Latest Odisha News

BREAKING NEWS

Browsing Category

ଫିଚର

ଇନ୍ଦିରା ଓ ରାଜୀବ ଗାନ୍ଧୀ ସହିଦ ହୋଇ ନାହାନ୍ତି ବରଂ ଏହା ଏକ ଦୁର୍ଘଟଣା ଥିଲା: ବିଜେପି ନେତା

ନୂଆଦିଲ୍ଲୀ: ଦେଶ ପାଇଁ କେବଳ ଗାନ୍ଧୀ ପରିବାର ସହିଦ ହୋଇ ନାହାନ୍ତି। ତା ଛଡ଼ା ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ଯାହା ହେଲା ତାହା ଦୁର୍ଘଟଣା ଥିଲା, ତାକୁ ସହିଦ କୁହାଯିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଏପରି ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର…

ବରିଷ୍ଠ ନେତାଙ୍କୁ ଗଳା କାଟି ହତ୍ୟା; ଫେରାର୍‌ ଗ୍ୟାଙ୍ଗକୁ ଖୋଜୁଛି ପୁଲିସ୍

ଚେନ୍ନାଇ: ତାମିଲନାଡୁ ରାଜନୈତିକ ଦଳ ହିନ୍ଦୁ ମକ୍କାଲ କାଚିର ବରିଷ୍ଠ ନେତାଙ୍କୁ ଗଳାକାଟି ହତ୍ୟା। ମଙ୍ଗଳବାର ବିଳମ୍ବିତ ରାତିରେ ମଦୁରାଇ ଠାରେ ଦୁର୍ବୃତ୍ତଙ୍କ ଏକ ଗ୍ୟାଙ୍ଗ୍ ହିନ୍ଦୁ ମକ୍କାଲ କାଚିର ଦକ୍ଷିଣ ଜିଲ୍ଲା ଡେପୁଟି ହେଡ୍‌ ମଣିକନ୍ଦନଙ୍କ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା କରିବା…

ଆଜି ଆସିବ ବଜେଟ୍‌, ସବୁବର୍ଗର ଲୋକଙ୍କୁ ଖୁସି କରିପାରନ୍ତି ସରକାର

ନୂଆଦିଲ୍ଲୀ : ଆଜି ଆସିବ ୨୦୨୩ -୨୪  ସାଧାରଣ ବଜେଟ୍‌  । ସଂସଦରେ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ  । ଆଗାମୀ ବର୍ଷରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆଜିର ବଜେଟ ଉପରେ ସାଧାରଣ ଲୋକଙ୍କ ରହିଛି ନଜର  । ଚଳିତ ବଜେଟରେ କେନ୍ଦ୍ର ସରକାର…

ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ବର : ଆଜିଠୁ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ  । ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ମେଳାର ଲକ୍ଷ୍ୟ ହେଉଛି ବୁଣାକାର ଓ ହସ୍ତଶିଳ୍ପ…

ନବଙ୍କ ଚାପୁଡ଼ାର ଜବାବ ଗୁଳିରେ ଦେଲେ କି ଗୋପାଳ ?

ବ୍ରହ୍ମପୁର: ଗୋପାଳ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ? ପ୍ରକୃତରେ ମାନସିକ ଭାରସାମ୍ୟ ହରାଇ ଗୋପଳା ଏଭଳି କରିଛନ୍ତି କି ? ନା ଏହା ପଛରେ ରହିଛି କିଛି ଭିନ୍ନ କାରଣ ? କିଛି ବଡ଼ ଷଡ଼ଯନ୍ତ୍ରର ଅଂଶ ନୁହଁନ୍ତି ତ ଗୋପାଳ ? ଏନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଗୁମର…

ପରଲୋକରେ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ

ନୂଆଦିଲ୍ଲୀ: ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଓ ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ୨୦୧୨ରେ ଆମ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଅବଶ୍ୟ ପରେ ସେ ପାର୍ଟିରୁ ଅଲଗା ହୋଇ ଯାଇଥିଲେ । ୧୯୭୭ରୁ ୭୯ ପର୍ଯ୍ୟନ୍ତ ମୋରାରଜୀ ଦେଶାଇଙ୍କ…

ଆଶୀର୍ବାଦ ଟାୱାରରେ ଅଗ୍ନିକାଣ୍ଡ, ୩ ଜଣଙ୍କ ମୃତ୍ୟୁ ସୂଚନା

ରାଞ୍ଚି: ଜଳୁଛି ଟାୱାର, ଜୀବନ ବିକଳରେ ଦୌଡ଼ୁଛନ୍ତି ଲୋକେ । ଝାଡ଼ଖଣ୍ଡର ଧନବାଦର ଆଶୀର୍ବାଦ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଏକାଧିକ ଲୋକ ନିଆଁ ଓ ଧୂଆଁରେ ଫସି ରହିଥିବା ଆଶଙ୍କା କରା ଯାଉଛି ।…

ମେ’ରୁ ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର…

ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ସନ୍ୟାସିପାଲି ଛକରେ ଟ୍ରକ୍ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ…

ମହିଳାଙ୍କ ଚୁଟି ବସ ଚକରେ ଫସିଗଲା..ଆଉ ତା ପରେ..

କୋଟ୍ଟାୟମ: ରଖିବ ହରି ଯଦି ମାରିବ କିଏ । ପୁନର୍ବାର ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି, ଯାହାକି ବିଶ୍ୱାସ ନ ହେଲେ ବି ସତ । ରିପୋର୍ଟ ମୁତାବକ କୁରିଚୀର ଆମ୍ବିଲି ନାମକ ଜଣେ ମହିଳା ନିକଟସ୍ଥ ଏକ ପ୍ରାଇଭେଟ ସ୍କୁଲରେ ଚାକିରୀ କରନ୍ତି । ବସରେ ଯାଉଥିବା ପିଲାମାନଙ୍କ କଥା ସେ ବୁଝାସୁଝା…