Latest Odisha News

BREAKING NEWS

Browsing Category

ଫିଚର

ମାଟ୍ରିକ ପରୀକ୍ଷାରେ କପି ପାଇଁ ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଡିଲ୍!, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେବାକୁ ଯୋଜନା। ଆଉ ଏହି ବେଆଇନ୍ ଉପୟାର ନାୟକ ସାଜିଛନ୍ତି ଖୋଦ୍ ପରୀକ୍ଷାର୍ଥୀଙ୍କ ବାପା ତଥା ଅଭିଭାବକ। ନିଜ ପିଲାକୁ ପରୀକ୍ଷାରେ ପାସ କରାଇବାକୁ କପି ଆବଶ୍ୟକ ରହିଥିବା ହୃଦବୋଧ କରି ଅଭିଭାବକ ଜଣଙ୍କ…

ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ପାଇଁ ସରକାରଙ୍କ ୫୦୦ କୋଟିର ବ୍ୟୟବରାଦ, ଜାଣନ୍ତୁ ଯୋଜନା ପଛର ଭିତିରି କଥା

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକି ଥିବା ବେଳେ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିଛନ୍ତି। ଏହାର ନାମ ରହିଛି 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଫର୍ ୨୦୨୩-୨୦୨୬'। ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ନିର୍ବାଚନକୁ ବର୍ଷେ ପାଖାପାଖି ସମୟ…

ବିଜେଡି ଗଡ଼ରେ ଅମିତ ଶାହ କରିବେ ବିଶାଳ ସଭା, ବଦଳିବ କି ଜିଲ୍ଲା ରାଜନୀତିର ସମୀକରଣ?

ଭୁବନେଶ୍ୱର: ଗତବର୍ଷ ଯେଉଁ ସ୍ଥାନରେ ଉପନିର୍ବାଚନ ଜିତି ବିଜେପି ଗଡ଼ ବଜାୟି ରଖିଲା ସେହି ସ୍ଥାନକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ…

ଗଞ୍ଜେଇ ଚାଲାଣର ନୂଆ ଉପାୟ, ମାଷ୍ଟର ମାଇଣ୍ଡକୁ ଖୋଜୁଛି ଅବକାରୀ ଟିମ୍

ବ୍ରହ୍ମପୁର: ୨୫ କେଜି ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଳିଙ୍ଗ ଘାଟି ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଶନିବାର ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣକାରୀଙ୍କ…

ମୃଦୁ ପାନୀୟରେ ନିଶା ଦେଇ ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକରେ ଏକ ଜିମରେ ଜଣେ ଯୁବତୀଙ୍କୁ ନିଶା ଦେବା ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କଟକ ମର୍କତନଗର ଅଞ୍ଚଳରେ ରହିଛି ଏହି ଜିମ୍। ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ମାର୍ଚ୍ଚ ୨୦୨୨ରେ ଘଟିଥିଲା। କିନ୍ତୁ ବର୍ଷକ ପରେ ପୀଡିତା ଥାନାରେ ଜିମ୍ ମାଲିକଙ୍କ ବିରୋଧରେ ଏତଲା…

ଏଥର ବର୍ଲିନର ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପୁଲରେ ମହିଳାମାନେ ବିନା କପଡାରେ ଗାଧୋଇ ପାରିବେ

ବର୍ଲିନ: ଜର୍ମାନୀ ରାଜଧାନୀ ବର୍ଲିନରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପୁଲରେ ବିନା କପଡାରେ ଗାଧେଇ ହେବ । ବିବିସିରେ ପ୍ରକାଶିତ ଖବର ଅନୁସାରେ ସହରର ବରିଷ୍ଠ ଅଧିକାରୀ ଏହାର ଅନୁମତି ପ୍ରଦାନ କରିଛନ୍ତି । କିଛି ଦିନ ତଳେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ସନ ବାଥ କରୁଥିବା ବେଳେ ତାଙ୍କ ପୁଲରୁ…

ଟ୍ରାନ୍ସଜେଣ୍ଡର, ଦେହଜୀବୀ ଏମଏସଏମ କାହିଁକି ରକ୍ତଦାନ କରିବେନି ସୁପ୍ରିମକୋର୍ଟଙ୍କ ନିକଟରେ ମତ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଆଜି ଏକ ବିବାଦୀୟ ଓ ଚିନ୍ତାଜନକ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ମତ ରଖିଛନ୍ତି । ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ଏମଏସଏମ ଓ ମହିଳା ଦେହଜୀବୀମାନଙ୍କୁ ରକ୍ତଦାତା ତାଲିକାରୁ ବାହାର କରିବା ପ୍ରସଙ୍ଗ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା…

ରାଜ୍ୟରେ ୫୯ H3N2 ପଜିଟିଭ୍ ଚିହ୍ନଟ; ଗାଇଡ୍‌ଲାଇନ୍‌ ଜାରି କଲେ ସରକାର

ଭୁବନେଶ୍ୱର: ଦେଶରେ ଦୁଇ ଜଣଙ୍କ ଜୀବନ ନେବା ପରେ ରାଜ୍ୟରେ ବି ମାତିଲା H3N2 ଭୂତାଣୁ। ଆଜି ୫୯ଜଣ H3N2 ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ଜାନୁୟାରୀ ଓ ଫେବୃଆରୀରେ ୨୨୫ଟି ନମୁନା ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଥିବା RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ରାଜ୍ୟରେ H3N2…

ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁ ଜଳିଗଲା ୧୭ ବଖରା ଘର; ୯ ପରିବାରର ୪୦ ସଦସ୍ୟ ବାସହରା

ବାଲେଶ୍ୱର: ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁ ଜଳିଗଲା ୧୭ ବଖରା ଘର। ବାସହରା ହେଲେ ୯ ପରିବାରର ୪୦ ସଦସ୍ୟ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ।  ୧୭ ବାଖରା ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।  ଧାନ, ଚାଉଳ…

H3N2 ଭାଇରସ ଏକ ଋତୁକାଳୀନ ସଂକ୍ରମଣ; ସରକାର କହିଲେ, ଚିନ୍ତାର କାରଣ ନାହିଁ

ନୂଆଦିଲ୍ଲୀ:  ଦେଶରେ H3N2 ଭାଇରସ ସଂକ୍ରଣ ବଢିବାରେ ଲାଗିଛି। ଏନେଇ ଲୋକଙ୍କୁ ସଚେନତ କରିଛନ୍ତି କେନ୍ଦ୍ର ସରକାର। ଏଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ଲୋକଙ୍କୁ ଚେତାଛନ୍ତି। ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। H3N2 ହେଉଛି ଏକ ପ୍ରକାର…