Latest Odisha News

BREAKING NEWS

Browsing Category

ଫିଚର

ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁୂବନେଶ୍ୱର: ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଓଡ଼ିଶା ଗସ୍ତରେ ଦ୍ବିତୀୟ ଥର ଆସିବେ ଦ୍ରୌପଦୀ ମୁର୍ମୁ। ଫେବୃଆରୀ ୧୦ ତାରିଖ ଦିନ ସେ ଭୁବନେଶ୍ୱର ଗସ୍ତରେ ଆସି ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବେ। ଏ ନେଇ ବିଶ୍ବବିଦ୍ୟାଳୟର କୁଳପତି…

ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କଲେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏବେ ପାନ କାର୍ଡ ହିଁ ହେବ ସରକାରୀ ଏଜେନ୍ସ ପାଇଁ ପରିଚୟ ପତ୍ର । ଏ ନେଇ ବଜେଟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି, କେୱାଇସି ପ୍ରକ୍ରିୟାକୁ ଆହୁରି…

ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ମିଳିଲା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଦୀର୍ଘ ୨୦ ଦିନ ଧରି ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ଶେଷରେ ମିଳିଯାଇଛି । ୧୨ ଜାନୁୟାରୀରେ ଏହି କ୍ୟାପସୁଲଗୁଡିକ ଏକ ମାଇନିଂ ସାଇଟକୁ ନେବା ବେଳେ ଗୋଟିଏ ହଜି ଯାଇଥିଲା । ଯାହାକି ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ସାଜିଥିଲେ । ଶେଷରେ ଏହାକୁ ଖୋଜିବା ଦେଶର…

ପୁରୁଣା ଓ ନୂଆ ଟିକସ ବ୍ୟବସ୍ଥା ମଧ୍ୟରେ ଫରକ କଣ ?

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ମୋଦି ସରକାର ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଛନ୍ତି । ମଧ୍ୟବିତ୍ତ ଟିକସ ମୁକ୍ତ ଲାଗି କରୁଥିବା ବେଳେ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ବୋଝକୁ ମୁଁ ବୁଝୁଛି । କିନ୍ତୁ ଅର୍ଥମନ୍ତ୍ରୀ…

ଟାପୁର ନାଁ ବ୍ୟାଟସ୍ ଆଇଲ୍ୟାଣ୍ଡ୍

ସମ୍ବଲପୁର: ‘ବାଦୁଡ଼ି ଦ୍ୱୀପ’ ବା ‘ବ୍ୟାଟସ୍ ଆଇଲ୍ୟାଣ୍ଡ୍ ’ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ମଧ୍ୟରେ ରହିଛି ଏହି ବାଦୁଡ଼ି ଦ୍ୱୀପ। ଏବେ ଏହି ଦ୍ୱୀପ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଦ୍ୱୀପର ଗୋଟିଏ ପଟେ ବହୁ…

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା: ଚାକିରି ଛାଡି ଦେବାକୁ ପୁଲିସ ଡିଜିଙ୍କୁ ବିଜୟ ମହାପାତ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ଉପରେ ବର୍ଷିଲେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର। ଏହି ଘଟଣାରେ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ନେଇ ବର୍ଷିଛନ୍ତି। ଏପର୍ଯ୍ୟନ୍ତ ପୋଲିସ ଡିଜି କାହିଁକି ଘଟଣାସ୍ଥଳକୁ ଗଲେ ନାହିଁ ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।…

ମନ୍ତ୍ରୀଙ୍କୁ ହତ୍ୟା: କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ଅବସରପ୍ରାପ୍ତ ବିଚାରପତି ଜେପି ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏବେ ଏହି ତଦନ୍ତର ତଦାରଖ କରିବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ। ନିକଟରେ ରାଜ୍ୟ ସରକାର ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖି ଜଣେ ବିଚାରପତି ଅବା…

ମନ୍ତ୍ରୀ ନବ ଦାସଙ୍କ ପିଏସଓ ନିଲମ୍ବିତ, ବ୍ରଜରାଜନଗର ଥାନା ଆଇଆଇସିଙ୍କ ବଦଳି

ଝାରସୁଗୁଡା (କେ ରୋଷନ ପୃଷ୍ଟି): ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବନ କରିବା ସହିତ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ବଦଳି ହୋଇଛି। ସମ୍ବଲପୁର ଜିଲ୍ଲା…

ଆମିର୍‌ଙ୍କୁ ଡେଟ୍‌ କରୁଛନ୍ତି ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା

ମୁମ୍ବାଇ: ପ୍ରେମରେ ପଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ । ଅଭିନେତା ଆମିର ଅଲିଙ୍କ ପ୍ରେମରେ ପଡ଼ିଲେ ସମିତା  । ଶୁକ୍ରବାର ମୁମ୍ବାଇରେ ଆୟୋଜିତ ସମିତା ଆଶିଷ ଚୌଧୁରୀଙ୍କ ବିବାହ ବାର୍ଷିକୀର ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟିରେ ସେ ଆମିରଙ୍କ…