Latest Odisha News

BREAKING NEWS

Browsing Category

ଫିଚର

ନିର୍ମଳାଙ୍କ ବଜେଟକୁ ତାଲିବାନ ସରକାରର ଭୁରି ପ୍ରଶଂସା

କାବୁଲ: କେନ୍ଦ୍ର ବଜେଟକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଥିବାବେଳେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଭୁରି ଭୁରି ପ୍ରଶଂସା କରିଛି । କେନ୍ଦ୍ର ବଜେଟ ୨୦୨୩-୨୪କୁ ସ୍ୱାଗତ କରିବା ସହ ତାଲିବାନ ସରକାର କହିଛି ଏହି ବଜେଟରେ ଆଫଗାନିସ୍ତାନ ପାଇଁ ସହାୟତା ଘୋଷଣା କରିଛି ଯାହା ଦୁଇ…

ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିଲେ, ପାଇବା ପୂର୍ବରୁ ଚାଲିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମ

ଚେନ୍ନାଇ: ଆଉ ନାହାନ୍ତି କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ । ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି  ଚେନ୍ନାଇର ନୁଙ୍ଗାମ୍ବକ୍କମସ୍ଥିତ ତାଙ୍କ  ବାସଭବନରେ ଦେହାନ୍ତ  ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା ।   ପଦ୍ମଭୂଷଣରେ ସମ୍ମାନ ପାଇଁ ମନୋନୀତ  ହୋଇଥିଲେ…

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପ୍ରଭାରି ନିଯୁକ୍ତି କଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ। ଆଗକୁ ନିର୍ବାଚନ ଆସୁଥିବାରୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ସହିତ ତାମିଲନାଡୁ ବିଜେପି ଅଧ୍ୟକ୍ଷ…

ଜାମିଆ ୟୁନିଭର୍ସିଟି ହିଂସା ଘଟଣା: ଶର୍ଜିଲ୍‌ ଇମାମ ଓ ଅସିଫ୍ ଇକବାଲ ତହ୍ନା ଦୋଷମୁକ୍ତ

ନୂଆଦିଲ୍ଲୀ:  ଡିସେମ୍ବର ୨୦୧୯ ଦିଲ୍ଲୀ ଜାମିୟା ମିଲିୟା ଇସ୍ଲାମିଆ ୟୁନିଭର୍ସିଟି ହିଂସା ଘଟଣାରେ ଦୋଷମୁକ୍ତ ହେଲେ ଜବାହାର ଲାଲ୍ ନେହରୁ ୟୁନିଭର୍ସିଟି ଛାତ୍ର ଶର୍ଜିଲ୍‌ ଇମାମଙ୍କୁ ଓ ସହଯୋଗୀ ଅସିଫ ଇକବାଲ ତହ୍ନା। ଏହି ମାମଲାରେ ଶୁଣାଣି କରି ଦିଲ୍ଲୀ ସାକେତ କୋର୍ଟ ଉଭୟଙ୍କୁ ଦୋଷ ମୁକ୍ତ…

ବିବାହ ବନ୍ଧନରେ ବାନ୍ଧି ହେବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ । ସାତ ଜନ୍ମର ସାଥି ହେବେ ସିଦ୍ଧାର୍ଥ-କିଆରା । ୬ ଫେବୃୟାରୀରେ ବିବାହ କରିବାକୁ ଯାଉଛନ୍ତି ଏହି କପଲ୍‌ । ଦୁହିଁଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ଭରି ରହିଛି ଉତ୍ସାହ  ।  ରାଜସ୍ଥାନର ଜୈସଲମେରର ପାଞ୍ଚ…

ବିଧାୟକଙ୍କୁ ଘାରିଲା PSO ଭୟ : ଜୟ ନାରାୟଣଙ୍କ ପରେ ସୌମ୍ୟ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: କ୍ଷମତାରେ ଥିବା ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ  ନବ ଦାସଙ୍କୁ ASI ଗୁଳି କରି ହତ୍ୟା କରାଯିବା ଘଟଣା  ନେଇ ସାରା ରାଜ୍ୟରେ ଖାଲି ଚର୍ଚ୍ଚା ନୁହେଁ ଭୟର ବାତାବରଣ ସୃଷ୍ଟି କରିଛି । ବିଶେଷ କରି ଏହି ଘଟଣା ବିଧାୟକମାନଙ୍କ ମନରେ ଛନକା ଭରି ଦେଇଛି । ଜଣେ ଜନ ପ୍ରତିନିଧିଙ୍କର…

ପାଳିତ ହେଉଛି ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ କର୍କଟ ଦିବସ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ମାରାତ୍ମକ ରୋଗ ସାଜିଛି କର୍କଟ । ହୃଦ୍‌ରୋଗ ଓ ଦୁର୍ଘଟଣା ପରେ ଏବେ ପ୍ରମୁଖ ରୋଗ ଭାବେ ଉଭା ହୋଇଛି କର୍କଟ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ…

ଭଦ୍ରକରେ ମାତିଲେ ଲୁଟେରା, ଗାଡ଼ି ଡିକି ଭାଙ୍ଗି ନେଇଗଲେ ଟଙ୍କା ଓ ସୁନା ଗହଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମାତିଲେ ଚୋର। ଦୋକାନ ବଜାର ସହ ଗାଡ଼ି ଡିକି ଭାଙ୍ଗି ଲୁଟି ନେଉଛନ୍ତି ଟଙ୍କା ଓ ଗହଣା। ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ସ୍ଥିତ ଏସ୍‌ବିଆଇ ଏଟିଏମ୍‌ ସମ୍ମୁଖରୁ ଏଭଳି ଲୁଟ ହୋଇଛି। ଚୋର ବାଇକ ଡିକି ଭାଙ୍ଗି ନଗଦ ଟଙ୍କା ସହ ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି କରି…

ଚଢ଼ିଗଲା ବାଲି ବୋଝେଇ ହାଇୱା; ପୂର୍ବତନ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ଯାଜପୁର: ସଡ଼କ ଦୁର୍ଘଟଣାରେ କଂଗ୍ରେସର ପୂର୍ବତନ ବିଧାୟକଙ୍କ ପରଲୋକ। ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଲା ବାଲି ବୋଝେଇ ହାଇୱା। ଯାଜପୁର ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ବାଇକ୍‌ରେ ଯାଉଥିବା ବେଳେ  ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା। ସଦର…