Latest Odisha News

BREAKING NEWS

Browsing Category

ଫିଚର

ବଜେଟ ୨୦୨୩-୨୪: ପଲ୍ଲୀରୁ ଦିଲ୍ଲୀ ‘ଶ୍ରୀ ଅନ୍ନ’କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ଏହି ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ଶ୍ରୀ ଅନ୍ନ ଯୋଜନା ବାବଦରେ ଉଲ୍ଲେଖ କରିଛନ୍ତି। ଅର୍ଥମନ୍ତ୍ରୀ ଦେଶରେ ଚାଷ ହେଉଥିବା ମିଲେଟସର ନାମ…

ଆମେ ଖାଉନା ପିଆଜ, ରସୁଣ, ଆମେ ଛୁଉଁନା ମଦ, ମାଂସ

ବିହାର:ପିଆଜ-ରସୁଣ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ । ଏହାର ମୂଲ୍ୟ ବଢିବା ଓ କମିବା ହେତୁ ସବୁବେଳେ ବେଶ୍ ଚାହିଦା ରହିଥାଏ ।   ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଗତ ୪୦ ରୁ ୪୫ବର୍ଷ…

କେନ୍ଦ୍ର ବଜେଟ: କାହାର ଥିଲା ସବୁଠାରୁ ଲମ୍ବା, କାହାର ଛୋଟ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । କେବଳ ଭାରତ ନୁହେଁ, ସାରା ଦେଶର ଦୃଷ୍ଟି ଥିଲା ଏହି ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଥିଲା  ସବୁଠାରୁ ଲମ୍ବା ବଜେଟ ଭାଷଣ । ଆଜି ସୁଦ୍ଧା କୌଣସି ବଜେଟ ଏତେ ଲମ୍ବା ନ ହୋଇ…

ବଜେଟ ୨୦୨୩-୨୪: ‘ଗରିବଙ୍କ ସ୍ୱପ୍ନ ପୂରଣ ହେବ, ବିକଶିତ ଭାରତ ପାଇଁ ମୂଳଦୁଆ ପକାଇବ’

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ବଜେଟ୍ ଗରିବ ତଥା ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେଇଛି। ସେ…

ଗୋଡ ନାହିଁ, କିନ୍ତୁ ଦ୍ରୁତ ଗତିରେ ଦୌଡି କଲେ ବିଶ୍ୱ ରେକର୍ଡ

ୱାଶିଂଟନ: ବାସ୍ତବରେ କୁହାଯାଏ, ମନୋବଳ ଥିଲେ ମନୁଷ୍ୟ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଥାଏ । ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ଗିନିସ ବିଶ୍ବ ରେକର୍ଡ ପକ୍ଷରୁ ପୋଷ୍ଟ କରାଯାଇଛି । ଏଥିରେ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ପ୍ରଶିକ୍ଷଣ ନେଉଥିବାର ଝଲକ…

ବଜେଟ ୨୦୨୩-୨୪: ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ସାଙ୍ଗକୁ ପ୍ରଶିକ୍ଷଣ ଉପରେ ମୋଦୀ ସରକାରର ଗୁରୁତ୍ୱ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ପଞ୍ଚମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ ବିଭିନ୍ନ ବିଭାଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟକୁ ୧.୧୨ ଲକ୍ଷ କୋଟି ଚଙ୍କା ଆବଣ୍ଟନ କରାଯାଇଛି। ଯାହାକି ପୂର୍ବ ବଜେଟ ତୁଳନାରେ ସର୍ବାଧିକ।…

ବଜେଟ ୨୦୨୩-୨୪: ମନରେଗା ପାଇଁ ବ୍ୟବସ୍ଥା ନାହିଁ କହିଲେ ଶଶୀ ଥରୁର, ଆଉ କିଏ କ’ଣ କହିଲେ?

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍ ୨୦୨୩-୨୪ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଆୟକର ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ନାହିଁ। ବଜେଟର ଉପସ୍ଥାପନା ପରେ ଷ୍ଟକ୍ ମାର୍କେଟରେ ଏକ ବଡ଼ ଧରଣର ଅଭିବୃଦ୍ଧି ଦେଖିବାକୁ…

ବଜେଟରେ ଆୟକର ଛାଡ: କାହାକୁ ମିଳିବ କେତେ ଫାଇଦା ?

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ମୋଦି ସରକାରଙ୍କ ୨ୟ ପାଳିର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଆୟକରକୁ ନେଇ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବାର୍ଷିକ ଆୟକର ସୀମା ସ୍ଲାବ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି…

ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ମହିଳା ସମ୍ମାନ ବଚତ ପତ୍ର ଯୋଜନା ଆରମ୍ଭ ହେବ। ଏଥିରେ ମହିଳାମାନେ ୨ ଲକ୍ଷ ଟଙ୍କା ସେଭିଂସ ବା ସଞ୍ଜୟ ଉପରେ ୭.୫% ସୁଧ ପାଇବେ। ଏହି ଲାଭ ୨୦୨୫…

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଗକୁ ବଢିବ ଭାରତ; ଗବେଷଣା ପାଇଁ ସ୍ଥାପନା ହେବ ୩ ସେଣ୍ଟର ଫର୍‌ ଏକ୍ସିଲେନ୍ସ

ନୂଆଦିଲ୍ଲୀ: ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ବି ଗୁରୁତ୍ୱ ଦିଆଯାଇଛି।  ସାରା ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବହୁତ ଆଗକୁ ଗଲାଣି। ଆମେରିକା ଓ ଅନ୍ୟାନ୍ୟ…