ତିନି ମାସ ପାଇଁ ସିଦ୍ଧାର୍ଥ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରିବେ  । ବର୍ତ୍ତମାନର ଏଲଆଇସି…

ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଦିନ ୧୨ଟା ସମୟରେ  ଏହି ରେଳ ପ୍ଲାଟଫର୍ମର ଉଦ୍‌ଘାଟନ ହେବା ନେଇ ସୂଚନା ରହିଛି । କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଧା ସ୍ୱାମୀଜୀ ହୁବଲୀ ରେଳ ଷ୍ଟେସନରେ…

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ, ମିଶନ ଶକ୍ତିରେ ଋଣ ନେଇ ଫେରାଉନାହାନ୍ତି ଏସଏଚଜି

ଭୁବନେଶ୍ୱର: ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି ମିଶନ ଶକ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ କୁହାଯାଇଛି ମିଶନ ଶକ୍ତି ଯୋଜନାରେ ରାଜ୍ୟ ସରକାର ଯେଉଁ ଋଣ ପ୍ରଦାନ କରୁଛନ୍ତି ଏସଏଚଜି ମହିଳା ମାନଙ୍କୁ…

ପୁରୀ ଲକ୍ଷ୍ମୀ ମାର୍କେଟ ଅଗ୍ନିକାଣ୍ଡ ଘଟଣା: ବିଭାଗୀୟ ଅବହେଳାକୁ ସ୍ୱୀକାର କରିବ କିଏ?

ଭୁବନେଶ୍ୱର: ପୁରୀ ମରଚିକୋଟ ଛକଠାରେ ହୋଟେଲ୍ ସମ୍ରାଟ୍ ଓ ଲକ୍ଷ୍ମୀ ମାର୍କେଟ କମ୍ପଲେକ୍ସ ନିଆଁ ଲାଗିବା ଘଟଣାରେ ଏବେ ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ନିଆଁ ଲାଗିବାର ୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣା ପଛରେ କିନ୍ତୁ ଅଗ୍ନିଶମ ବିଭାଗର ଅବହେଳା ଓ…

ମାଟ୍ରିକ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, ସର୍ବାଧିକ ନବରଙ୍ଗପୁରରୁ

ଭୁବନେଶ୍ୱର: ଶିକ୍ଷାବ୍ୟବସ୍ଥାକୁ ମଜବୁତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ଭିତରେ କିନ୍ତୁ ଚଳିତ ମାଟ୍ରିକ ପରୀକ୍ଷାରେ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚିନ୍ତାର କାରଣ ବଢ଼ାଇଛି। ସେହିପରି ସମ୍ମେଟିଭ ଓ୍ୱାନ ପରୀକ୍ଷାରେ ୧୩ ହଜାର ପରୀକ୍ଷାର୍ଥୀ…